କାଉ କରିଦେବ ଧନୀ, ଜାଣନ୍ତୁ କାଉର ଗୂଢ ରହସ୍ୟ- Vastu Tips

କାଉ ଏକ ଏମିତିକା ପକ୍ଷୀ ଯାହା ସବୁ ପ୍ରକାର ଖାଦ୍ୟ ଖାଇଥାଏ ଆଉ ଜୀବନରେ ବହୁତ୍ ପରିଶ୍ରମ ମଧ୍ୟ କରିଥାଏ । ଶାସ୍ତ୍ରରେ କାଉ ବିଷୟରେ ବହୁତ୍ କଥା କୁହା ଯାଇଛି, ଶାସ୍ତ୍ର ଅନୁଯାଇ ଯାହା ଘର ଉପରେ କାଉ ବା ଯାହାକୁ ଆମେ ଡାମେରା କାଉ କହିଥାଉ ସେ ରାବି ଥାଏ ତେବେ ଘରେ କେହି ଅତିଥି ଆସିବାର ଆଶଂକା ରହିଥାଏ ଯଦି କେହି ବିଦେଶରେ ରହୁଛନ୍ତି ତେବେ ତାଙ୍କର ଆସିବାର ମଧ୍ୟ ସମ୍ଭାବନା ରହିଥାଏ । ଆସନ୍ତା ସମୟ ଆପଣଙ୍କ କେମିତି ରହିବ ତାହା ମଧ୍ୟ କାଉ ଦ୍ୱାରା ଜଣା ପଡ଼ିଥାଏ, ତେବେ ଆସନ୍ତୁ ଶାସ୍ତ୍ରରେ କଣ କୁହା ଯାଇଛି କାଉ ବିଷୟରେ ।

୧- ଯଦି ଆପଣ ସ୍ୱପ୍ନରେ କାଉକୁ ଦେଖନ୍ତି ତେବେ ଏହା ବହୁତ୍ ଅଶୁଭ ସୂଚକ ହୋଇଥାଏ, ଯଦି ଆପଣ କିଛି କାର୍ଯ୍ୟ କରିବାକୁ ଇଛା କରନ୍ତି ତେବେ କିଛି ଦିନ ପାଇଁ ତାକୁ ବନ୍ଦ କରନ୍ତୁ ।

୨- ଯଦି ଆପଣ କାଉକୁ ମୁଣ୍ଡ କୁଣ୍ଡାଇବାର ଦେଖନ୍ତି ତେବେ ଆପଣଙ୍କ ସବୁ କାର୍ଯ୍ୟ ସିଦ୍ଧି ହବ, ଆପଣଙ୍କୁ ନୁଆ କାର୍ଯ୍ୟରେ ମଧ୍ୟ ସଫଳତା ପ୍ରାପ୍ତି ହବ ।

୩- ଯଦି ଆପଣ କାଉକୁ ଥଣ୍ଟ ରେ କିଛି ଖାଦ୍ୟ ରଖିବାର ଦେଖନ୍ତି ବା କାଉ ଯଦି ଖାଦ୍ୟ ନେଇକି ଯିବା ପାଇଁ ଆପଣ ଦେଖନ୍ତି ତେବେ ଏହା ବହୁତ୍ ଶୁଭ ସଙ୍କେତ ହୋଇଥାଏ ଆପଣଙ୍କୁ ଆର୍ଥିକ ଭାବରେ ବହୁତ୍ ସଫଳତା ମିଳିଥାଏ, ଆପଣଙ୍କ ଜୀବନରେ ଧନ ଆଉ ଖାଦ୍ୟ ପାଇଁ କେବେ ଅସୁବିଧା ହବ ନାହିଁ ।

୪- ଯଦି ଆପଣ କାଉକୁ ନିଜ ଥଣ୍ଟ ରେ କିଛି ଫୁଲ ବା ପତ୍ର ଧରିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣ ନିଜ ଜୀବନରେ ଯାହା କରୁଛନ୍ତି ତା ଶୁଭ ଫଳ ଆପଣଙ୍କୁ ପ୍ରାପ୍ତ ହବ । ଆପଣ ଯେଉଁ କାମ ପାଇଁ ବହୁତ୍ ଆଶାବାଦୀ ଅଛନ୍ତି ତାହା ବହୁତ୍ ଶିଘ୍ର ପୂର୍ଣ୍ଣ ହବାକୁ ଯାଇଛି । ଆପଣ ନିଜ କାର୍ଯ୍ୟରେ ସଫଳତା ନିଶ୍ଚିନ୍ତ ପାଇବେ ଆପଣଙ୍କୁ କେବଳ ଆସା ଛାଡିବା ଉଚିତ୍ ନୁହଁ ।

୫- ଯଦି ଆପଣ କେବେ ଶୁଖିଲା କାଠ ଉପରେ କାଉକୁ ବସିବାର ଦେଖନ୍ତି ତେବେ ଏହା ବହୁତ୍ ଅଶୁଭ ସଂକେତ ହୋଇଥାଏ, ଆପଣଙ୍କ ଘର ବା ଆପଣଙ୍କୁ ରୋଗ ହୋଇଥାଏ । ଏହା ଛଡ଼ା ଥାନା ଫାଣ୍ଡି କେଶ ମୁକଦମା ଭଳି ସ୍ଥିତି ମଧ୍ୟ ଆସିଥାଏ ।

୬- ଯଦି ଆପଣ କାଉକୁ କୋଇଲା ଅଙ୍ଗାର ବା ପୋଡ଼ା କାଠ ଉପରେ ବସିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରେ କାହାର ଅନ୍ତିମ ସମୟ ଆସି ଯାଇଛି ଆଉ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *