ଜୁଲାଇ ୧ ପରଠାରୁ ଓଡ଼ିଶାରେ Unlock ପ୍ରକ୍ରିୟା ଆରମ୍ଭ ! ଦେଖନ୍ତୁ କେଉଁ ଜିଲ୍ଲା ଖୋଲିବ ଓ କେଉଁଠି ରହିବ କଟକଣା

ବନ୍ଧୁଗଣ, ଆପଣ ମାନେ ସମସ୍ତେ କ-ରୋ-ନା ମ-ହା-ମା-ରୀ ର ତା-ଣ୍ଡ-ବ ଦେଖି ସାରିଲେଣି । ଏହି ସଂ-କ୍ର-ମ-ଣ ଏତେ ମାତ୍ରାରେ ବଢି ଚାଲିଛି ଯେ, ଏହା ଠାରୁ ବର୍ତ୍ତୀ ରହିବା କାଠିକର ପାଠ ପାଲଟି ସାରିଛି । ଗତବର୍ଷ ଏହା ର ଦୁଇଗୁଣା ଚଳିତ ବର୍ଷ ପାଲଟି ଯାଇଛି । ରାଜ୍ୟ ସରକାର ଏହିଭଳି ସ୍ଥିତି କୁ ଆଖି ଆଗରେ ରଖି ବିଭିନ୍ନ ଜିଲ୍ଲା ମାନଙ୍କରେ ଲ-କ ଡା-ଉ-ନ ତଥା ସ-ଟ ଡା-ଉ-ନ ପ୍ରକ୍ରିୟା ଆରମ୍ଭ କରିଥିଲେ ।

ମଇ ୫ ରୁ ୧୯ ପ୍ରଥମ ପର୍ଯ୍ୟାୟ, ମଇ ୧୯ ରୁ ୧ ଦ୍ଵିତୀୟ ପର୍ଯ୍ୟାୟ, ଜୁନ ୧ ରୁ ୧୭ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ, ଜୁନ ୧୭ ରୁ ଜୁଲାଇ ୧ ପର୍ଯ୍ୟନ୍ତ ଆଂଶିକ ଲ-କ-ଡା-ଉ-ନ ଧାର୍ଯ୍ୟ କରାଯାଇଛି । ବନ୍ଧୁଗଣ ବର୍ତ୍ତମାନ ଜୁଲାଇ ୧ ପରଠାରୁ କଣ ହେବ ?  ଆଂଶିକ ଲ-କ ଡା-ଉ-ନ ଲାଗି ରହିବ କି ନା ? ସଂପୂର୍ଣ୍ଣ ଆଂଶିକ ଲ-କ-ଡା-ଉ-ନ ରହିବ ନା ପୁରାପୁରୀ ଅନଲକ ପ୍ରକ୍ରିୟା କୁ ଯିବେ ରାଜ୍ୟ ସରକାର ।

ବନ୍ଧୁଗଣ କେଉଁ କେଉଁ ଜିଲ୍ଲା ରେ କ-ଟ-କ-ଣା ରହିବ ତଥା କେଉଁ ଜିଲ୍ଲାରେ କ-ଟ-କ-ଣା ଲାଗୁ ରହିବା ତାକୁ ନେଇ ବର୍ତ୍ତମାନ ଆଲୋଚନା ଚାଲିଅଛି । ବନ୍ଧୁଗଣ ଜୁନ ୧୭ ରେ ସଂ-କ୍ର-ମ-ଣ ର ସ୍ଥିତି ଦୃଷ୍ଟିରୁ ଯେଉଁଭଳି ଜିଲ୍ଲା ଗୁଡିକୁ କା-ଟା-ଗୋ-ରୀ A ତଥା B ରେ ଭାଗ କରାଯାଇଥିଲା ପୁଣିଥରେ ସେହିସବୁ ଫ-ର୍ମୁ-ଲା  ଆପଣାଇବେ କି ?

ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ଟେଷ୍ଟ ପ-ଜେ-ଟି-ଭ ରେଟ ୫ ପ୍ରତିଶତ ରୁ କମ ରହୁଥିବା ଜିଲ୍ଲା ଗୁଡିକରେ ନି-ୟ-ମ କୋହଳ କରାଯାଇପାରେ । ବନ୍ଧୁଗଣ ସଂ-କ୍ର-ମ-ଣ ତୀବ୍ର ମାତ୍ରାରେ ବାଢୁଥିବାରୁ ବର୍ତ୍ତମାନ ଶିକ୍ଷାନୁଷ୍ଠାନ ତଥା ଧର୍ମାନୁଷ୍ଠାନ ଗୁଡିକ ବର୍ତ୍ତମାନ ଖୋଲିବାକୁ ଅନୁମତି ଦିଆଯାଇ ନପାରେ । ବନ୍ଧୁଗଣ ସାଲୁନ, ସ୍ପା, ସୁଇମିଂ ପୁଲ, ଜିମ ଓ ବସ ଚଳାଚଳ ଉପରେ ନିଷ୍ପତ୍ତି ନେବା ସରକାର ଙ୍କ ନିମନ୍ତେ ଚ୍ୟାଲେଜିଂ ହେବ ।

ବନ୍ଧୁଗଣ ଏପଟେ ସବୁ ଜିଲ୍ଲାର ଆ-କ୍ଟି-ଭ ସଂଖ୍ୟା, ଟୀକା କରଣ ତଥା ହସ୍ପିଟାଲ ରେ ଭର୍ତ୍ତି ହେଉଥିବା ଆ-କ୍ରା-ନ୍ତଙ୍କ ସଂଖ୍ୟାର ନି-ୟ-ମିତ ତର୍ଜମା କରା ଯାଉଅଛି । ବନ୍ଧୁଗଣ ଏହି ସବୁ କୁ ଦ୍ରୁଷ୍ଟି ରେ ରଖି ସରକାର ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ବନ୍ଧୁଗଣ ଯଦି ସଂ-କ୍ର-ମ-ଣ ବଢିବ ତେବେ ଲ-କ ଡା-ଉ-ନ ଉଠିବାର ପ୍ରଶ୍ନ ନାହିଁ ବୋଲି ଡାକ୍ତର ସି.ବି.କେ ମହାନ୍ତି କହିଛନ୍ତି । ମାତ୍ର ପରିସ୍ଥିତି କୁ ଦେଖି ଏ ସବୁର ନିର୍ଣ୍ଣୟ କରାଯିବ । ମିଳିଥିବା ସୂଚନା ଅନୁସାରେ, ୨୧ଟି ଜିଲ୍ଲାରେ ଲ-କ-ଡା-ଉ-ନ ଖୋଲିବା ନେଇ ବିଚାର ବିମର୍ଶ କରୁଛନ୍ତି ସରକାର ।

ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୁରଭଞ୍ଜରେ କ-ଟ-କ-ଣା କୋହଳ ହୋଇନପାରେ । ଏହାବାଦ ସଂ-କ୍ର-ମ-ଣ ଅଧିକ ରହୁଥିବା ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ମଧ୍ୟ କ-ଟ-କ-ଣା କୋହଳ ହେବା ସମ୍ଭାବନା କମ୍ । ବନ୍ଧୁଗଣ ଯଦି ଆମ୍ଭେ ମାସ୍କ ତଥା ସେନିଟାଇଜ ର ନି-ୟ-ମିତ ଭାବରେ ବ୍ୟବହାର କରିବା । ସତର୍କ ହୋଇ ସମସ୍ତ ନି-ୟ-ମ ମନ ଅବଲମ୍ବନ କରିବା ତେବେ ଏହି ସଂ-କ୍ର-ମ-ଣ ଅଳ୍ପ ମାତ୍ରାରେ କମି କମି ସଂପୂର୍ଣ୍ଣ ରୂପେ କମିବାର ସମ୍ଭାବନା ରହିଅଛି । ବନ୍ଧୁଗଣ ଏହି ପ୍ରସଙ୍ଗରେ ଆପଣ ମାନଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *