ଜ୍ୱୋର କାହିଁକି ହୋଇଥାଏ ? ଯଦି ହେଲା ଭଲ କିପରି ହେବ ? Health Tips

ବନ୍ଧୁଗଣ, ଆମ ଶରୀରର ତାପମାତ୍ରା ସାମାନ୍ୟ ତାପମାତ୍ରା ଠାରୁ ଅଧିକ ହେଲେ ଆପଣଙ୍କୁ ଜ୍ଵର ହୋଇଛି ବୋଲି ଜାଣି ନିଅନ୍ତୁ । ବନ୍ଧୁଗଣ ଏହା ଏକ ଏଭଳି ସାମାନ୍ୟ ରୋଗ ଅଟେ ଯାହା ଛୋଟବଡ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ବନ୍ଧୁଗଣ ଆମ ଶରୀରର ସାମାନ୍ୟ ତାପମାତ୍ରା ୯୮.୪ ଡିଗ୍ରୀ ଫେରେନାଇଟ ଠାରୁ ଆରମ୍ଭ କରି ୯୯.୫୦ ଡିଗ୍ରୀ ଫେରେନାଇଟ ତଥା ୩୬.୯୦ ର ସେଣ୍ଟିଗ୍ରେଟ ଠାରୁ ଆରମ୍ଭ କରି

୩୭.୫୦ ସେଣ୍ଟିଗ୍ରେଟ ପର୍ଯ୍ୟନ୍ତ ମିଳିଥାଏ । ବନ୍ଧୁଗଣ ଏହି ତାପମାନ ନ୍ୟୁନତ୍ତନ ରୂପରେ ପରିବର୍ତ୍ତନ ହୋଇଥାଏ । ବନ୍ଧୁଗଣ ଶରୀରର ସବୁଠାରୁ କମ ତାପମାନ ରାତି ୧.୩୦ ଠାରୁ ଆରମ୍ଭ କରି ସକାଳ ୭ ଟା ପର୍ଯ୍ୟନ୍ତ ଏବଂ ସବୁଠାରୁ ଅଧିକ ତାପମାନ ସନ୍ଧ୍ୟା ୪ ଟା ଠାରୁ ଆରମ୍ଭ କରି ରାତି ୯ ଟା ପର୍ଯ୍ୟନ୍ତ ରହିଥାଏ ।

ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ଜ୍ଵର ହେବାର ଲକ୍ଷଣ କଣ ଦେଖା ଦେଇଥାଏ ? ବନ୍ଧୁଗଣ ସାଧାରଣ ପ୍ରାରମ୍ଭିକ ସ୍ତରରେ ଅଳ୍ପ ଶିଙ୍ଗାରଣ, ମୁଣ୍ଡ ବିନ୍ଧା, ଶରୀରର ଅନ୍ୟ ଅଙ୍ଗରେ କଷ୍ଟ ଅଥବା ବ୍ୟଥା ହେବା, ଶୋଷ ଲାଗିବା, ଏହା ବ୍ୟତୀତ ପରିସ୍ରା କମ ହୋଇଯାଏ ଏବଂ ଶ୍ଵାସକ୍ରିୟା ବଢିଯାଏ । ଏହାପରେ ଶେଷରେ ଜ୍ଵର ଛାଡିବା ପରେ ବହୁତ ଅଧିକ ଝାଳ ବୋହିଥାଏ । ଜ୍ଵର ହେଲେ ଅସ୍ଵସ୍ଥ ମାନେ ହୋଇଥାଏ । ଅଧିକ ଜ୍ଵର ହେଲେ ଆପଣଙ୍କୁ ସନିପାତ ହୋଇପାରେ ।

ବନ୍ଧୁଗଣ ଶରୀରର ତାପମାତ୍ରା ଯଦି ୧୦୬ ଡିଗ୍ରୀ ଫରେନାଇଟ ପର୍ଯ୍ୟନ୍ତ ପହଞ୍ଚିଯାଏ ତେବେ, ଏହି ସ୍ଥିତିଟିକୁ ହାଇପର ପାଇରେକ୍ଶିଆ ଅଥବା ଉଚ୍ଚ ଜ୍ଵର ନାମରେ ଜଣାଯାଏ । ବନ୍ଧୁଗଣ ଏହି ସ୍ଥିତି ବିପଦର ସଙ୍କେତ ଦେଇଥାଏ । ବନ୍ଧୁଗଣ ଯଦି ତାପମାନ ୧୦୭ ଡିଗ୍ରୀ ଫେରେନାଇଟ ଠାରୁ ଉପରକୁ ଯାଇଥାଏ ଏବଂ କିଛି ସମୟ ପର୍ଯ୍ୟନ୍ତ ସେତିକି ମାତ୍ରା ରେ ସ୍ଥିର ରହିଥାଏ ତେବେ ଜୀବନ ଚାଲିଯିବା ର ଅଧିକ ସମ୍ଭାବନା ଥାଏ ।

ବନ୍ଧୁଗଣ ସଂକ୍ରମଣ ସହିତ ଶରୀର ଲଢୁଥିଲେ ଜ୍ଵର ତାହାର ଲକ୍ଷଣ ହୋଇଥାଏ । ଅନେକ ରୋଗର ଲକ୍ଷଣ ମଧ୍ୟରୁ ଏହା ଗୋଟିଏ ଅଟେ । ବନ୍ଧୁଗଣ ପ୍ରତ୍ୟକ ଜ୍ଵରର ଗୋଟିଏ ବାସ୍ଥବିକ କାରଣ ରହିଅଛି । ଖାଦ୍ୟପେୟ ଖାଇବାରେ ଭୁଲ ଅଭ୍ୟାସ ତଥା ଭୁଲ ଜୀବନଶୈଳୀ କାରଣରୁ ଶରୀରରେ ଦୂଷିତ ପଦାର୍ଥ ଜମା ହେବାକୁ ଲାଗିଥାଏ । ଏହି ଦୂଷିତ ପଦାର୍ଥ ଠାରୁ ମୁକ୍ତି ପାଇବା ନିମନ୍ତେ ଶରୀର ନିଜ ମଧ୍ୟରେ ଏକ ପ୍ରାକୃତିକ ପ୍ରୟାସ କରିଥାଏ । ବନ୍ଧୁଗଣ ଆପଣ ବର୍ତ୍ତମାନ ବୁଝି ସାରିଥିବେ ଜ୍ଵର କାହିଁକି ହୁଏ । ଶରୀର କରୁଥିବା ପ୍ରାକୃତିକ ପ୍ରକ୍ରିୟା ରେ ମେଡିସିନ ର ଖାଇବା ଦ୍ଵାରା ସେହି ଦୂଷିତ ପଦାର୍ଥ ଶରୀର ଭିତରେ ରହିଯାଇଥାଏ ।

ଯେଉଁ କାରଣରୁ ଜ୍ଵର ଉତ୍ତପନ୍ନ ହୋଇଥାଏ । ବନ୍ଧୁଗଣ ଯଦି ପ୍ରାକୃତିକ ଭାବେ ଜ୍ଵର ହୋଇଅଛି ଯେଉଁଥିରେ ଅନ୍ୟ କୌଣସି ମଧ୍ୟ ଜଟିଳତା ନାହିଁ । ତେବେ ଏହା ୨ ରୁ ୩ ଦିଅ ମଧ୍ୟରେ ଭଲ ହୋଇଯାଇଥାଏ । ବନ୍ଧୁଗଣ ଏଥିରୁ ସୁସ୍ଥ ହେବାର ଉପାୟଟି ହେଉଛି କମଳା ରସ କୁ ଗରମ ପାଣିରେ ମିଶାଇ ପିଅନ୍ତୁ ଏହା ଫଳରେ ଶରୀରରେ ଶକ୍ତି ବଢିବ ତଥା ପରିସ୍ରା ର ମାତ୍ରା କୁ ବଢାଇବା ସହିତ ଆପଣଙ୍କୁ ହୋଇଥିବା ଜ୍ଵର ମଧ୍ୟ ସଠିକ ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *