ହେ ଭଗବାନ ! Bollywoodରୁ ଆସିଲା ପୁଣି ଏକ ଦୁଃଖର ଖବର, ଏହି ଦିଗଜ୍ଜ Actorଙ୍କର ହେଲା ପରଲୋକ, ଶୋକରେ ସାରା ବଲିଉଡ

ବନ୍ଧୁଗଣ, ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରକ୍ଷାତ କଳାକାର “ଦିଲ୍ଲୀପ କୁମାର” ଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ । ବନ୍ଧୁଗଣ ହଟାତ “ଦିଲ୍ଲୀପ କୁମାର” ଙ୍କ ନିଶ୍ଵାସ ପ୍ରଶ୍ଵାସ ନେବା ସମୟରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ମୁମ୍ବାଇ ର ହିନ୍ଦୁଜା ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ।

ବନ୍ଧୁଗଣ ବରିଷ୍ଠ ଡାକ୍ତର ମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ କରୁଥିଲେ । ବନ୍ଧୁଗଣ ଆଜି ସକାଳ ୭.୩୦ ରେ ତାଙ୍କର ପରଲୋକ ହୋଇ ଯାଇଅଛି । ବନ୍ଧୁଗଣ ଅଭିନେତା “ଦିଲ୍ଲୀପ କୁମାର”ଙ୍କର ବଲିଉଡ ରେ ଏକ ସ୍ଵତନ୍ତ୍ର ପରିଚୟ ରହିଥିଲା । ବନ୍ଧୁଗଣ କୁହାଯାଏ “ଦିଲ୍ଲୀପ କୁମାର” ଙ୍କର ଏଣ୍ଟ୍ରି ପରେ ପରଦା ଉପରେ ଅଭିନୟ ର ପରିଭାଷା ବଦଳି ଯାଇଥିଲା । ବନ୍ଧୁଗଣ ଫିଲ୍ମ ମେକର “ସତ୍ୟଜିତ ରାୟ” “ଦିଲ୍ଲୀପ କୁମାର” ଙ୍କୁ କହିଥିଲେ “ଦ ଅଲ୍ଟିମେଟ ମେଥର୍ଡ ଆକ୍ଟର” ।

ବନ୍ଧୁଗଣ ହିନ୍ଦୀ ଚଳଚ୍ଚିତ୍ର ଜଗତର ଆଗଧାଡିରେ ସେ ଥିଲେ ପ୍ରଖ୍ୟାତ ଅଭିନେତା । ବନ୍ଧୁଗଣ ଆମ୍ଭକୁ ଅତି ଦୁଖ ପ୍ରକାଶ କରି କହିବାକୁ ହେଉଛି ଯେ, ପ୍ରସିଦ୍ଧ ଅଭିନେତା “ଦିଲ୍ଲୀପ କୁମାର” ଙ୍କ ପରଲୋକ ହୋଇଅଛି । ବନ୍ଧୁଗଣ ସୂଚନା ଯୋଗ୍ୟ ଯେ ଦୀର୍ଘ ଦିନ ଧରି ଦିଲ୍ଲୀପ କୁମାର ଅସୁସ୍ଥ ରହିଥିଲେ । ତାଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହୋଇଥିଲା ।

ପରେ ହିନ୍ଦୁଜା ହସ୍ପିଟାଲ ରେ ଚିକିତ୍ସ୍ୟାଧଇଁ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ବନ୍ଧୁଗଣ “ଦିଲ୍ଲୀପ କୁମାର” ଙ୍କ ଜ-ନ୍ମ ୧୧ ଡିସେମ୍ବର,୧୯୨୨ ରେ ପାକିସ୍ଥାନ ରେ ହୋଇଥିଲା । ବନ୍ଧୁଗଣ ତାଙ୍କ ବାପା ପରେ ମୁମ୍ବାଇ ଆସିଯିବାରୁ ମୁମ୍ବାଇ ରେ କଟିଥିଲା ତାଙ୍କ ଜୀବନ । ବନ୍ଧୁଗଣ ତାଙ୍କର ପ୍ରକୃତ ନାମ “ୟୁସୁଫ ଖାନ” ଅଟେ । ବନ୍ଧୁଗଣ ସେ ତାଙ୍କ ବନ୍ଧୁଙ୍କ ସହିତ ବମ୍ବେ ଟକ୍କୀସ ରେ ପହଞ୍ଚିଥିଲେ ।

ସେଠାରେ ତାଙ୍କର ନଜର ପଡିଥିଲା ସେତେବେଳର ପ୍ରସିଦ୍ଧ ହିରୋଇନ “ଦେବିକା ରାଣୀ” ଙ୍କ ଉପରେ । ଏହାପରେ ୟୁସୁଫ ଙ୍କୁ ଜର୍ବଦା ରେ ବ୍ରେକ ଦେଇଥିଲେ । ଏବଂ ଫିଲ୍ମ ଲାଇନ ରେ ତାଙ୍କର ଏକ ନୂତନ ନାମ “ଦିଲ୍ଲୀପ କୁମାର” ଦେଇଥିଲେ । ଏହାପରେ ସେ ନିଜର ଅଭିନୟ ଜରିଆରେ ପ୍ରସିଦ୍ଧ ହୋଇଚାଲିଲେ । ତାଙ୍କୁ ପ୍ରଚୁର ଖ୍ୟାତି ଏବଂ ସନ୍ନମାନ ମିଳିଥିଲା ।

ମାତ୍ର ସଂପୂର୍ଣ୍ଣ ସଫଳତା ନିମନ୍ତେ ଦିଲ୍ଲୀପ ଙ୍କୁ କିଛି ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ୧୯୪୮ ରେ ତାଙ୍କୁ ସଫଳତା ମିଳିଥିଲା । ଏହାପରେ ରାଜ କପୁର ଙ୍କ ସହିତ ଚଳଚିତ୍ର କରି ସେ ପ୍ରସିଦ୍ଧ ହେଲେ । ବନ୍ଧୁଗଣ ୧୯୫୫ ର ସୁପରହିଟ ଚଳଚିତ୍ର ଦେବଦାସ ପରେ ତାଙ୍କୁ ଲୋକେ ଟ୍ରାଜେଡି କିଂ ଭାବରେ ଜାଣିବାକୁ ଲାଗିଲେ । ମାତ୍ର ବର୍ତ୍ତମାନ ତାଙ୍କୁ ୯୮ ବୟସ ହୋଇଥିବା ସମୟରେ ତାଙ୍କର ବିୟୋଗ ଘଟିଛି ।

Leave a Reply

Your email address will not be published. Required fields are marked *