ପୁଅ ଚାହୁଁଥିଲେ ନିଶ୍ଚୟ କରନ୍ତୁ ଏହି ଉପାୟ, 100% ଗ୍ୟାରେଣ୍ଟି- Pregnancy Tips

ବନ୍ଧୁଗଣ, ଯଦି ଆପଣ ଆପଣଙ୍କ ପରିବାର କୁ ସଂପୂର୍ଣ୍ଣ କରିବାକୁ ଚାହୁଞ୍ଚନ୍ତି ଅର୍ଥାତ ଆପଣଙ୍କର ଗୋଟିଏ ଝିଅ ସନ୍ତାନ ରହିଅଛି ଆପଣ ଦ୍ଵିତୀୟ ସନ୍ତାନ ଟି ପୁତ୍ର ଜାତ ହେଉ ବୋଲି ଜିଜ୍ଞାସା କରୁଛନ୍ତି, ତେବେ ଆପଣ ଏହି ଉପାୟ ଟି କରନ୍ତୁ । ଏଥିରେ ୧୦୦ ପ୍ରତିଶତ ଆପଣଙ୍କର ପୁତ୍ର ସନ୍ତାନ ଜାତ ହେବ ।

ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ,- ବନ୍ଧୁଗଣ, ଯଦି ଇନଫଟିଲିଟି ର କେଶେସ ଦେଖାଯାଏ ତେବେ ୬ ଟି ପ୍ରସଙ୍ଗ ମଧ୍ୟରୁ ୩ ଟି କେଶେସ ମେଲ ଇନଫଟିଲିଟି ଯୋଗୁଁ ହୋଇଥାଏ । ଏବଂ ଯେତେ ମଧ୍ୟ ମେଲ ଇନଫଟିଲିଟି କେସେସ ଆସିଥାଏ । ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ସ୍ପର୍ମ୍ମ ପ୍ରଡ଼କ୍ଟସନ ହୋଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଯେଉଁ ଉପାୟ କହିବାକୁ ଯାଉଅଛୁ ତାହା ଡାଏଟ ସମ୍ବନ୍ଧୀୟ ଅଟେ ।

ଏବଂ ତାହାକୁ ଅତି ସହଜ ଉପାୟରେ ଆପଣ ଆପଣଙ୍କ ଡାଏଟ କଣ୍ଟ୍ରୋଲ କରି କରିପାରିବେ । ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ପୁଅ ଅଥବା ଝିଅ କନ୍ସିଭ କିଭଳି କରିବେ ? ବନ୍ଧୁଗଣ ପୁତ୍ର କନ୍ସିଭ କରିବା ନିମନ୍ତେ ପୁରୁଷ ର ବାଇ କ୍ରମୋଶନ ମହିଳା ର କ୍ରମୋଶନ ସହିତ ଜଡିତ ହେବା ଆବଶ୍ୟକ । ବନ୍ଧୁଗଣ ପୁରୁଷ ଙ୍କ ଶରୀରର PH ଏବଂ ସ୍ପର୍ମ୍ମ ର ପ୍ରଡ଼କ୍ଟସନ ବହୁତ ଗଭୀର ଭାବେ ରହିଅଛି ।

ବନ୍ଧୁଗଣ ଯଦି PH ୭ ପ୍ରତିଶତ ରୁ ଅଧିକ ରହିଥାଏ, ତେବେ ଅତ୍ୟଧିକ ସୁଯୋଗ ରହିଥାଏ ଉତ୍ତମ ସ୍ପର୍ମ୍ମ ପ୍ରଡ଼କ୍ଟସାନ ପାଇଁ । ବନ୍ଧୁଗଣ ୪ ଟି ପ୍ରେଣ୍ଟେଡ PH କ୍ରାଇଟେରୀୟା ଉପରେ, ସ୍ପର୍ମ୍ମ ର Production, ସ୍ପର୍ମ୍ମ ର Life, ସ୍ପର୍ମ୍ମ ର Activity କୁ observe କରାଯାଇଅଛି ।

ବନ୍ଧୁଗଣ ସେହି ୪ ଟି କ୍ରାଇଟେରିୟା ୫.୨ PH, ୬.୨ PH, ୭.୨ PH, ୮.୨ PH । ବନ୍ଧୁଗଣ ଏହି ୪ PH ଲେବେଲ ରେ ସ୍ପର୍ମ୍ମ ର total mortality, ସ୍ପର୍ମ୍ମ ର progressive mortality ସ୍ପର୍ମ୍ମ ର ଅଣ୍ଡା ଗୁଡିକୁ ସ୍ପେନିଟେଡ କରିକି ତାହା ମଧ୍ୟରେ ପ୍ରବେଶ କରିବାର ଗତିବିଧି କୁ ଟେଷ୍ଟ କରାଗଲା । ବନ୍ଧୁଗଣ ଯଦି କେଉଁ କାରଣ ବଶତ ସ୍ପର୍ମ୍ମ ହେଉନାହିଁ ତେବେ ଆପଣ  ଆଲ୍କାଲାଇନ ଫୁଡ ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଏହା ଖାଇବା ଦ୍ଵାରା ପ୍ରଚୁର ମାତ୍ରାରେ ଭିଟାମିନ ସହିତ ମିନେରାଲ ମଧ୍ୟ ମିଳିଥାଏ ।

ବନ୍ଧୁଗଣ ଯଦି ପୁତ୍ର ସନ୍ତାନ କନ୍ସିଭ କରିବାର ଅଛି ତେବେ ସେଥିପାଇଁ “Y” କ୍ରମୋଶନ ର ଆବଶ୍ୟକତା ରହିଅଛି । ବନ୍ଧୁଗଣ ଯଦି ଆପଣଙ୍କୁ ପୁତ୍ର ସନ୍ତାନ ଆବଶ୍ୟକ ଅଛି ତେବେ ପୁରୁଷ ମାନଙ୍କୁ ଆଲ୍କାଲାଇନ ଫୁଡ ଖାଇବା ନିହାତି ଆବଶ୍ୟକ । ଉଦାହରଣ ସ୍ୱରୂପ,- ସବୁ ପ୍ରକାର ଡାଲି କୁ ଆମ୍ଭେ ଆଲ୍କାଲାଇନ ଫୁଡ କହିଥାଉ ଅଥବା ଏହା ଆଲ୍କାଲାଇନ ଫୁଡ ର ଅନ୍ତର୍ଭୂର୍କ୍ତ ଅଟେ ।

ଏହା ସହିତ ନାନା ପ୍ରକାରର ଫଳମୂଳ ଯାହା ଆପଣ ଖାଇ ପାରନ୍ତି ସେ ସବୁକୁ ଖାଆନ୍ତୁ । ଏଥିରୁ ପ୍ରଚୁର ପରିମାଣରେ ପ୍ରୋଟିନ ମିଳିଥାଏ । ବନ୍ଧୁଗଣ ଏହା ସହିତ ମାଛ ନିଶ୍ଚିତ ଖାଆନ୍ତୁ । ଆପଣ ପିସ୍ତା ବାଦାମ ମଧ୍ୟ ଖାଇ ପାରିବେ । ତରଭୁଜ, ଲେମ୍ବୁ, ବିଲାତି, ଖରଭୁଜ ଇତ୍ୟାଦି ଆଲ୍କାଲାଇନ ଫୁଡ ହୋଇଥାଏ, ଏଗୁଡ଼ିକୁ ମଧ୍ୟ ଆପଣ ଖାଇ ପାରିବେ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଯଦି ଭଲ ଲାଗିଥାଏ ତେବେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *