ଏମିତି କଣ ଅଛି ଯାହା ଆମ ପାଖରେ ଅଛି ଯାହାକୁ ଆମେ ଦେଖି ଥାଉ କିନ୍ତୁ ଧରିପାରି ନ ଥାଉ ?

ନମସ୍କାର ବନ୍ଧୁଗଣ, ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ କିଛି ଅଜଣା ପ୍ରଶ୍ନର ଉତ୍ତର । ଯାହା ଆପଣଙ୍କ ପାଠ ପଢାରେ ଖୁବ ସହାୟ ହେବ । ଯାହା ଫଳରେ ଆପଣ ଆହରଣ କରିଥିବା ଜ୍ଞାନ ବଳରେ ଅନ୍ୟ କାହାର ମଧ୍ୟ ସାହାର୍ଯ୍ୟ କରିପାରିବେ । କାରଣ ଜ୍ଞାନ ବାଣ୍ଟିବା ଦ୍ଵାରା ବଢିଥାଏ । ସେଥିପାଇଁ ତ ଆଜି ଆମେ ଆପଣ ମାନଙ୍କ ସହ ଆମର କିଛି ଜ୍ଞାନ ବାଣ୍ଟିବା ପାଇଁ ଯାଉଛୁ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ।

୧- ଛୋଟ କିନ୍ତୁ ବର୍ଷ ବର୍ଷ ମୁଁ ଦହିର ନଦୀରେ ଗାଧୋଇଥାଏ କୁହ କଣ ?

ଉତ୍ତର- ଦହିବରା ।

୨- ସେ କଣ ଯାହାକୁ ଆପଣ ଥରେ ଖାଇ ଆଉ ଥରେ ଖାଇପାରିବେ ନାହିଁ ?

ଉତ୍ତର- ଧୋକା ।

୩- ଏମିତି କଣ ଜିନିଷ ଅଛି ଯାହା ପୁଅମାନେ ସବୁଦିନ ପିନ୍ଧିଥାନ୍ତି ଓ ଝିଅମାନେ ବର୍ଷକୁ ଥରେ ପିନ୍ଧିଥାନ୍ତି ?

ଉତ୍ତର- ଜନେଉ ।

୪- ଏମିତି କେଉଁ ଭାଷା ଅଛି ଯିଏ ଖାଇବା କମାରେ ଆସିଥାଏ ?

ଉତ୍ତର- ଚିନି ।

୫- ଏମିତି କେଉଁ ଜିନିଷ ଯାହାକୁ ଝିଅ ଖାଇଥାଏ ଓ ପିନ୍ଧିଥାଏ ?

ଉତ୍ତର- ଲବଙ୍ଗ ।

୬- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଦେଖିପାରିବା କିନ୍ତୁ ଛୁଇଁ ପାରିବା ନାହିଁ ?

ଉତ୍ତର- ସ୍ଵପ୍ନ ।

୭- ଜଣେ ପୁଅ ଓ ଡାକ୍ତର ସପିଙ୍ଗ କରୁଥିଲେ । ପୁଅଟି ଡାକ୍ତରଙ୍କ ପୁଅ ଥିଲା କିନ୍ତୁ ଡାକ୍ତର ପୁଅର ବାପା ନ ଥିଲା । ତେବେ କୁହ ଡାକ୍ତର କିଏ ଥିଲେ ?

ଉତ୍ତର- ପୁଅର ମା ।

୮- କେଉଁ ଫଳ ମିଠା ହେଲେ ବି ବିକ୍ରି ହୁଏ ନାହିଁ ?

ଉତ୍ତର- ପରିଶ୍ରମର ଫଳ ।

୯- ଲୋକେ ମୋତେ ଖାଇବାକୁ କିଣିଥାନ୍ତି, କିନ୍ତୁ ଖାଆନ୍ତି ନାହିଁ । କୁହ କଣ ?

ଉତ୍ତର- ଚାମଚ ।

୧୦- ଏମିତି କେଉଁ ଜିନିଷ ଅଛି ଯାହାକୁ ଯେତେ ଟାଣିଲେ ତାହା ଛୋଟ ହୋଇଯାଏ ?

ଉତ୍ତର- ସିଗାରେଟ ।

୧୧- ଏମିତି କେଉଁ ଜିନିଷ ଅଛି ଯାହାକୁ କାତିଳେ ଲୋକେ ଗୀତ ଗାଇଥାନ୍ତି ?

ଉତ୍ତର- ଜନ୍ମଦିନ କେକ  ।

୧୨- ୧୦ ଟଙ୍କାରେ ଏମିତି କଣ କିଣିଲେ ପୁରା ରୁମ ଭରିଯିବ ?

ଉତ୍ତର- ଦିଆସିଲି ଓ ମହମବତୀ ।

୧୩- ଏମିତି କଣ ଅଛି ଯାହା ଯେତେ ଅଧିକ ଥିଲେ ବି ସେତେ କମ ଲାଗେ ?

ଉତ୍ତର- ଅନ୍ଧାର ।

୧୪- ଏମିତି କେଉଁ ଡ୍ରାଇଭର ଅଛି ଯାହାକୁ ଲାଇସେନ୍ସର ଜରୁରତ ନାହିଁ ?

ଉତ୍ତର- ସ୍କୃ ଡ୍ରାଇଭର ।

୧୫- ଏମିତି କଣ ଅଛି ଯାହା ପାଣି ପିଇଲେ ମରିଯାଏ ?

ଉତ୍ତର- ଶୋଷ ।

୧୬- ଏମିତି କଣ ଅଛି ଯାହାକୁ ଭାଙ୍ଗିଲେ ଶବ୍ଦ ହୁଏ ନାହିଁ ?

ଉତ୍ତର- ବଚନ ।

୧୭- ଏମିତି କେଉଁ ଜିନିଷ ଅଛି ଯାହାକୁ ସାରା ରାତି ବାହାର କରି ଶୋଇଥାନ୍ତି ?

ଉତ୍ତର- ଚପଲ, ଜୋତା ।

୧୮- ଏମିତି କଣ ଅଛି ଯାହା ଆମ ପାଖରେ ଅଛି ଯାହାକୁ ଆମେ ଦେଖିଥାଉ କିନ୍ତୁ ଧରିପାରି ନ ଥାଉ ?

ଉତ୍ତର- ଛାଇ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *