କାଲୀ ଠାରୁ ସମାପ୍ତ ହବାକୁ ଯାଉଛି ଶନି ସାଢେଷାତିଏହି ୫ଟି ରାଶିଙ୍କୁ ମିଳିବ ଅପାର ଖୁସି… ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ

ଭଗବାନ ଶନିଦେବ ନ୍ୟାୟ ଦେବତା ଅଟନ୍ତି, ସେ କେବା ଅନ୍ୟାୟ ସାହି ପାରନ୍ତି ନାହିଁ ନା କେବେ କାହା ଅହଂକାର ଦେଖି ପାରନ୍ତି ତେବେ ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଭଗବାନ ଶନି ଦେବ ବହୁତ ରାଗି ସ୍ଵଭାବର ବ୍ୟକ୍ତି ଅଟନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଭଗବାନ ଶନିଦେବ ଏକମାତ୍ର ଏମିତି ଦେବତା ଅଟନ୍ତି ଯିଏ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ତାକୁ ତୁରନ୍ତ ଆଶୀର୍ବାଦ ଦିଅନ୍ତି ଆଉ ଯାହା ଉପରେ ରାଗ ଅଭିମାନ ଥାଏ ତାକୁ ଦଣ୍ଡ ମଧ୍ୟ ଦିଅନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଲୋକଙ୍କ ଜାତକରେ ଶନି ଭୁଲ ଜାଗାରେ ବିରାଜମାନ ହୋଇଥାନ୍ତି,

ତାଙ୍କ ଭଲ କାମ ମଧ୍ୟ ଖରାପ ହୋଇଥାଏ, ଏହା ଛଡା କିଛି ରାଶିଙ୍କ ଜୀବନରେ କେବଳ ଦୁଃଖ ହିଁ ଦୁଃଖ ଆସିଥାଏ କିନ୍ତୁ ଯାହା ଜାତକରେ ଶନି ଦେବ ଭଲ ସ୍ଥାନରେ ବିରାଜମାନ ହୋଇଥାନ୍ତି ତାଙ୍କ ଜୀବନରେ ଯେତେ ବଡ ଅସୁବିଧା ଆସିଲେ ମଧ୍ୟ ତାଙ୍କୁ କିଛି ଅସୁବିଧା ହୋଇନଥାଏ ଶନି ଦେବଙ୍କ କୃପାରୁ ତାଙ୍କୁ ସବୁ କିଛି ମିଳିଥାଏ ।

ଧନୁ ରାଶି :

ଏହି ରାଶି ଲୋକଙ୍କ ଉପରେ ଶନୀଙ୍କ ସାଢେ ଷାତି ଚାଲୁଥିଲା କିନ୍ତୁ ବର୍ତମାନ ସମାପ୍ତ ହୋଇଯାଇଛି ଯାହା ଦ୍ଵାରା ଆପଣଙ୍କ ଜୀବନରେ ବର୍ତମାନ ବହୁତ ଖୁସି ସମୟ ଆସିବାକୁ ଯାଉଛି ଯାହା ପାଇଁ ବହୁତ ସମୟ ଧରି ଆପଣ ଅପେକ୍ଷା କରିଥିଲେ । ବହୁତ ଶୀଘ୍ର ଆପଣଙ୍କୁ ନିଜ ଇଛା ଅନୁଯାଇ ଚାକିରି ମିଳିବ ଔ ଆପଣ ବହୁତ ଉପରକୁ ଉଠିବେ ।

ମକର ରାଶି :

ଏବେ ଖୁସିର ସମୟ ଆସିଗଲାଣି । ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାରୁ ତଥା ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହକ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ ।

ମିଥୁନ ରାଶି :

ଆସନ୍ତା ସମୟ ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । ଶରୀରରେ ଫୁର୍ତ୍ତିର ଅଭାବ ରହିପାରେ । କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଂଗରେ ଆପଣଙ୍କ ଉପସ୍ଥିତି ରହିବ । ତୀର୍ଥ ଯାତ୍ରା କରିପାରନ୍ତି ।

ତୁଳା ରାଶି :

ବ୍ୟାବହାରିକ ଅବସରରେ ବାହରକୁ ଯାତ୍ରା କରିବେ । ବିଦେଶରୁ ଭଲ ସମାଚାର ଆସିବ | ଆପଣ କିଛି ଅଧିକ ସମ୍ବେଦନଶୀଳତା ହୋଇପାରନ୍ତି । ପାଣିକୁ ସମ୍ଭାଳି କରି ରୁହନ୍ତୁ । ସମୟାନୁସାରେ ଭୋଜନର ବ୍ୟବସ୍ଥା ହୋଇନପାରେ ।

ମେଷ ରାଶି :

ଆସନ୍ତା ସମୟ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ । କିଛି ଦିନ ପୂର୍ବରୁ ମାନସିକ ଚ଼ିନ୍ତା ଯୋଗୁଁ ଆପଣ କିଛି ଭଲ ଅନୁଭବ କରୁନଥିଲେ କିନ୍ତୁ ଆଜି ଆପଣଙ୍କର ସବୁ ଚ଼ିନ୍ତା ଦୁର ହୋଇଯାଇଛି । ଶୁଭ କିମ୍ବା ଧାର୍ମିକ ମୁହୂର୍ତ୍ତରେ ଯାତ୍ରାର ଆୟୋଜନ ହେବ । ଭାଇ-ବନ୍ଧୁମାନଙ୍କ ସହିତ ସୌହାର୍ଦ୍ୟ ପୂର୍ଣ୍ଣ ବାତାବରଣରେ ଘରୋଇ ପ୍ରଶ୍ନର ଚର୍ଚ୍ଚା ହେବ । ନ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ ।

ବିଛା ରାଶି :

ଆପଣ ଆଶାକରିଥିବା ଛୋଟ ଧରଣର ଯାତ୍ରାପାଇଁ ଆପଣ କୁଆଡେ ଯାଇପାରନ୍ତି । ଏହିଭଳି ଭଲ ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ନିଜର କାର୍ଯ୍ୟ ଜନିତ ହେଉ କିମ୍ବା ବ୍ୟକ୍ତିଗତ ସୁଖ ପାଇଁ ହେଉ ଏହିଯାତ୍ରା ପଛରେ କିଛି ମହତ୍ତ୍ୱ ରହିଛି ।

କୁମ୍ଭ ରାଶି :

କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ ।

Leave a Reply

Your email address will not be published. Required fields are marked *