Aryan ଙ୍କ ଓକିଲଙ୍କ ବିତଣ୍ଡା ଯୁକ୍ତି ଆଉ NCB ଓକିଲ Anil ଜବାବ୍ ମୁହଁ ଚୁପ୍ କରିଦେଲା, ପୁଅ ବେଲ୍ ପାଇଁ ଭୟରେ SRK….

ବଲିଉଡ କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମାମଲାରେ ଏନସିବୀ ଦ୍ଵାରା ଗି-ର-ଫ ହୋଇ ବର୍ତ୍ତମାନ ଜେ-ଲରେ ଅଛନ୍ତି । କିନ୍ତୁ ଏ ଯାଏଁ ଓକିଲ ମାନଙ୍କ ଜେରା ଶେଷ ହୋଇନାହି । ଆସିଷ୍ଟାନ୍ତ ସଲି ସେଟର ଜେନେରାଲ ଏନସିବୀର ପକ୍ଷ ରଖୁଛନ୍ତି ଯିଏ ଗୋଟିଏ ପରେ ଗୋଟିଏ ଦମଦାର ଦଲିଲ ପେଶ କରୁଛନ୍ତି । ଓକିଲ ଅମିର ସାହା ରାଏ ଦେଇଛନ୍ତି ଯେ ଶାହରୁଖଙ୍କ ପୁଅ ଆର୍ୟନ ଓ ତାଙ୍କ ବନ୍ଧୁ ମାନେ ଜାଣିଥିଲେ କି ଏହି ଡ୍ର-ଗ୍ସ ପାର୍ଟିରେ ଡ୍ର-ଗ୍ସ ସେବନ କରାଯିବ । ଏହା ପୂର୍ବରୁ ତାଙ୍କ ପାଖରେ 6 ଗ୍ରାମର ଚ-ର-ସ ଡ୍ର-ଗ୍ସ ରହିଥିଲା ଯାହା ଅରବାଜଙ୍କ ଜୋଟାରୁ ବାହାରି ଥିଲା । ଅନ୍ୟ ପଟେ ଏହି ମମାଳାର ଟଙ୍କା ଦେଣନେଣର କଥା ମଧ୍ୟ ଉଠୁଛି ।

ଏହା ସହ ଅରବାଜଙ୍କର ଅନ୍ୟ ଡ୍ର-ଗ୍ସ ସେବନ କରୁଥିବା ଲୋକଙ୍କ ସହ ୱ୍ହାଟସପରେ ଚ୍ୟା-ଟ କରୁଥିବାର ଦଲିଲ ଏନସିବୀ ଦାଖଲ କରି ସାରିଛି । ଅନ୍ୟ କ୍ଷେତ୍ରରେ ଓକିଲ ଅନିଲ ସିଂ ରାଏ ଦେଇଛନ୍ତି ଯେ ଯେଉଁ ଡ୍ର-ଗ୍ସ ଜବତ ହୋଇଛି ସେଥିରେ ନ୍ୟାସନାଲ ଫରେନ ମାନଙ୍କର ହାତ ରହିଛି ଜହକୁ ଏନସିବୀ ଗି-ର-ଫ କରିଛି । ଅନ୍ୟ ପଟେ ଯୁ-କ୍ତି ରହିଛି ଯେ ଅରବାଜଙ୍କ ଜୋତାରୁ ଯେଉଁ ଡ୍ର-ଗ୍ସ ଜବତ ହୋଇଛି ତାହା ଅ-ବୈ-ଧ ତାହା ଆର୍ୟନ ପୂର୍ବରୁ ଜାଣିଥିଲେ । ଏହା ସହ ଆର୍ୟନ ଓ ଅରବାଜ ଆଗରୁ କଣ୍ଟରା ବ୍ରାଣ୍ଡର ସେବନ କରୁଥିଲେ ।

ଯେଉଁ ଡ୍ର-ଗ୍ସ ଜବତ ହୋଇଛି ତାହା ଆର୍ୟନ ଓ ତାଙ୍କ ବନ୍ଧୁ ମାନେ ବିକ୍ରି କରିବା ପାଇଁ ପାଖରେ ରଖିଥିଲେ ବୋଲି ଯୁ-କ୍ତି ବାଢିଛନ୍ତି ଓକିଲ ଅନିଲ ସିଂ । ବ୍ୟକ୍ତିଗତ ଭାବେ ଜଣ ଜଣଙ୍କର କଥା ବିଚାର ନ କରି ସମସ୍ତଙ୍କର କଥା ବିଚାର କରିବାର ଆବଶ୍ୟକତା ରହିଛି । ଯଦି ଆର୍ୟନଙ୍କୁ ବେଲ ମିଳେ ତେବେ ସେ ବାହରକୁ ଆସିବା ପରେ ଅନ୍ୟ ସାକ୍ଷୀ ପ୍ରମାଣକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବେ ବୋଲି ଅନିଲ ସିଂ ମତ ଦେଇଛନ୍ତି । ସିନିଯର ଓକିଲ ଅମିତ ଦିଶାଇ ମତ ଦେଇଛନ୍ତି ଯେ ଆର୍ୟନଙ୍କର ଏହି ଘଟଣାରେ କୌଣସି ହାତ ନାହି । ଆର୍ୟନ କୌଣସି ଡ୍ର-ଗ୍ସ ସପ୍ଲାଏର ବା ଟ୍ରାକର ନୁହନ୍ତି ତେଣୁ ତାଙ୍କୁ ବେଲ ମିଳିବାର ଆବଶ୍ୟକତା ରହିଛି ।

ଏହା ସହ ଅମିତ ଦିସାଇ କହିଛନ୍ତି ଆଗରୁ ବିଦେଶରେ ଆର୍ୟନ ଡ୍ର-ଗ୍ସ ସେ-ବ-ନ କରିଛନ୍ତି ଓ ଡ୍ର-ଗ୍ସ ଟ୍ରାଞ୍ଜାକସନ କୌଣସି ଆ-ଇ-ନ ନୁହେଁ । ବର୍ତ୍ତମାନ ସୁ-ଦ୍ଧା ଆର୍ୟନଙ୍କୁ ଯେତିକି ଦଣ୍ଡ ମିଳିବା କଥା ଓ ଯେତିକି ଶିକ୍ଷା ପାଇବା କଥା ପାଇ ସାରିଲେଣି ବୋଲି ଅମିତ ଦିସାଇ କହିଛନ୍ତି । ଏହା ସହ ଆର୍ୟାନ ଡ୍ର-ଗ୍ସ କେମିତି କଞ୍ଜୟୁମ କରନ୍ତି ଓ ବିକ୍ରି କରନ୍ତି ତାହା ଜାଣି ନାହାନ୍ତି କି ତାଙ୍କ ପାଖରେ କିଛି କ୍ୟାସ ବି ନ ଥିଲା । ଏନସିବୀ ଅନେକ ଲୋକଙ୍କୁ ଏହି ଘଟଣାରେ ଆ-ରେ-ଷ୍ଟ କରି ଆର୍ୟନଙ୍କ ସମୟ ବରବାତ କରୁଛି ଯେଉଁଥିରେ ଆର୍ୟନଙ୍କର କୌଣସି ହାତ ନାହି । ଏଥିରେ ଏନସିବୀ ଦୁଇଟି କେ-ସ ଲଞ୍ଚ କରିଛି ଯେଉଁଥିରେ ଆର୍ୟନଙ୍କର ହାତ ନାହି ବୋଲି ଅମିତ ଡିସାଇ କହିଛନ୍ତି ।

ବନ୍ଧୁଗଣ ଏହିଭଳି ଭାବେ ଓକିଲ ମାନେ ଆର୍ୟନଙ୍କ ମାମଲାରେ ଯୁକ୍ତି କରିଛନ୍ତି । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *