ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ, 700 ବର୍ଷ ପରେ 19 ମେ’ରେ ଶନି ଜୟନ୍ତୀ…. 8ଟି ରାଶି ହେବେ କୋଟିପତି

ବନ୍ଧୁଗଣ ମେ ୧୯ ତାରିଖରେ ପଡିବାକୁ ଯାଉଛି ପବିତ୍ର ଶନି ଜୟନ୍ତୀ । ଏହି ଦିନ ସାବିତ୍ରୀ ବ୍ରତ ମଧ୍ୟ ପଡୁଅଛି । ଶାସ୍ତ୍ର ଅନୁଯାୟୀ ଶନି ଜୟନ୍ତୀ ଦିନ ଶନିଦେବଙ୍କର ବିଶେଷ ଭାବେ ପୂଜା କରିବାର ମହତ୍ଵ ରହିଛି । ଶନି ଜୟନ୍ତୀ ଦିନ ପ୍ରାଥ କାଳରେ ସ୍ନାନ କରି ବସ୍ତ୍ର ଧାରଣ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହାପରେ ଶନିଦେବଙ୍କ ମନ୍ଦିରକୁ ଯାଇ ଦୀପ ଜଳାଇ ଜଳରେ ନୀଳ ରଙ୍ଗର ଫୁଲ ଓ ତିଳ ମିଶାଇ ଅର୍ପଣ କରିବା ଉଚିତ । ଏହାପରେ ଶନି ଆରତୀ ଓ ହନୁମାନ ଚାଳିଶା ପାଠ କରିବା ଉଚିତ । ଏହି ଦିନ କିଛି ରାଶିଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ପଡିବାକୁ ଯାଉଛି ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମକର ରାଶି : ଆପଣଙ୍କ ଉପରେ ଭଗବାନ ଶନିଙ୍କ ଅପାର କୃପା ଦ୍ରୁଷ୍ଟି ବନି ରହିବ । ଯାହା କାରଣରୁ ଏମାନଙ୍କୁ ଧନ ଲାଭ ହେବାର ସମ୍ଭାବନା ଅଛି । ଯେଉଁ ମାନେ ଚାକିରି କରୁଛନ୍ତି ସେମାନଙ୍କୁ ପଦୋନ୍ନତି ମିଳିବ । ଆୟରେ ବୃଦ୍ଧି ହେବ ।

ମେଷ ରାଶି : ଶନି ଜୟନ୍ତୀ ଠାରୁ ଆପଣଙ୍କର ସମୟ ଭଲ ଆସିବାକୁ ଯାଉଛି । ଆପଣଙ୍କର ମାନ ସମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ପ୍ରଶଂସା ହେବ । ଭଗବାନ ଶନିଙ୍କ କୃପାରୁ ସଫଳତାର ନୂଆ ଅବସର ପ୍ରାପ୍ତ ହେବ । ଯାହା ଦ୍ଵାରା

ତୁଳା ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କୁ ବହୁତ ଜଲ୍ଦି ଶୁଭ ଖବର ମିଳିବାର ଅଛି । ଆକସ୍ମିକ ଧନ ଲାଭ ହେବ । ଘର ପରିବାରରେ ଖୁସିର ମାହୋଲ ରହିବ । ଆର୍ଥିକ ସ୍ଥିତି ବେହତର ହେବ । ବନ୍ଧୁଙ୍କ ସହ ଆଲୋଚନା କରିବେ । ଅନେକ ପ୍ରକାରର ଲାଭ ଦେଖିବାକୁ ମିଳିବ ।

କନ୍ୟା ରାଶି : ଶନିଦେବଙ୍କ ବିଶେଷ କୃପା କାରଣରୁ ଆପଣଙ୍କୁ କେବଳ ଧନ ଲାଭ ହେବ ତାହା ନୁହେଁ ବରଂ ବ୍ୟାପାରରେ ବୃଦ୍ଧି ହେବ । ଚାକିରିରେ ବେତନ ବୃଦ୍ଧି ହେବାର ଯୋଗ ଅଛି ।

ସିଂହ ରାଶି : ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ବେହତର ରହିବ । ସମାଜ ଦ୍ଵାରା ଆପଣଙ୍କର ଖୁବ ତାରିଫ କରାଯିବ । ଖୁବ ଧନ ଲାଭ ହେବ ।

ଧନୁ ରାଶି : ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କ ପରିବାରରେ ଖୁସିର ମାହୋଲ ରହିବ । ମେହନତର ଫଳ ମିଳିବ । ଯାହା ଦ୍ଵାରା ଆପଣଙ୍କ ଖୁସିର ଠିକଣା ରହିବ ନାହିଁ । ଅଟକିଥିବା ଧନ ଫେରି ପାଇବେ । ପରିବାର ଓ ବନ୍ଧୁଙ୍କ ସହଯୋଗ ପାଇବେ ।

କୁମ୍ଭ ରାଶି : ବ୍ୟାପାରୀଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଫାଇଦା ମିଳିବ । ଆପଣ ସବୁ କାମକୁ ସଫଳତା ପୂର୍ବର୍କା ପୁରା କରିବେ । ଆପଣ ଜୀବନରେ ଆଗକୁ ବଢିବେ । ଅଟକିଥିବା କାମ ସମୟ ଅନୁଯାୟୀ ପୁରା ହେବ ।

ମିଥୁନ ରାଶି : ବିଦେଶରେ ରହି ପଢିବାକୁ ଚାହୁଁଥିଲେ ସମ୍ଭାବନା ଅଛି । ସବୁ କାମ ସଫଳତାର ସହ ପୁରା ହେବ । ଜୀବନରେ ଏମିତି ଅବସର ମିଳିବ ଯାହା ଦ୍ଵାରା ଆପଣଙ୍କର ଭଲ ପରିବର୍ତ୍ତନ ଆସିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *