କେବଳ Kajol ହିଁ ନୁହେଁ ଏହି ସବୁ ଅଭିନେତ୍ରୀ ମାନେ ମଧ୍ୟ Akshaya Kumar କୁ ପାଇବା ପାଇଁ ପାର କରିଥିଲେ ସବୁ ସୀମା

ଆପଣ ମାନେ ସମସ୍ତେ ଏହା ବେସ ଭଲ ଭାବରେ ଜାଣିଛନ୍ତି ଯେ ଖିଲାଡ଼ି ନମ୍ବର ଅକ୍ଷୟ କୁମାର ବଲିଉଡ ଜଗତ ବହୁତ୍ ବଡ କଳାକାର ଅଟନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ମଧ୍ୟ ଆସିଥାଏ । ଅକ୍ଷୟ କୁମାର ନିଜ ଷ୍ଟନ୍ତ ନିଜେ କରିବା ପଶନ୍ଦ କରନ୍ତି ଓ ତାଙ୍କ ରିଅଲ ହିରୋଗିରି ଅଭିନେତ୍ରୀ ମାନଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରିଥାଏ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କେତେ ହିରୋ ଇନ୍ ମାନେ ଅକ୍ଷୟ କୁମାର ସହ ସମ୍ପର୍କ ରଖିଥିଲେ କିନ୍ତୁ ତାହା ସମୟ ଆଗରୁ ଭାଙ୍ଗିଗଲା, ଆସନ୍ତୁ ଜାଣିବା ଅକ୍ଷୟଙ୍କ ଦିବାନି ମାନଙ୍କ ବିଷୟରେ ।

ଆଇସା ଯୁଲକା :

ଆପଣ ମାନେ ଆଇଶା ଜୁଲକାଙ୍କ ଅନେକ ଚଳଚ୍ଚିତ୍ର ଆପଣ ମାନେ ଦେଖିବାକୁ ପାଇଥିବା । ତାଙ୍କ ଅଭିନୟ ସହ ତାଙ୍କ ସୁନ୍ଦରତା ଦର୍ଶକ ମାନଙ୍କୁ ବହୁତ୍ ପଶନ୍ଦ ଆସିଥିଲା । ତେବେ ଅକ୍ଷୟ ଓ ଆଈସା ଗୋଟେ ସମୟରେ ବହୁତ୍ ଭଲ ସାଙ୍ଗ ଥିଲେ ଓ ତାଙ୍କ ସମ୍ପର୍କ ଦେଖି ସମସ୍ତଙ୍କୁ ଆଉ କିଛି ଅନୁଭବ ହେଉଥିଲା କିନ୍ତୁ ସମୟ ସହ ସବୁ ସମାପ୍ତ ହୋଇଗଲା ଓ ଦୁହିଁଙ୍କ ସମ୍ପର୍କ ମଧ୍ୟ ସରିଗଲା ।

ରେଖା :

ରେଖା ଅଭିନୟ ଦୁନିଆ ରାନି ଅଟନ୍ତି ତାଙ୍କ ଭଳି ସୁନ୍ଦର ଓ କଳାକାର ବହୁତ୍ କମ ଅଭିନେତ୍ରୀ ଅଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ରେଖା ବୀ କେବେ ଅକ୍ଷୟ କୁମାରଙ୍କୁ ଭଲ ପାଉଥିଲେ ତେବେ ଆପଣଙ୍କୁ ଭରସା ହବ ନାହିଁ କିନ୍ତୁ ଏହା ସତ ଅଟେ । ସେ ମଧ୍ୟ ଅକ୍ଷୟ କୁମାର ହୃଦୟ ବହୁତ୍ ପାଖକୁ ଯାଇଥିଲେ କିନ୍ତୁ ଘର କରି ପାରିଲେ ନାହିଁ ।

ଶିଳ୍ପା ସେଠି :

ଶିଳ୍ପା ସେଠିଙ୍କୁ କିଏ ଅବା ଜାଣି ନାହିଁ ଶିଳ୍ପା ସେଠି ନିଜ ସମୟରେ ଯେତେ ଲୋକଙ୍କ ମନ କିଣିଥିଲେ ଆଜି ତା ଠାରୁ ଅଧିକ ଲୋକ ତାଙ୍କ ଦିବାନା ଅଛନ୍ତି । ଶିଳ୍ପା ମଧ୍ୟ ଗୋଟେ ଟାଇମ୍ ରେ ଅକ୍ଷୟ କୁ ଭଲ ପାଉଥିଲେ କିନ୍ତୁ ଦୁହିଙ୍କ ପ୍ରେମ କଥା ସମସ୍ତେ ଜାଣିଥିଲେ କିନ୍ତୁ ଖବର ଅନୁଯାଇ ଅକ୍ଷୟ ଗୋଟେ ସମୟରେ ଶିଳ୍ପା ଓ ତ୍ୱୀଙ୍କଲ ଦୁହିଁଙ୍କୁ ଡେଟ୍ କରୁଥିଲେ ଯାହା ଜାଣିବା ପରେ ଶିଳ୍ପା ଅକ୍ଷୟ କୁ ଛାଡି ଦେଇଥିଲେ ।

ରବିନା ଟନଡନ :

ରବିନା ବହୁତ୍ ବଡ ଓ ସଫଳ ଅଭିନେତ୍ରୀ ଅଟନ୍ତି, ତାଙ୍କ ଡ୍ୟାନ୍ସ ଓ ତାଙ୍କ ଅଭିନୟ ଓ ସୁନ୍ଦରତା ର ଦୀବାନା ସମସ୍ତେ ଅଛନ୍ତି । ସେ ଖିଲାଡ଼ି ଅକ୍ଷୟ କୁମାର ସହ ପ୍ରେମ୍ ସମ୍ପର୍କରେ ଥିଲେ ଖବର ଅନୁଯାଇ ଦୁହିଁଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା ଓ ଦୁହେଁ ବହୁତ୍ ଖୁସିଥିଲି କିନ୍ତୁ କିଛି ସମୟ ପରେ ସବୁ ସରିଗଲା ।

Leave a Reply

Your email address will not be published. Required fields are marked *