ଧନ କୁ ନାସ କରେ ଏହି 5ଟି ଗଛ, ଆଜି ହିଁ ମୂଳରୁ ଉପାଡି ଫିଙ୍ଗି ଦିଅନ୍ତୁ

ବନ୍ଧୁଗଣ ବନସ୍ପତି ଶାସ୍ତ୍ର ଅନୁଯାୟୀ ଗଛ ଆମର ବନ୍ଧୁ ହୋଇଥାଏ । ଆମ ଜୀବନରେ ଚାଲିଥିବା ବାଧା ଦୂର କରିବା ସହ ଧନ ପ୍ରାପ୍ତି କରିବାରେ ଗଛ ସାହାର୍ଯ୍ୟ କରିଥାଏ । ଗଛଲତା ଗୁଡିକରେ ଅନେକ ଶକ୍ତିର ବାସ ରହିଥାଏ । ଖାସ କରି ଓସ୍ତ ଗଛରେ ସବୁ ଦେବିଦେବତାଙ୍କ ବାସ ରହିଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ କେଉଁ ଗଛ ଘରେ ରହିଲେ ଶୁଭ ଓ ଅଶୁଭ ଫଳ ଦେଇଥାଏ ।

କେଉଁ ସବୁ ଗଛ ଘରେ ରହିଲେ ଧନର ବୃଦ୍ଧି ହୋଇଥାଏ ଓ ଧନର ହାନି ହୋଇଥାଏ ଆସନ୍ତୁ ଜାଣିବା । 1- ଶିବଲିଙ୍ଗ ଗଛ : ଏହି ଗଛର ବୀଜ ର ଆକୃତି ଶିବଲିଙ୍ଗ ପରି ହୋଇଥାଏ । ଏହି ଗଛ ଯେଉଁ ଘରେ ଲଗାଯାଏ ସେହି ଘରେ ଧନର ବୃଦ୍ଧି ହୋଇଥାଏ । ଏହି ଗଛରେ ଶକ୍ତି ସିଦ୍ଧି ବାସ କରିଥାନ୍ତି ।

2- ମଧୁମାଳତୀ ଗଛ : ଏହି ଗଛର ସୁଗନ୍ଧ ରୁ କେହି ବଞ୍ଚିପାରିବେ ନାହିଁ । ଏହି ଗଛର ଫୁଲମାଳା ମା ଲକ୍ଷ୍ମୀ ଙ୍କୁ ଅର୍ପଣ କରାଯାଇଥାଏ । ଏହି ମଧୁର ସୁଗନ୍ଧ କାରଣରୁ ଏହି ଗଛ ଯେଉଁ ଠାରେ ଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଗଛ ଘରେ ରହିଲେ ସେଠାରୁ ଗରିବି ଦୂର ହୋଇଥାଏ ।

3- କନିଅର ଗଛ : କନିଅର ଗଛର ଫୁଲରୁ ବହୁତ ଲାଭ ମିଳିଥାଏ । ଶାସ୍ତ୍ର ଅନୁଯାୟୀ ଏହାର ଫୁଲକୁ ପବିତ୍ର ମାନା ଯାଇଛି । ଏହି ଗଛର ଫୁଲମାଳ ଭଗବାନ ଗଣେଶଙ୍କୁ ଅର୍ପଣ କରିଲେ ପୂର୍ବ ଜନ୍ମର ଦୋଷ, ଗରିବୀ ସବୁ ଦୂର ହୋଇଯାଏ ।

4- ନିମ ଗଛ : ଯେଉଁ ଘରେ ନିମ ଗଛ ରହିଥାଏ ସେଠାରେ ପଜେଟିଭ ଊର୍ଜା ରହିଥାଏ । ଏହା ସହ ଶନି, ରାହୁ, କେତୁ ପ୍ରସନ୍ନ ହୋଇଥାନ୍ତି ।

5- ଅରଖ ଗଛ : କିଛି ଲୋକଙ୍କ ଘରେ ଅରଖ ଗଛ ଲଗାଯାଏ । କିନ୍ତୁ ଏହା ଅଶୁଭ ଅଟେ । ଏହି ଗଛ ନେଗେଟିଭ ଶକ୍ତିକୁ ଆକର୍ଷିତ କରିଥାଏ ।

6- ଖଜୁରୀ ଗଛ : ଇଛି ଗଛ ଘର ସଜାଇବା ପାଇଁ ଘର ଆଗରେ ଖଜୁରୀ ଗଛ ଲଗାଇଥାନ୍ତି । କିନ୍ତୁ ଏହା ଅଶୁଭ ଅଟେ । ମାନାଯାଏ ଏହି ଗଛ ଘରେ ଲଗାଇଲେ ଆର୍ଥିକ ସମସ୍ଯା ଦେଖାଯାଏ ।

7- ଓସ୍ତ ଗଛ : ବର୍ଷା ସମୟରେ ଘରେ ଓସ୍ତ ଗଛ ଉଠି ଯାଇଥାଏ ଯାହା ଠିକ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଓସ୍ତ ଗଛ ଘରେ ଲଗାଇଲେ ଧନ ହାନି ହୋଇଥାଏ । ଯଦି ଓସ୍ତ ଗଛ ଉଠିଯାଇଛି ତେବେ ତାହାକୁ ମନ୍ଦିରରେ ଲଗାଇ ଦିଅନ୍ତୁ ।

8- କଣ୍ଟା ଜାତୀୟ ଗଛ : ବାସ୍ତୁ ଅନୁଯାୟୀ ଘରେ କଣ୍ଟା ଜାତୀୟ ବା ବାବୁଲ ଗଛ ଲଗାଇବା ଶୁଭ ନୁହେଁ । ଏହା ଦ୍ଵାରା ଘରେ ଅସାନ୍ତି ଦେଖାଯାଏ । ଘରର ଶୋଭା ବଢାଇବା ପାଇଁ ନାଗଫେଣୀ ଗଛ ଲଗାଇବା ଅନୁଚିତ ।

9- ତେନ୍ତୁଳୀ ଗଛ : ବାସ୍ତୁ ଅନୁଯାୟୀ ଘରେ ତେନ୍ତୁଳି ଗଛ ଲଗାଇବା ଅନୁଚିତ । ଏହା ଦ୍ବାରା ଲୋକଙ୍କ ଜୀବନରେ ସମସ୍ଯା ଆସିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *