ଶାଶୁ ଙ୍କ ପ୍ରେମରେ ପାଗଳ ଏହି ବ୍ୟକ୍ତି, କରି ବସିଲେ କିଛି ଏମିତି କି ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ, ବଡଭାଇ ବିବାହ କରି ଘରକୁ ବୋହୁ ଟିଏ ଆଣିଲେ, ସାନ ଭାଇ ଜଣକ ବଡଭାଇ ର ସ୍ତ୍ରୀ କୁ ଭାଉଜ ଡାକିଥାଏ । ବନ୍ଧୁଗଣ ସମସ୍ତ ଙ୍କ ଘରେ ପ୍ରାଏ ଭାଉଜ ତଥା ଦିଅର ମାନଙ୍କ ମଧ୍ୟରେ ଥଟା ମଜା ହୋଇଥାଏ ।

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏକ ଏଭଳି ଘ-ଟ-ଣା ସ-ମ୍ବ-ନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ପୂର୍ବରୁ ଶୁଣି ନଥିବେ କି ଜାଣି ନଥିବେ । ବନ୍ଧୁଗଣ ଏହି ଘ-ଟ-ଣା ଟି ଉତ୍ତର ପ୍ରଦେଶ ର ଅଟେ । ଗୋଟିଏ ଘର ର ଦୁଇ ପୁଅ । ବଡ ଭାଇଟିର ବିବାହ ହେଲା । ଘରକୁ ବୋଧୂଟିଏ ଆସିଲା । ସାନ ଭାଇ ଜଣକ ଥଟା କରି ନିଜ ଭାଉଜ ଙ୍କୁ କହିଲା,- ଭାଉଜ ତୁମର କିଏ ସାନ ଭଉଣୀ ଅଛନ୍ତି କି ଯାହା ସହିତ ମୁ ଥଟା ମଜା କରି ପାରିବି । ଭାଉଜ କହିଲେ ନା ମୋର କେହି ଭଉଣୀ ନାହାଁନ୍ତି । ବନ୍ଧୁଗଣ ସାନଭାଇ ଜଣକ କିଛି ଦିନପରେ ବଡଭାଇର ଶାଶୁଘରକୁ ଗଲା ।

ଥରେ ଗଲା ୨ ଥର ଗଲା ଏବଂ ବାରମ୍ବାର ଯିବାକୁ ଲାଗିଲା । ବନ୍ଧୁଗଣ ଆପଣଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଆସୁଥିବ କଣ ପାଇଁ ସାନଭାଇ ଜଣକ ବାରମ୍ବାର ବଡଭାଇର ଶାଶୁ ଘରକୁ ଯାଉଥାଏ ? ଆଜ୍ଞା କଥାଟି ରହିଛି ବଡଭାଇ ଙ୍କ ଶାଶୁ ପାଖରେ । ସାନ ଭାଇଙ୍କୁ ବଡ ଭାଇ ଙ୍କ ଶାଶୁ ଙ୍କ ସହିତ ପ୍ରେମ ହୋଇଗଲା । ବନ୍ଧୁଗଣ ଏହି ଘ-ଟ-ଣା ଟି ହେଉଛି ଉତ୍ତର ପ୍ରଦେଶ ର ବୀରପୁର ଅଞ୍ଚଳର ।

ବନ୍ଧୁଗଣ ମା ବୟସର ମହିଳା ସହିତ ଯୁବକଙ୍କ ପ୍ରେମ ହୋଇଗଲା । ଏହି କଥା ସବୁଆଡେ ବ୍ୟା-ପି-ବା-କୁ ଲାଗିଲା । ସାହି ପଡିଶା ଛି ଛି କଲେ । ବନ୍ଧୁଗଣ ସାନଭାଇ ଜଣଙ୍କ ବଡ ଭାଇ ଙ୍କ ଶାଶୁଙ୍କ ପ୍ରେମରେ ଏତେ ଅନ୍ଧ ଯେ, ସେ ଶାଶୁଙ୍କୁ ଉଠାଇ ନିଜ ଘରକୁ ନେଇ ଆସିଲା । ଏହାପରେ ବଡଭାଇ ଡ-ରି-ଯା-ଇ ପୋ-ଲି-ସ କୁ ଜଣାଇଥିଲେ । ପୋ-ଲି-ସ ଆସି ଶାଶୁ ଙ୍କୁ ବୁଝାଇଥିଲା ଏହାପରେ ଶାଶୁ ନିଜ ଘରକୁ ଫେରି ଯାଇଥିଲେ ।

ମାତ୍ର ତାର ପରଦିନ ରାତିରେ ପୁଣି ଥରେ ସାନ ଭାଇ ଯାଇ ଶାଶୁ ଙ୍କୁ ଘରକୁ ନେଇ ଆସିଲା । ଏହାପରେ ପୁଣିଥରେ ପୋ-ଲି-ସ ଆସି ତାଗିତ କରିଥିଲେ କହିଲେ ତମେ ଯାହା କରୁଛ ତାହା ସଂପୂର୍ଣ୍ଣ ଭୁଲ ଅଟେ । ଆମ୍ଭେ ତୁମ୍ଭକୁ ଦ-ଣ୍ଡ ଦେବାକୁ ଚାହୁଁନୁ । ମାତ୍ର ଯାହା ଭୁଲ କରିଛ ତାକୁ ସଂ-ଶୋ-ଧ-ନ କରିନିଅ । କିନ୍ତୁ ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରେମ ଅନ୍ଧ ଅଟେ । ତାକୁ ସଂ-ଶୋ-ଧ-ନ ବା କିଏ କରିବ ।

ବନ୍ଧୁଗଣ ଶାଶୁ ଏବଂ ସାନପୁଅ ଜଣକ ଆ-ଇ-ନ ର ଆଶ୍ରୟ ନେଇ କୋ-ର୍ଟ ରେ ଅପିଲ କରିଲେ ଏହି ପ୍ରେମ ସଂ-ପ-ର୍କ-କୁ ନେଇ ବନ୍ଧୁଗଣ କୋ-ର୍ଟ ମଧ୍ୟ ଅନୁମତି ଦେଇଥିଲା କାରଣ ପୁଅ ର ଇଛା ଏବଂ ଝିଅ ର ଇଛା ମଧ୍ୟ ଅଛି । ଉଭୟଙ୍କ ଇଛାକୁ ଆଖି ଆଗରେ ରଖି ଉତ୍ତର ପ୍ରଦେଶ ର ହାଇକୋ-ର୍ଟ ମଧ୍ୟ ଅନୁମତି ଦେଲା ସଂ-ପ-ର୍କ-କୁ ଆ-ଇ-ନ ଦୃଷ୍ଟିରୁ ଆଗକୁ ନେବା ପାଇଁ । ମାତ୍ର ଏହା କେତେ ଦୂରେ ସଠିକ ? ବନ୍ଧୁଗଣ ଏହି ଘ-ଟ-ଣାକୁ ନେଇ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *