Exclusive: କାହା କଥା ମନେପକେଇ ଏମିତି କଇଁ କଇଁ ହୋଇ କାନ୍ଦି ପକେଇଲେ ନୂଆବୋହୂ Prerana ? ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ଓଡିଆ ଅଭିନେତା ଅଶ୍ଵିନୀ ଓ ଆଙ୍କର ପ୍ରେରଣା ଙ୍କ ବାହାଘର ବୈଦିକ ରୀତିନୀତି ଅନୁଯାୟୀ ଶେଷ ହୋଇଛି । ଦୁହିଙ୍କ ବାହାଘର ଖୁବ ଜାକଜକମରେ ହୋଇଛି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଫ୍ୟାନ୍ସ ମାନେ ମଧ୍ୟ ବେସ ଖୁସି ଥିବାର ନଜର ଆସୁଛନ୍ତି । ତେବେ ପ୍ରେରଣା ଅନେକ ସାରା ରିୟାଲିଟି ସୋ ଆଙ୍କର ଭାବେ ନଜର ଆସିଥାନ୍ତି ।

ଆଉ ଆଜି ରିୟଲ ଲାଇଫ ରେ ସେ ଅଶ୍ଵିନୀ ଙ୍କୁ ନିଜର ଜୀବନ ସାଥି ଭାବେ ଗ୍ରହଣ କରିଛନ୍ତି ଆଉ ବେସ ଖୁସି ମଧ୍ୟ ଅଛନ୍ତି । ତେବେ ଗଣ ମାଧ୍ୟମରେ ପ୍ରେରଣା ନିଜର ପରିବାର କୁ ନେଇ କିଛି ବଡ ବୟାନ ଦେଇଛନ୍ତି । ଏହି କଥା କହିବା ସମୟରେ ପ୍ରେରଣା ବହୁତ ଇମୋସନାଲ ହୋଇ ପଡିଛନ୍ତି ଆଉ କଇଁ କଇଁ ହୋଇ କାନ୍ଦୁ ଛନ୍ତି । କାରଣ ଯେବେ ଗୋଟେ ଝିଅ ନିଜ ପରିବାରକୁ ଛାଡି ଶାଶୁଘରକୁ ଆସେ ସେ ଏତେ ସହଜରେ ବାପଘରକୁ ଭୁଲିପାରେ ନାହି । ପ୍ରେରଣା ଙ୍କ ସହ ମଧ୍ୟ ଠିକ ସେମିତି ହୋଇଛି ।

ତେବେ ପ୍ରେରଣା ନିଜର ପ୍ରତିକ୍ରିୟା ଦେଇଛନ୍ତି ଯେ “ମୁଁ ଗୋଟେ ଜଏଣ୍ଟ ପରିବାର ରୁ ଆସିଛି । ସେଠି କନଟ୍ରିବ୍ୟୁସନ ବହୁତ ଅଧିକ ଥାଏ । ମୁଁ ଘରର ବଡ ଝିଅ । ମୁଁ ଆଜି ଯେଉଁ ପରିଚୟ ପାଇଛି ଆଉ ଯେଉଁ ଜାଗାରେ ପହଞ୍ଚିଛି ସେଟା ମୋ ପରିବାର ପାଇଁ ବାପା ମା ଙ୍କ ପାଇଁ । ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି । ଏତିକି କହୁ କହୁ କାନ୍ଦି ପକାଇଛନ୍ତି ଅଭିନେତା ପ୍ରେରଣା । ମୁଁ ସମସ୍ତଙ୍କୁ ବହୁତ ଭଲ ପାଏ ସେମିତି କିଛି ନାହି । ବାହାଘର ଏବେ ଏବେ ସାରିଛି ସେଥିପାଇଁ ମୁଁ ଏତେ ଇମୋସନାଲ ହୋଇ ଯାଉଛି ।

ମୁଁ କଳାକାର ପରିବାର ରୁ ଆସିଛି ସେଥିପାଇଁ ଆଜି ଏ ଜାଗାରେ ପହଞ୍ଚି ପାରିଛି । ନ ହେଲେ ତ ଗୋଟେ ଜଏଣ୍ଟ ପରିବାର ରୁ ଆସି ଅଭିନୟ କରିବା ବହୁତ କଷ୍ଟକର ଅଟେ । ଆମ ଘରେ ଏମିତି କେହି ବି ଜଣେ ନାହାନ୍ତି କି ଅଲଗା ଚିନ୍ତାଧାରା ରହିଛି । ଯେଉଁ ମାନାଙ୍କ ପାଇଁ ମୁଁ ଆଜି ପହଞ୍ଚି ପାରିଛି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଅଜଯ ମୁଁ ମୋ ପରିବାରକୁ ନିଶ୍ଚୟ ମିସ କରୁଛି ।

ଚେଷ୍ଟା କରିବି ମୁଁ ଦୁଇ ପରିବାରକୁ ସମାନ ଭାବେ ନେଇ ଜୀବନରେ ଆଗକୁ ବଢିବୀ । ଆଉ ବୈବାହିକ ଜୀବନରେ ଆଗେଇବେ” । ତେବେ ପ୍ରେରଣା ଓ ଅଶ୍ଵିନୀ ଙ୍କ ଦାଂପତ୍ଯ ଜୀବନ ସୁଖମୟ ହେଉ ଏହା ଆମର କାମନା ଆଉ ଅଭିନନ୍ଦନ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଆଙ୍କର ପ୍ରେରଣା ଙ୍କ ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *