କାହାର ନାଁ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ କଣ ଅଛି

ନମସ୍କାର ବନ୍ଧୁଗଣ । ବାଛି ନିଅନ୍ତୁ 2 ଟି ଫୁଲ ମଧ୍ୟ ରୁ କୌଣସି ଗୋଟିଏ । ଆଉ ଜାଣି ନିଅନ୍ତୁ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କୁ ନେଇ କଣ ଚିନ୍ତାଧାରା ବା ବିଚାର ରହିଛି । ଆଜ୍ଞା ହଁ ଆପଣ ନିଶ୍ଚୟ ଲାଇଫରେ କାହାକୁ ନା କାହାକୁ ପ୍ରେମ କରୁଥିବେ ଆଉ ଆପଣଙ୍କ ପ୍ରେମକୁ ସାକାର କରିବା ପାଇବ କିମ୍ବା ନିଜ ସାଥିଙ୍କ ସହ ସାରା ଜୀବନ ବିତାଇବା ପାଇଁ ଆପଣ ନିଶ୍ଚୟ ଇଚ୍ଛା ରଖିଥିବେ ।

କିନ୍ତୁ ତା ପୂର୍ବରୁ ଆପଣ ନିଜ ସାଥିଙ୍କ ବିଷୟରେ ସବୁ କିଛି ପରଖି ନେବା ଉଚିତ । ସେଥିପାଇଁ ଆପଣଙ୍କୁ ବାସ ଛୋଟ କାମ କରିବାର ଅଛି । 2ଟି ଫୁଲ ମଧ୍ୟ ରୁ କୌଣସି ଗୋଟେ ବାଛିବାକୁ ପଡିବ । 1- ଯଦି ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କୁ ଭଲ ଲାଗୁଛି କି ଆପଣଙ୍କ ସାଥି ଆଉ କେଉଁଠି କି ଚାଲିଯିବେ ଆପଣଙ୍କୁ ଛାଡିକି ।

ଆପଣ ଅନେକ ସମୟରେ ଭାବୁଛନ୍ତି ସେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି । ସେଥିପାଇଁ ଆପଣ ତାଙ୍କୁ ବାନ୍ଧି ରଖିବାକୁ ଚାହୁଁଛନ୍ତି । ସେ ଆପଣଙ୍କର ବନ୍ଧୁ ବା ପରିବାରର କୌଣସି ସଦସ୍ୟ ହୋଇପାରନ୍ତି । କିନ୍ତୁ ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ତାଙ୍କ ଜୀବନର କିରଣ । ସେ ଆପଣଙ୍କୁ ନେଇ ବହୁତ ଆଶା ବାନ୍ଧିଛନ୍ତି । ଆପଣ ତାଙ୍କ ଜୀବନରେ ଖୁସି ହିଁ ଖୁସି ଆଣିଛନ୍ତି ।

ସେ ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି । କିନ୍ତୁ ଆପଣଙ୍କ ମନରେ ତାଙ୍କ ପାଇଁ ସନ୍ଦେହ ଆସୁଛି । ଆପଣ ଦୁହିଙ୍କ ସମ୍ପର୍କ ମଜ୍ବୁତ ଅଛି । ଦୁହେଁ ପରସ୍ପରକୁ ନେଇ ବହୁତ ଭାବୁଛନ୍ତି । ଆପଣଙ୍କ ମନରେ ଭୟ ଅଛି ଯାହାକୁ ବାହାର କରିବାକୁ ହେବ । କିଛି ଜିନିଷ ଅତୀତକୁ ନେଇ ରହିଛି ଯାହା ପାଇଁ ସମ୍ପର୍କ ଠିକ ହୋଇପାରୁ ନାହିଁ ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଟି ଚୁଜ କରିଛନ୍ତି ଆପଣ ନିଜ ବିଷୟରେ ଅଧିକ ଭାବୁଛନ୍ତି । ଆପଣ ତାଙ୍କୁ ନେଇ କନଫିୟୁଜ ଅଛନ୍ତି । ଆପଣଙ୍କ କାମ ହେଉଛି । ଆପଣ ନିଜ ସାଥିଙ୍କ ଅପେକ୍ଷାରେ ଅଛନ୍ତି । ଯଦି ଲଭ ରିଲେସନସିପ ନାହିଁ ତେବେ ଯାହାଙ୍କ ପାଇଁ ଏହି ନମ୍ବର ଟି ବାଛିଛନ୍ତି ତେବେ ତାଙ୍କୁ ଜାଣିପାରୁ ନାହାନ୍ତି ।

ଲୋକଙ୍କ କଥାକୁ ନେଇ ଆପଣ ସନ୍ଦେହ କରୁଛନ୍ତି । ଆପଣ ତାଙ୍କୁ ନେଇ ଜରୁରୀ ନିସ୍ପତି ନେବାକୁ ଚାହୁଁଛନ୍ତି । ଆପଣ ଦୁହେଁ ପରସ୍ପରକୁ ନେଇ କନଫିୟୁଜ ଅଛନ୍ତି । ସେ ଆପଣଙ୍କୁ ବହୁତ ଭଲ ଭାବେ ଜଣାଇଛନ୍ତି । ଆପଣ ତାଙ୍କ ସହ ବିଜନେସ ବା କୌଣସି କାମ କରିବାକୁ ଚାହୁଁଛନ୍ତି ତେବେ ସତର୍କ ରହିବାର ଅଛି । ସେ ଜାଣିଛନ୍ତି ଆପଣଙ୍କ ମନରେ କଣ ଚାଲିଛି ।

ଆପଣଙ୍କ ପର୍ଶନଙ୍କୁ ତାଙ୍କ କାମରେ ଫାଇଦା ଦରକାର । ଆପଣଙ୍କ ସାଥି ସେମିତି ନୁହେଁ ଯେମିତି ସେ ଖାଉଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *