କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ହେଲୋ ସାଙ୍ଗ ମାନେ । ଆପଣଙ୍କ ଲାଇଫର କିଛି ହାଲଚାଲ ଜଣାଇବାକୁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୩ଟି ରଙ୍ଗର ଚିତ୍ର । ଏହି ଚିତ୍ର ବାଛି ଆପଣ ନିଜର ପାର୍ଟନର ଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି ତାହା ନିଶ୍ଚୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ବାସ ଗୋଟେ ଛୋଟ କାମ କରିବାକୁ ହେବ ।

ତାହା ହେଉଛି ୩ଟି ଚିତ୍ର ମଧ୍ୟ ରୁ କୌଣସି ଗୋଟେ ଚୁଜ କରିବାକୁ ହେବ । ତା ପରେ ଆପଣ ନିଜ ସାଥିଙ୍କ ମନରେ ଚାଲିଥିବା ବିଚାର କୁ ଜାଣି ପାରିବେ । ଆପଣ ଯାହାଙ୍କୁ ବି ହୃଦୟ ରୁ ସଚ୍ଚା ପ୍ରେମ କରୁଛନ୍ତି ତାଙ୍କ ନାମ ନେଇ ବାଛନ୍ତୁ ୩ଟି ନମ୍ବର ମଧ୍ୟ ରୁ ଯେ କୌଣସି ଗୋଟିଏ । ତେବେ ଆପଣ ବାଛି ନେଲେ ନମ୍ବର । ଏବେ ଆସନ୍ତୁ ଜାଣି ନେବା ଜବାବ ।

୧- ଆପଣ ଯାହାଙ୍କ ପାଇଁ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଏବେ ଆପଣଙ୍କ ବିଷୟରେ ସେ ବହୁତ ପଜେଟିଭ ଭାବୁ ଛନ୍ତି । ଆପଣଙ୍କ ସ୍ଵଭ୍ବାବରେ କିଛି ଚେଞ୍ଜ ସେ ଦେଖୁଛନ୍ତି । ଆପଣଙ୍କ କଥାରେ ପ୍ରଭାବିତ ହେଉଛନ୍ତି । ଆପଣ ବହୁତ ଜ୍ଞାନୀ ବ୍ୟକ୍ତି ଅଟନ୍ତି । ଆପଣଙ୍କ ଠାରେ ବୁଝିବାର ଶକ୍ତି ଅଧିକ ରହିଛି । ଆପଣ ବହୁତ ଭଲ କାମ କରନ୍ତି । ଆପଣ ଜ୍ଞାନ ବାଣ୍ଟି ଥାନ୍ତି କିନ୍ତୁ ଅନ୍ୟ ମାନଙ୍କୁ ନିଜ ପାଇଁ ନୁହେଁ । ସେ ଆପଣଙ୍କ ଉପରେ ଅଧିକ ଭରସା କରୁଛନ୍ତି । ସେ ଆପଣଙ୍କ ପ୍ରତି ଆହୁତ ପ୍ରଭାବିତ ଅଛନ୍ତି ।

୨- ଯଦି ଆପଣ ଦ୍ଵିତୀୟ ନମ୍ବର ଟି ଚୁଜ କରିଛନ୍ତି ସେ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ଆପଣଙ୍କ ଅପେକ୍ଷାରେ ଅଛନ୍ତି ସେ । କିଛି କାମ ହେବାର ଅଛି ଯାହାର ଅପେକ୍ଷାରେ ସେ ଅଛନ୍ତି । ଆପଣଙ୍କୁ ନେଇ ସେ ବହୁତ ଭଲ ଭାବୁଛନ୍ତି । ଆପଣ ବହୁତ ଗୁଡ ଲୁକିଙ୍ଗ, ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ଆପଣ ଦେଖିବାକୁ ବହୁତ ସ୍ମାର୍ଟ ହେବା ସହ ହୃଦୟରୁ ବହୁତ ଭଲ ମଣିଷ ଅଟନ୍ତି । ଆପଣଙ୍କ ଠାରେ ରାଗ ଅଧିକ ଅଛି ଯାହା ତାଙ୍କୁ ଭଲ ଲାଗେ ନାହିନ । ଆପଣ ଅଚାନକ ଏମିତି କିଛି କରନ୍ତି ଯାହା ସାମନା ବାଲା ବୁଝିପାରେ ନାହିଁ ।

୩- ଯଦି ଆପଣ ତୃତୀୟ ନମ୍ବର ଟି ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣ ଜୀବନରେ କଠିନ ପରିଶ୍ରମ ବି ସଫଳ ପାଇପାରୁ ନାହାନ୍ତି । ଆପଣ ସାଧାରଣ ବ୍ୟକ୍ତି ହେବା ସହ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଆପଣ ମେହନତୀ ଅଟନ୍ତି । ସେ ଆପଣଙ୍କର ଲଭ ପାର୍ଟନର ବା ନିକଟତର ବନ୍ଧୁ ହୋଇପାରନ୍ତି ।

ତାଙ୍କ ସହ ଆପଣଙ୍କର ଯାହା ବି ସମ୍ପର୍କ ଅଛି ତାହା ପୁରୁଣା ଅଛି । ସେ ଆପଣଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି । ଆପଣ ଲାଇଫରେ କଣ କରିଛନ୍ତି ସେ ସବୁ କିଛି ଜାଣିଛନ୍ତି । ସେ ଆପଣଙ୍କ ସହ ପ୍ରତେକ ମୂହୁର୍ତ୍ତ ରେ ରହିବାକୁ ଚାହୁଁଛନ୍ତି । ବନ୍ଧୁଗଣ ଆପଣ କେଉଁ ନମ୍ବରଟି ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *