ଜୁନ ମାସର 10 ତାରିଖ ଠାରୁ ରାଜା ଭଳି ଜୀବନ ବଞ୍ଚିବେ କରିବେ ଏହି ୬ ଟି ରାଶିର ବ୍ୟକ୍ତି- Jyotisha Shastra

ବନ୍ଧୁଗଣ, ଜୁନ ୫ ତାରିଖରୁ ରାଜା ଭଳି ଜୀବନ ବିତାଇବାକୁ ଯାଉଛନ୍ତି ଏହି ୫ ଟି ରାଶିର ଲୋକମାନେ । ବନ୍ଧୁଗଣ ଗ୍ରହ ମାନଙ୍କର ସେନାପତି ମଙ୍ଗଳ ଦେବ, ନିଜର ସ୍ଥିତି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବନ୍ଧୁଗଣ ମଙ୍ଗଳ ଗ୍ରହ ବର୍ତ୍ତମାନ ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ।

ଏବଂ ପ୍ରାଏ ଦେଢ ମାସ ପର୍ଯ୍ୟନ୍ତ ସେ ଏହି ରାଶିରେ ବିରାଜମାନ କରିବେ । ବନ୍ଧୁଗଣ ମଙ୍ଗଳ ଗ୍ରହ ସହିତ ବୁଧଦେବ ମଧ୍ୟ ନିଜ ବକ୍ରୀ ରୂପ ଧାରଣ କରିବାକୁ ଯାଉଛନ୍ତି । ବନ୍ଧୁଗଣ ବୁଧଗ୍ରହ ବକ୍ରୀ ରୂପ ଧାରଣ କରି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ବନ୍ଧୁଗଣ ପ୍ରାଏ ୪୮ ଦିନ ପର୍ଯ୍ୟନ୍ତ ବୁଦ୍ଧଦେବ ଏହି ବକ୍ରୀ ସ୍ଥିତି ରେ ସ୍ଥିର ରହିବେ । ଆସନ୍ତୁ ଜାଣିବା ଏହା ଫଳରେ କେଉଁ କେଉଁ ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି ?

ଜୁନ ମାସରେ ବ୍ୟବସାୟ ତଥା ବ୍ୟାପାରରୁ ଶୁଭଫଳ ପ୍ରାପ୍ତ ହେବାକୁ ଯାଉଅଛି । ଆପଣଙ୍କୁ ଆର୍ଥିକ ଜୀବନରେ ଧନସମ୍ବନ୍ଧିତ ମାମଲାରେ ବହୁତ ଲାଭ ମିଳିବାକୁ ଯାଉଅଛି । ଜୁନ ମାସରେ ଭାଗ୍ୟ ଆପଣଙ୍କ ସହିତ ଚାଲିବ । ବନ୍ଧୁଗଣ ଲକଡାଉନ ସମୟରେ ଆପଣଙ୍କ ଚାକିରି କ୍ଷେତ୍ରରେ ଯେଉଁସବୁ ବାଧା ସୃଷ୍ଟି ହେଉଥିଲା ସେ ସବୁ ସମସ୍ୟା ବର୍ତ୍ତମାନ ଆପଣଙ୍କର ସମାପ୍ତ ହେବାକୁ ଯାଉଅଛି । ବନ୍ଧୁଗଣ ଚାକିରି କ୍ଷେତ୍ରକୁ ନେଇ ଚିନ୍ତା କରିବା ଆପଣ ମାନେ ଛାଡି ଦିଅନ୍ତୁ ।

ଏହି ସମୟରେ ଚାକିରି ମିଳିବା ସହିତ ଆପଣଙ୍କ ଦରମା ମଧ୍ୟ ବୃଦ୍ଧି ହେବ । ବନ୍ଧୁଗଣ ଗୁରୁଗ୍ରହ ର ସ୍ଥିତି ଅନୁଯାୟୀ ଜୁନ ମାସରେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଏକ ନୂତନ ଦିଗ ଉତ୍ପନ ହେବାକୁ ଜାଉଅଛି । ଏହା ଆପଣଙ୍କର ସଂପୂର୍ଣ୍ଣ ଜୀବନଶୈଳୀ କୁ ବଦଳାଇ ରଖିଦେବ । ଆପଣଙ୍କୁ ପାରିବାରିକ ସୁଖ ପ୍ରାପ୍ତ ହେବାକୁ ଯାଉଅଛି । ବନ୍ଧୁଗଣ ଆପଣ ମାନଙ୍କୁ ନିଜ କାରିୟର କୁ ଅଧିକ ଉନ୍ନତ ମାନର ବନାଇବା ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ହେବ ।

ବିଦ୍ୟାର୍ଥୀ ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରାପ୍ତ ହେବାକୁ ଯାଉଅଛି । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଅତ୍ୟଧିକ ଅଗ୍ରସର ହେବାକୁ ଯାଉଛନ୍ତି । ବନ୍ଧୁଗଣ ସରକାରୀ ଚାକିରି ସହିତ ଜଡିତ ହୋଇଥିବା ରାଶି ମାନଙ୍କୁ ଏହି ସମୟରେ ଧର୍ଯ୍ୟ ତଥା ସୟମ ରଖିବାକୁ ହେବ । ଶୁକ୍ର ତଥା ଶନି ଗ୍ରହ ଙ୍କ ସ୍ଥିତି ର ଚଳନି ଅନୁଯାୟୀ ସେୟାର ବଜାରରେ ନିବେଶ କରିଲେ, ଅତ୍ୟାଧିକ ଲାଭ ମିଳିବାକୁ ଯାଉଅଛି । ଏହି ମାସରେ କର୍ମ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟର ପ୍ରଶଂସା ହେବାକୁ ଯାଉଅଛି । ବିଦେଶ ରେ ରହୁଥିବା ବ୍ୟକ୍ତି ମାନଙ୍କୁ ଏହି ସମୟରେ ପ୍ରଚୁର ଲାଭ ସହିତ ଶୁଭ ଖବର ମିଳିବାକୁ ଯାଉଅଛି ।

ବୈବାହିକ ଜୀବନ ଅତ୍ୟନ୍ତ ଆନନ୍ଦମୟ ହେବାକୁ ଯାଉଅଛି । ପ୍ରେମ ସମ୍ପର୍କରେ ରହିଥିବା ବ୍ୟକ୍ତି ମାନଙ୍କର ବିବାହର ଯୋଗ ବନୁଅଛି । ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଜାଣିନେବା ସେହି ୬ ଟି ଭାଗ୍ୟଶାଳୀ ରାଶିଙ୍କ ନାମ,- ମେଷ ରାଶି, ଧନୁ ରାଶି, କର୍କଟ ରାଶି, ତୁଳା ରାଶି, ମକର ରାଶି, କନ୍ୟା ରାଶି । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *