ଜଙ୍ଗଲକୁ ଟେକିନେଇ ମା’ ସାମ୍ନାରେ ଝିଅକୁ ଝୁଣି ପକାଇଲେ 5 ଜଣ.. ପୁରା ଘଟଣା ସମ୍ପର୍କରେ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ, ଦେଖନ୍ତୁ video

ଦର୍ଶକ ବନ୍ଧୁ ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ସାମନାକୁ ଆସିବାରେ ଲାଗିଛି । ଯାହାକୁ ଦେଖିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସାମନା କୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ମା ଆଗରେ ଝିଅକୁ ଝୁଣି ପକାଇଲେ ୫ ଜଣ । ଲାଜ୍ୟା, ଅମାନବୀୟ, ହୀନା ମାନସିକତାର ଏ ହେଉଛି ପରିଚୟ । ମଣିଷ ଯେବେ ପଶୁ ସାଜେ ସେତେବେଳେ ଘଟେ ଏମିତି ଅମାନୁଷିକ ଘଟଣା ।

ତେବେ ଏଭଳି ଏକ ଚାଞ୍ଚଲ୍ୟ କର ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡ ର ଦେଓଘର ଅଞ୍ଚଳ ରେ । ଘଟଣା ସାମନାକୁ ଆସିବା ପରେ ରାଜ୍ୟ ବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ପୀଡ଼ିତା ଙ୍କ ଅଭିଯୋଗ ଓ ପ୍ରାଥମିକ ତଦନ୍ତ ରୁ ଏଥିରେ ୫ଜଣ ଯୁବକ ଙ୍କ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ୨ ଅଭିଯୁକ୍ତ ଙ୍କୁ ଗିରଫ ମଧ୍ୟ କରିଛି ।

ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଅଞ୍ଚଳ ର ଜଣେ ମହିଳା ନିଜ ଝିଅ ସହ ରାସ୍ତା ରେ ଯାଉଥିବା ବେଳେ ୫ ଜଣ ଦୁର୍ବୁତ୍ତ ୨ଟି ବାଇକ ରେ ଆସି ସେମାନଙ୍କୁ ବଳ ପୂର୍ବକ ନିକଟସ୍ଥ ଜଙ୍ଗଲ କୁ ଉଠାଇ ନେଇଥିଲେ । ମହିଳା ଜଣକ ନିସ୍ତୁକ ମାଡ ମାଇବା ସହ ତାଙ୍କ ସମୁଖରେ ତାଙ୍କ ଝିଅ ସହ ଦୁର୍ବୁର୍ତ୍ତ ମାନେ ଦୁଷ୍କର୍ମ କରିଥିଲେ । କଳେବଳେ କୌଶଳେ ମହିଳା ଓ ତାଙ୍କ ଝିଅ ଙ୍କୁ ଉଧାର କାରାଯାଇ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା ।

ବର୍ତ୍ତମାନ ପୀଡ଼ିତା ଙ୍କ ଅବସ୍ଥା ବିପଦ ଜନକ ଥିବା ବେଳେ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ପ୍ରଘଟ ହେବା ପରେ ସମଗ୍ର ରାଜ୍ୟ ରେ ଆଲୋଡନ ସୃଷ୍ଟି ହୋଇଛି । ସ୍ତାହନ୍ୟ ପୋଲିସ ଅଧକ୍ଷକ ଗଣ ମାଧ୍ୟମ କୁ ସୂଚନା ଦେଇ କହିଛନ୍ତି କି ଘଟଣା ର ତ୍ଵରିତ ତଦନ୍ତ କରିଆବା ପାଇଁ ଏକ ସ୍ଵତନ୍ତ୍ର କାରୀ ଟିମ ମଧ୍ୟ ଗଠନ କରା ଯାଇଛି ।

ବହୁତ ଜଲ୍ଦି ଅନ୍ୟ ଅଭିଯୁକ୍ତ ମାନେ ଗିରଫ ହେବେ । ଅନ୍ୟ ପକ୍ଷ ରେ ଡାକ୍ତରୀ ମାଇନା ଶେଷ ହେବା କୁହା ଯାଇଥିବା ସ୍ଥାନୀୟ ଏସ୍ପି ସୂଚନା ଦେଇଛନ୍ତି । ମଣିଷ ନିଜର ମାନବିକତା ଯେବେ ଭୁଲିଯାଏ ସେତେବେଳେ ଏମିତି କାଣ୍ଡ ଘଟାଇବାକୁ ଚିନ୍ତା କରିଥାଏ ତାହା ଏହି ଘଟଣା ରୁ ସ୍ପଷ୍ଟ ହେଉଛି । ତେବେ ସ୍ଥାନୀୟ ପୋଲି ଏହି ମାମଲା ରେ ସଠିକ ଯାଞ୍ଚ କରିବାକୁ ପ୍ରତିଶ୍ରୁତି ଦେଇଛି । ଦେଖାଯାଉ ପୀଡ଼ିତା ଙ୍କୁ କେବେ ନ୍ୟାୟ ମିଳିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *