ଟଙ୍କା ଦେ, ଜାଗା ଦେ, ଟିକେଟ ଦେ ନହଲେ ରେପ୍ କେସ୍ କହି ଏମିତି ଡରାଉଥିଲା Archana Nag…

ମତେ ଯଦି ଘରୁ ବାହାରିବାକୁ କହିବୁ ତେବେ ତୋ ନାଁ ରେ ମୁଁ ରେପ କେସ ଦେବୀ ମୋତେ ଟଙ୍କା ଦେ ନ ହେଲେ ମୁଁ ତୋ ନାଁ ରେ ରେପ କେସ ଦେବି । ମୋତେ ଏ ଟେଣ୍ଡର ଟା ଦେ ନ ହେଲେ ତୋ ନାଁ ରେ ମୁଁ ରେପ କେସ ଦେବି । ମୋତେ ଏଇ ସୁନା ଆଉ ହୀରା ମିଶା ରାଣୀହାର ଆଉ ଜାଗା ଦେ ନ ହେଲେ ତୋ ନାଁ ରେ ମୁଁ ରେପ କେସ ଦେବି । ଏ ଶୁଣ ସେ ହେଉଛି ମୋର ସମ୍ପର୍କୀୟ ନିର୍ବାଚନ ଲଢିବାକୁ ଚାହୁଁଛି ତୁ ଟିକେଟ ଦେ ସେ ନିର୍ବଚନ ଲଢିବ ଆଉ ଯଦି ଟିକେଟ ଦେବୁ ତୋ ନାଁ ରେ ରେପ କେସ ଦେବି ।

ତେବେ ଦର୍ଶକ ବନ୍ଧୁ ରେପ ନା କହି ସମସ୍ତଙ୍କୁ ଡରାଉଥିଲେ ଅର୍ଚ୍ଚନା ନାଗ । ବଡ ବଡ ନେତା ବିଲଡର ଙ୍କୁ ଦେଖି ରେପ ରେପ କହି ଧମକାଉଥିଲେ । ଆଉ ଏମିତି ଖବର ସାମନାକୁ ଆସିବା ପରେ ଲୋକେ କହୁଛନ୍ତି ଅର୍ଚ୍ଚନା ଏମିତି କେତେ ଥର ରେପ ହୋଇଛନ୍ତି କି ? ୨୦୧୮ରେ ଅର୍ଚ୍ଚନା ଖଣ୍ଡଗିରୀ ଥାନା ଅନ୍ତର୍ଗତ ଜଗନାଥ ବିହାର ର ପ୍ରମୋଦ ସ୍ଵାଇଁ ଙ୍କ ଘରେ ଭଡା ରହୁଥିଲେ । ଆଉ ଯେବେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ଯାଇବାକୁ ପାଇଲେ କି ଅର୍ଚ୍ଚନା ଙ୍କ କାମ ଏୟା ସେତେବେଳେ ସେ ଅର୍ଚ୍ଚନା ଙ୍କୁ ଘର ଛାଡିବାକୁ କହିଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟକର କଥା ଅର୍ଚ୍ଚନା ତାଙ୍କୁ ନିଜ ଘରୁ ଓଲଟା ବାହାର କରି ଏଇଥିଲେ । ଆଉ ପ୍ରମୋଦ ସ୍ଵାଇଁ ମାଲିକ ହୋଇ ମଧ୍ୟ ଅର୍ଚ୍ଚନା ଙ୍କ ଭୟରେ ଘରୁ ବାହାରି ଆସିଥିଲେ । ଆଉ ପ୍ରମୋଦ ଙ୍କ ନାଁ ରେ ରେପ କେସ ଦେଇ ଦେବେ ବୋଲି ପ୍ରମୋଦ ଘର ବି ଛାଡି ଦେଇଥିଲେ । ଆଉ ସେତେବେଳେ ପ୍ରମୋସ ଖଣ୍ଡଗିରୀ ପୋଲିସର ସହାୟତା ନେଇ ଅର୍ଚ୍ଚନା ଙ୍କୁ ଘରୁ ବାହାର କରିବାରେ ସକ୍ଷମ ହୋଇଥିଲେ । ଦର୍ଶକ ବନ୍ଧୁ ଏ ହେଉଛଛନ୍ତି ସେହି ଅର୍ଚ୍ଚନା ନାଗ ଯିଏ ସମସ୍ତଙ୍କୁ ରେପ ରେପ କେସ କହି ଧମକାଇ ଥିଲେ ।

ଆଉ ଯିଏ କେହି ବି ପ୍ରତିସ୍ଥିତି ବ୍ୟକ୍ତି ରେପ କେସ କୁ ଭୟ କରିବ । ସେଥିପାଇଁ ଅଜାଡି ଦେଉଥିଲେ ପୁଳା ପୁଳା ଟଙ୍କା ଆଉ ସେହି ଟଙ୍କାରେ ଗାଢା ହୋଇଥିଲା ମିଛ ର ସାମ୍ରାଜ୍ୟ । ଯାହା ଦିନରେ ଭଡା ଲାଗୁଥିଲା ୨୦ ହଜାର ଟଙ୍କା । ସେପଟେ ବ୍ଲାକମେଲର ରାଣୀ ମହୁମାଛି ଅର୍ଚ୍ଚନା କିଭଳି ରେପ ରେପ କହି ଲୋକଙ୍କୁ ଧମକାଉ ଥିଲା ତାହାର ପ୍ରମାଣ ଏବେ ଗୋଟେ ପରେ ଗୋଟେ ସାମ୍ନା କୁ ଆସି ଯାଇଛି ।

ରାଜଧାନୀ ଭୁବନେଶ୍ବର ରେ ରହି ବଡ ଧାରଣର ସେକ୍ସ ରିୟାକେଟ ଚଳାଇଥିଲେ ଏହି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ନିଜ ମାୟା ଜାଲରେ ନେତା, ଅଭିନେତା, ଫିଲ୍ମ ପ୍ରଯୋଜକ ଙ୍କୁ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ଆଉ ଯେଉଁ ମାନଙ୍କର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *