Special Story: ଦିନେ ପିଲାଙ୍କ ପେଟ ପାଇଁ ବିକୁଥିଲେ ଲେମ୍ବୁ ପାଣି କିନ୍ତୁ ଆଜି Police ଅଫିସର, ତାଙ୍କ ସଂଘର୍ଷର କାହାଣୀ ଜାଣି ଆପଣ ବି କାନ୍ଦି ପକାଇବେ

ବନ୍ଧୁଗଣ, ଆପଣ ମାନେ ଅନେକ ସତ୍ୟ ଘ-ଟ-ଣା ସ-ମ୍ବ-ନ୍ଧରେ ଶୁଣିଥିବେ । ସେଥି ମଧ୍ୟରୁ ଏଭଳି ଘ-ଟ-ଣା ମାନ ରହିଅଛି ଯାହା ସମସ୍ତଙ୍କ ନିମନ୍ତେ ଏକ ଆଦର୍ଶ ପାଲଟି ଯାଇଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏକ ଏଭଳି ଘ-ଟ-ଣା ସ-ମ୍ବ-ନ୍ଧରେ କହିବାକୁ ଯାଉଅଛୁ ଯାହା ସ-ମ୍ବ-ନ୍ଧରେ ଆପଣ ମାନେ ଜାଣି ନଥିବେ ।

ବନ୍ଧୁଗଣ ଏହି କାହାଣୀ ଟି ଏକ ପୋ-ଲି-ସ ଅଫିସର ର ଅଟେ । ପିଲା ଙ୍କ ପାଇଁ ଦିନେ ଲେମ୍ବୁ ପାଣି ବିକୁଥିଲେ । ବର୍ତ୍ତମାନ ସେ ଜଣେ ସବ ଇ-ନ୍ସ-ପେ-କ-ଟେ-ର ହେଲେ । ବନ୍ଧୁଗଣ ସଂ-ଘ-ର୍ଷ ଏବଂ ଇଛାଶକ୍ତି ର ଏକା ଏଭଳି କାହାଣୀ ଯାହା ପ୍ରତୀଟି ବ୍ୟକ୍ତି ମନରେ ପ୍ରେରଣା ଭରିଦେବ । ବନ୍ଧୁଗଣ କଥାରେ ଅଛି ଯଦି ମନରେ ଦୃଢ ଆତ୍ମବିଶ୍ଵାସ ଏବଂ ପରିଶ୍ରମ ରହିଥାଏ ତେବେ ପରିଶ୍ରମ ବଳରେ ସବୁକିଛି ହାସଲ କରିବା ସମ୍ଭବ । ବନ୍ଧୁଗଣ ଏହାକୁ ସତ କରି ଦେଖାଇଛନ୍ତି 31 ବର୍ଷ ର ମହିଳା “ଆନିଶିବା” ।

ବନ୍ଧୁଗଣ ଏହି ମହିଳା ଦିନେ ନିଜେ ବ-ଞ୍ଚି-ବା ନିମନ୍ତେ ପିଲାଙ୍କ ପେଟ ପାଇଁ ଲେମ୍ବୁ ପାଣି ବିକୁଥିଲେ । ତାଙ୍କର କଠିନ ପରିଶ୍ରମ ବ-ଳ-ରେ ସେ ଆଜି ସଫଳ ହୋଇପାରିଛନ୍ତି । ବନ୍ଧୁଗଣ ତାଙ୍କ ସଂ-ଘ-ର୍ଷ ର କାହାଣୀ ଜାଣିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ । ବନ୍ଧୁଗଣ ଖୁବ କମ ବୟସରେ ଆନି ଙ୍କ ବିବାହ ହୋଇଥିଲା । ମାତ୍ର ଅତି ଛୋଟ ବୟସରେ ଆନିଙ୍କୁ ନିଜ ଛୋଟ ଛୁଆ ସହିତ ତାଙ୍କ ସ୍ଵାମୀ ଏବଂ ପରିବାର ଲୋକ ଘରୁ ବାହାର କରି ଦେଇଥିଲେ ।

ବନ୍ଧୁଗଣ “ଆନିଶିବା” ପିତା ମାତାଙ୍କ ଅନିଛାରେ ବିବାହ କରିଥିବାରୁ ସେ ନିଜ ବାପ ଘରକୁ ମଧ୍ୟ ଯାଇ ପାରି ନଥିଲେ । ବନ୍ଧୁଗଣ ବଞ୍ଚିବା ପାଇଁ ସେ ରାସ୍ତା କଡରେ ଲେମ୍ବୁପାଣି ତଥା ଆଇସକ୍ରିମ ବିକିଲେ । ବନ୍ଧୁଗଣ ଦଇବ ସିନା ଦାଉ ସାଧିଥିଲା ମାତ୍ର ଜୀବନ ସହିତ ସେ ଏହି କଠିନ ସଂ-ଘ-ର୍ଷ ରେ ହା-ରି ଯାଇ ନଥିଲେ । ବନ୍ଧୁଗଣ ଆନି ଙ୍କ ଏହି ସଂ-ଘ-ର୍ଷ ଦେଖି ତାଙ୍କୁ ଜଣେ ଲୋକ ଆର୍ଥିକ ସହାୟତା କରିବା ସହିତ ସବ ଇ-ନ୍ସ-ପେ-କ-ଟର ପରୀକ୍ଷା ଦେବାକୁ ପରାମର୍ଶ ଦେଇଥିଲେ ।

ଏହାପରେ କଠିନ ପରିଶ୍ରମ କରି ଏହି ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିଲେ । ବନ୍ଧୁଗଣ ବର୍ତ୍ତମାନ ସେ ବନିଯାଇଛନ୍ତି ସବ ଇ-ନ୍ସ-ପେ-କ-ଟର । ବନ୍ଧୁଗଣ ଆନି ଙ୍କର ଏହି ସଫଳତା ନେଇ ଟ୍ଵି-ଟ କରି ଶୁଭେଛା ଜଣାଇଛନ୍ତି କେ-ର-ଳ ପୋ-ଲି-ସ । ବନ୍ଧୁଗଣ ଆନି ବର୍ତ୍ତମାନ ଏକ ଆଦର୍ଶ ପାଲଟି ଯାଇଛନ୍ତି ।

ମାତ୍ର ୧୮ ବର୍ଷ ବୟସରେ ନିଜ ୬ ମାସର ଶିଶୁ ସହିତ ବଞ୍ଚିବା ପାଇଁ ଲଢେଇ କରି ଆନି ଆଜି ନିଜ ପରିଶ୍ରମ ବଳରେ ସବ ଇ-ନ୍ସ-ପେ-କ-ଟର ହୋଇ ପାରିଛନ୍ତି । ବର୍ତ୍ତମାନ ସେ ସମସ୍ତଙ୍କ ପ୍ରେରଣା ର ଉତ୍ସ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପ୍ରସଙ୍ଗ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *