ରାଗକୁ ନିଜ ନାକ ଆଗରେ ନେଇ ଜନ୍ମ ନେଇଥାନ୍ତି ଏହି ୩ଟି ନାମ ଥିବା ଝିଅ । ସାଧାରଣତ କ୍ରୋଧ ସମସ୍ତଙ୍କର ଥାୟେ କିନ୍ତୁ ଏହି ଝିଅ ମାନଙ୍କର ଅତ୍ୟଧିକ କ୍ରୋଧର ପରିମାଣ ହୋଇଥାଏ । ପ୍ରାୟେ ଝିଅ ମାନଙ୍କର ସ୍ଵୋଭାବ ରାଗ ପ୍ରକୃତିର ହୋଇଥାଏ । କିନ୍ତୁ କିଛି ଝିଅଙ୍କ ସ୍ଵୋଭାବ ଅତ୍ୟନ୍ତ ଶାନ୍ତ ସରଳ ହୋଇଥାଏ । ଏମାନେ ସବୁ କ୍ଷେତ୍ରରେ ଶାନ୍ତିରେ ରହିଥାନ୍ତି । ଅଧିକାଂଶ ସମସ୍ୟାକୁ ଶାନ୍ତିପୂର୍ଣ ଭାବରେ ସମାପ୍ତ କରିଥାନ୍ତି । ଆଜିକାଲି ଦୁନିଆରେ ସୁନ୍ଦର ସ୍ଵୋଭାବ ଥିବା ଝିଅଙ୍କ ମିଳିବା କାଠିକର ପାଠ ପାଲଟିଛି ।
କିନ୍ତୁ କଥାରେ ଅଛି ଖୋଜିଲେ ଭଗବାନ ମଧ୍ୟ ମିଳିଯାନ୍ତି । ବନ୍ଧୁଗଣ ଆଜି ଏଭଳି କିଛି ଝିଅ ମାନଙ୍କ ସ୍ଵୋଭାବ ବିଷୟରେ କହିବାକୁ ଯାଉଛୁ ଯିଏକି ଅତ୍ୟନ୍ତ କ୍ରୋଧ ରଖିଥାନ୍ତି । ତାଙ୍କ ନାକ ଆଗରେ ଟିକେ ଟିକେ କଥାରେ ରାଗ ପରିପୂର୍ଣ ହେଇ ରହିଥାଏ । ଆସନ୍ତୁ ଏବେ ସେହି ଝିଅ ମାନଙ୍କ ବିଷୟରେ କିଛି କଥା ଜାଣିବା । ଆପଣମାନେ ଏମାନଙ୍କ ବିଷୟରେ ଜାଣି ବହୁତ ଚକିତ ହୋଇଯିବେ । ପ୍ରଥମେ; ‘ବ’ ନାମ ଥିବା ଝିଅମାନେ, ଏମାନେ ବହୁତ ସ୍ଵୋଛ ହୃଦୟର ବ୍ୟକ୍ତି ଅଟନ୍ତି ।
କିନ୍ତୁ ଯଦି ଏମାନଙ୍କୁ ରାଗ ଆସିଯାଏ ତେବେ, ଅତି ଛୋଟରୁ ଛୋଟ କଥାକୁ ଧରି ବସିଥାନ୍ତି । ସହଜରେ ତାହାର ସମାଧାନ କେମିତି ହେବ ଚିନ୍ତା ନକରି ସେହି କଥାଟିକୁ ଆହୁରି ଅଧିକ ବଡ ଧରଣର କରିଥାନ୍ତି । ଏମାନେ ଅଧିକାଂଶ ସମୟରେ ବହୁତ ଭୁଲ ମଧ୍ୟ କରିଥାନ୍ତି । ବନ୍ଧୁଗଣ ଆପଣମାନେ ଏହି ନାମ ଥିବା ଝିଅ ମାନଙ୍କ ଠାରୁ ସଜାଗ ରୁହନ୍ତୁ । ଏହାପରେ ‘ପ’ ନାମ ଥିବା ଝିଅ; ଏମାନଙ୍କ ରାଗ ସହିବା ବହୁତ କଠିନ ହେଇଥାଏ । କହିବାକୁ ଗଲେ ସାଧାରଣତ ଏମାନଙ୍କ ମସ୍ତିସ୍କ ବହୁତ ତେଜ ହୋଇଥାଏ । ଯଦି କେବେ ଏମାନେ ଏକୁଟିଆ ରୁହନ୍ତି ତେବେ ଏମାନଙ୍କର ହାଇ ବିପି ଯୋଗୁ ରାଗ ଆସିଯାଏ ।
ଏହା ସତ ଅଟେ ଯେ ଏକୁଟିଆ ରହିବା ଫଳରେ ମନୁଷ୍ୟ ଚିଡ ଚିଡ ହେଇଯାଏ । ଏହିଭଳି ଅବସ୍ଥାରେ ନିଜ ମସ୍ତିସ୍କର ଭାରସାମ୍ୟ ହରାଇ ସେ ଏଣୁ ତେଣୁ ଛୋଟ ଛୋଟ କଥାରେ ନିଜର ରାଗ ଦେଖାଇଥାଏ । ଏପରି ହେଲେ ତାଙ୍କ ମସ୍ତିସ୍କ ଉପରେ କୁପ୍ରଭାବ ପଡିବ । ତେଣୁ ଏହିଭଳି ଝିଅଙ୍କୁ କେବେ ଏକୁଟିଆ ଛାଡନ୍ତୁ ନାହିଁ । ଏମାନଙ୍କୁ କ୍ରୋଧ ଆସିଲେ ଆପଣ ଶାନ୍ତ କରେଇବାକୁ ଚେଷ୍ଟା କରନ୍ତୁ । ଏବେ ଆସନ୍ତୁ ଜାଣିବା ‘ର’ ନାମ ଥିବା ଝିଅ ମାନଙ୍କ ବିଷୟରେ; ଏହି ଝିଅମାନେ ହୃଦୟରୁ ବହୁତ ଭଲ ହେଇଥାନ୍ତି । ଛନ୍ଦ କପଟ ଠାରୁ ଏମାନେ ବେଶ୍ ଦୂରରେ ରହିଥାନ୍ତି ।
ଏମାନେ ଅନ୍ୟ ପ୍ରତି ବହୁତ ଉଦରତ୍ତା ଦେଖାଇଥାନ୍ତି । ମାତ୍ର ଯଦି କୌଣସି ବ୍ୟକ୍ତି ଏମାନଙ୍କ ସହିତ କିଛି ଅନୁଚିତ କାର୍ଯ୍ୟ କରେ ତେବେ ଏମାନଙ୍କ କ୍ରୋଧର ସୀମା ଆକାଶକୁ ଛୁଇଁ ଥାୟେ । ସେତେବେଳେ ଏମାନଙ୍କ ରାଗକୁ ଶାନ୍ତ କରିବା କାଠିକର ପାଠ ହେଇଯାଏ । ଏମାନେ ନିଜର ସମ୍ପୂର୍ଣ ରାଗ ବାହାର କରିସାରିଲା ପରେହିଁ ଶାନ୍ତ ହେଇଥାନ୍ତି । ଏମାନେ ଅତ୍ୟନ୍ତ କ୍ରୋଧରେ କିଛି ଭୁଲ ମଧ୍ୟ କରିଦେଇଥାନ୍ତି ଯାହାକୁ ପଛରେ ସୁଧାରୀ ପାରନ୍ତି ନାହିଁ । ବନ୍ଧୁଗଣ ଆପଣ ଏହିଝିଅ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।