କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Tarto card Reading

ହେଲୋ ସାଙ୍ଗ ମାନେ । ଆପଣ କଣ କେବେ ନିଜ ଲାଇଫରେ କାହାକୁ ହୃଦୟ ଦେଇଛନ୍ତି । ଦେଇଥିବେ ନିଶ୍ଚୟ । କାରଣ ଦୁନିଆରେ ଏମିତି କେହି ମଣିଷ ନାହାନ୍ତି ଯାହା ଜୀବନରେ ସାଥିଟି ନାହି । ତେବେ ଯଦି ଆପଣ କାହାକୁ ଭଲ ପାଇଛନ୍ତି ବା ଏବେ ଭଲ ପାଉଛନ୍ତି ତେବେ ତାଙ୍କ ବିଷୟରେ ଜାଣିବାକୁ ବେଶ ଆଗ୍ରହୀ ହେଉଥିବେ । ତେବେ ନିଜ ସାଥିଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ବା ଚିନ୍ତାଧାରା ରହିଛି ତାହା ଜାଣିବାକୁ ଚାହୁଁ ଛନ୍ତି କି ? ତେବେ ବାଛି ନିଅନ୍ତୁ ଏଥିପାଇଁ 3 ଟି କପ ର ଚିତ୍ର ମଧ୍ୟରୁ କୌଣସି ଗୋଟିଏ । ଆଉ ତା ପରେ ଜାଣି ନିଅନ୍ତୁ ଆପଣଙ୍କ ସବୁ ପ୍ରଶ୍ନ ର ଉତ୍ତର ।

୧- ଯଦି ଆପଣ ପ୍ରଥମ କପ ର ଚିତ୍ର କୁ ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁ ଛନ୍ତି କି ଆପଣଙ୍କ କଥାକୁ କେହି ବୁଝିପାରୁ ନାହାନ୍ତି । ଆପଣଙ୍କ ମନରେ ଯାହା ଚାଲିଛି ସମସ୍ତେ ବୁଝିପାରୁଛନ୍ତି କିନ୍ତୁ ଆପଣ ତାହା ଜାଣିପାରୁ ନାହାନ୍ତି । ହୋଇପାରେ ଏବେ ଆପଣଙ୍କ ରିଲେସନସିପ ବହୁତ ଭଲ ଚାଲି ନାହିଁ । ଆପଣ ନିଜକୁ ନିଜେ ନେଇ ଚାଲୁଛନ୍ତି । ଆପଣଙ୍କ ସାଥି ଆପଣଙ୍କୁ ନେଇ ପଜେଟିଭ ଏତେଟା ଭାବୁ ନାହାନ୍ତି । ସେ ଆପଣଙ୍କ ଉପରେ ରାଗିଛନ୍ତି । ସେ ସମୟର ଅପେକ୍ଷା କରିଛନ୍ତି କେବେ ତାଙ୍କ ଟାଇମ ଆସିବ ।

୨- ଆପଣ ନିଜ ପର୍ଶନଙ୍କ ପାଇଁ ଦ୍ଵିତୀୟ କପ ର ଚିତ୍ରକୁ ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ସବୁ କିଛି କରିପାରିବେ । ଆପଣଙ୍କର ଖୁବ ସୁନ୍ଦର ବ୍ୟକ୍ତିତ୍ବ ରହିଛି । ସେ ଆପଣଙ୍କୁ ଶକ୍ତିଶାଳୀ ଏନର୍ଜି ରେ ଦେଖୁଛନ୍ତି । ଆପଣ ଜ୍ଞାନୀ ବ୍ୟକ୍ତି ଅଟନ୍ତି । ଆପଣଙ୍କ ପ୍ରତି ସେ ଆକର୍ଷିତ ହେଉଛନ୍ତି । ଆପଣଙ୍କର ବ୍ୟକ୍ତିତ୍ବ ତାଙ୍କ ଉପରେ ଅଧିକ ପ୍ରଭାବ ପକାଉଛନ୍ତି । ଆପଣ ଯେମିତି ବି କାମ କରନ୍ତୁ ନା କାହିଁକି ସେ ଆପଣଙ୍କୁ ପୁରା ପରଫେକ୍ଟ ଭାବୁଛନ୍ତି । ଆପଣଙ୍କ ଠାରେ ଏତେ ଭଲ ଗୁଣ ଅଛି କି ଆପଣଙ୍କ ଠାରେ ଗର୍ବ ଭାବ ଆସୁଛି । ଏହି କାରଣରୁ ଆପଣଙ୍କ ସମ୍ପର୍କ ରେ କିଛି ପ୍ରଭାବ ପଡିପାରେ ଏମିତି ସେ ଭାବୁଛନ୍ତି ।

୩- ଆପଣ ଯଦି ତୃତୀୟ କପ ର ଚିତ୍ରକୁ ଚୟନ କରିଛନ୍ତି ଆପଣ ଏତେ ଦୁଖୀ ଅଛନ୍ତି କାହିଁକି ଆପଣ ବହୁତ ଚିନ୍ତାରେ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ନିଜ ଲାଇଫରେ ବିଲଉଳ ବି ଖୁସି ନାହାନ୍ତି । ସେ ଆପଣଙ୍କର ଦୁଖକୁ ଅନୁଭବ କରୁଛନ୍ତି । ଆପଣଙ୍କ ସହ କିଛି ବି ଠିକ ହୋଇପାରୁ ନାହିଁ । ଆପଣଙ୍କର ତାଙ୍କ ସହ ଲଭ ରିଲେସନସିପ ରହିଛି । ତାଙ୍କୁ ଲାଗୁଛି ଆପଣ ଦୁହିଙ୍କର ସମ୍ପର୍କ କୁ ନେଇ ଆପଣ ଦୁଖୀ ଅଛନ୍ତି । ଏମିତି କିଛି ଭାବନା ରହିଛି ଆପଣଙ୍କ ପର୍ଶନ ଙ୍କ ମନରେ । ଆପଣଙ୍କର ଫିଲିଙ୍ଗ୍ସ କୁ ସେ ବହୁତ ଭଲ ଭାବେ ବୁଝୁଛନ୍ତି । ବନ୍ଧୁଗଣ ଆପଣ କେଉଁ ନମ୍ବରଟି ବାଛିଲେ ଆମକୁ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *