କାହିଁକି ଶୁଖିଯାଇଥାଏ ତୁଲସୀ ଗଛ, ଜାଣନ୍ତୁ ଏହାର ଭୟଙ୍କର କାରଣ- Astro Tips  

ଜ୍ଯୋତିଷ ଶାସ୍ତ୍ରରେ ଗଛ ମାନଙ୍କୁ ବୁଧ ଗ୍ରହଙ୍କ ରୂପ ବୋଲି କୁହାଯାଇଛି । ଏହା କାରଣ ହୋଇଥାଏକି ବୁଧ ଗ୍ରହ ପାଇଁ ଯେଉଁ ଉପାୟ କୁହାଯାଇଥାଏ ତାକୁ ଗଛ ପତ୍ର ଉପାୟ ବିଷୟରେ କୁହାଯାଇଥାଏ । ଯେବେବି ରାହୁ କେତୁ ଘରର କାହା ଉପରେ ଖରାପ ପ୍ରଭାବ ପକାଇଥାଏ । ତା ପୂର୍ବରୁ ଗଛ ପତ୍ର ତାକୁ ଅନୁଭବ କରିଥାନ୍ତି, ସେଥିପାଇଁ ତାର ପ୍ରତିକ୍ରିୟା ଦେବାରେ ଲାଗିଥାନ୍ତି । ତୁଳସୀ ଗଛରେ ଏମିତି ବିଶେଷତା ରହିଥାଏ ଯାହା ଆପଣ କେବେ ନିଶ୍ଚିନ୍ତ ଅନୁଭବ କରିଥିବେ କି ଆମେ ତୁଳସୀ ଗଛର ଯେତେବୀ ଯତ୍ନ ନେଇଥାଊ, କେତେବୀ ପାଣି ଦେଊଥାଉ କିନ୍ତୁ ସେ ଅଚାନକ ଶୁଖିବାରେ ଲାଗିଥାଏ । କିନ୍ତୁ ଆମେ ବୁଝି ପାରୁନା କି ଏହା କାହିଁକି ହେଉଛି ।


ତେବେ ଆଜି ଆମେ ସେହି ବିଷୟରେ କହିବୁ କି ତୁଳସୀ ଗଛ ଆମକୁ କେଉଁ ସବୁ ସଂକେତ ଦେଇ ଥାଏ । ଆପଣ ଦେଖିଥିବେ ବହୁତ ଥର ଗଛ ଶୁଖିକି ମରିଯାଇଥାଏ । ଜ୍ଯୋତିଷ ଏହି ସଙ୍କେତକୁ ଆଗକୁ ଆସୁଥିବା ଦୁର୍ଭାଗ୍ଯର କାରଣ ବୋଲି କୁହନ୍ତି । କୁହାଯାଏକି ତୁଳସୀ ଗଛ ଯଦି ଅଚାନକ ଝଉଂଳି ଯାଇଥାଏ, ସେହି ଘରେ ରହୁଥିବା ପରିବାର ଲୋକଙ୍କ ଉପରେ ବହୁତ ବଡ ସମସ୍ଯା ଆସିବାର ଅଛି । ଆଉ ପରିବାର ଲୋକ କୌଣସି ଅସୁବିଧା ସମୁଖୀନ ହୋଇପାରନ୍ତି ।

ଯଦି ନିକଟ ଭବିଷ୍ୟତରେ ଆପଣଙ୍କ ସୌଭାଗ୍ୟ ବଦଳିବାର ଥିବ ଅଥବା ଆପଣଙ୍କ ପାଇଁ ବଡ ଖୁସି ଖବର ଆସିବାର ଥିବ ଆପଣଙ୍କ ଘରେ ଥିବା ତୁଳସୀ ଗଛ ବହୁତ ଫ୍ରେଶ ଓ ଗହଳ ଦେଖା ଯାଇଥାଏ । ଏହା ବିପରୀତ ପରିସ୍ଥିତି ବହୁତ ଭଲ ହୋଇଥାଏ  ।

ଫୁଲ କୁଣ୍ଡରେ ମଧ୍ୟ ବହୁତ ଛୋଟ ଛୋଟ ତୁଳସୀ ବହୁତ ଭଲରେ ହୋଇଥାଏ ଓ ଗଛ ଯଦି ହୃଷ୍ଟପୃଷ୍ଟ ଆଉ ଛନ ଛନ  ହୋଇ ବଢିଥାଏ । ତେବେ ବୁଝିବେକୀ ଆପଣଙ୍କର ବହୁତ ଭଲ ହେବାର ଅଛି । ଏମିତି ହେଲେ ବୁଝିଯିବେକୀ ଆପଣଙ୍କ ଘରେ ସୁଖ  ଓ ସୌଭାଗ୍ୟ ବହୁତ ଜଲ୍ଦି ଆସିଥାଏ । ଆଉ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ତୁଳସୀ ଗଛକୁ ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *