କାଳି ଗାଈ କଳା ଘାସ ଖାଏ ବେକ ମୋଡି ଦେଲେ ଘରକୁ ଯାଏ ? ଏହାର ଉତ୍ତର କଣ ? ଏହା ସହ ଆହୁରି 15+ GK Quiz

ନମସ୍କାର ବନ୍ଧୁଗଣ, ପିଲାମାନଙ୍କର ଜ୍ଞାନ ବଢାଇବା ପାଇଁ ଆଜି ଆମେ କିଛି ଅଜଣା ପ୍ରଶ୍ନର ଉତ୍ତର ଆପଣ ମାନଙ୍କ ପାଇଁ ନେଇ ଆସିଛୁ । ଜ୍ଞାନ ଆହରଣ କରିବା ପାଇଁ ସମସ୍ତ ମାଧ୍ୟମକୁ ଅପଣାଇବା ଦରକାର । ଦୁନିଆ ଯେଭଳି କେଉଁଠି ସରିଛି ତାହା କେହି ଜାଣି ନାହାନ୍ତି ସେହିଭଳି ମନରେ ପ୍ରଶ୍ନ ସୃଷ୍ଟି ହେବା ମଧ୍ୟ କେବେ ସରିନଥାଏ । ଆଉ ସେହିସବୁ ପ୍ରଶ୍ନର ଉତ୍ତର ମଧ୍ୟରୁ କିଛି ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରିଯାଏ ଏହାର ଉତ୍ତର କଣ ? ଉତ୍ତର: ନିଆଁ ।

2- କ୍ଷୀରର ନାତି, ଦହି ଅ, ତୁମେ ତାକୁ କଞ୍ଚାରେ ପିଅ ନାଁଟା ତା କଣ କୁହ ? ଉତ୍ତର: ଲସି ।

3- ଏଘର ବୁଡି ସେ ଘରକୁ ଗଲା ବାଟରେ ପଡି ମରିଲା ? ଉତ୍ତର: ଗୋଡ ଖସିବା ।

4- ଘର କେରି ବାଟ କେଉଁଠି ? ଉତ୍ତର: ଶୀଳ ।

5- ଘରେ ସୋଇ ବାହାରେ ମୁଣ୍ଡ ଏହାର ଉତ୍ତର କଣ ? ଉତ୍ତର: ସୋଇକି ବାହା ଉପରେ ଉପରେ ମୁଣ୍ଡ ଦେବା ।

6- ସରଗରୁ ଆସିଲେ ଭାଇ ଭଉଣୀ ଚୋବାଇ ଗଲେ ବିରି ଗଅଣି ଏହାର ଉତ୍ତର କଣ ? ଉତ୍ତର: ଘୋରଣା ।

7- ସରଗରୁ ଆସିଲା ଟୋକାଟେ ତା ମୁଣ୍ଡରେ ଟୋପାଟା ଏହାର ଉତ୍ତର କଣ ? ଉତ୍ତର: ବିରି ।

8- ସରଗରୁ ଆସିଲା ବ୍ରାହ୍ମଣ ଜଣେ ତା ଦେହ ସାରା ପିଇତା ପଣେ ଏହାର ଉତ୍ତର କଣ ? ଉତ୍ତର: ମଶୁଣା ।

9- ହଳଦୀ ଗୁଲୁ ଗୁଲୁ ରାମ ରାଉତ ତା ପାଖକୁ ଗଲେ ମାଡ ବହୁତ ? ଉତ୍ତର: ବିରୁଡି ।

10- ଟାହିଆ ଉପରେ ଦଶ ଗୋଡ ତିନି ମୁଣ୍ଡ ଦେଖିବୁ କିରେ ବୋଇଆ ? ଉତ୍ତର: ହଳ ବଳଦ ।

11- ତୁ ଥିବୁ ଡାଳେ ମୁଁ ଥିବି ଜଳେ ଭେଟା ଭେଟି ହେବା ରୋଷେଇ ଶାଳେ ? ଉତ୍ତର: ଆମ୍ବ ଓ ମାଛ ।

12- ତୁ ଯେତେ ହଲାଉଛୁ ହଲା ମୁଁ ତଳେ ନପଡିଲେ ଗଲା ? ଉତ୍ତର: ଦୋଳି ।

13- ଯେତେ ମାଠିବୁ ମାଠେ ମୁଁ ସେଇ ଦରପଡା କାଠ ? ଉତ୍ତର: ଯେତେ ବୁଝେଇବେ ନ ବୁଝିବା ।

14- ଏଡିକି ଟିକେ ସିପାହୀ ପିଲା ପର୍ବତ ସଙ୍ଗେ ଲଢେଇ କଲା ? ଉତ୍ତର: ବାଜିରାଉତ ।

15- ଗୋଟିଏ ଘର ବାର ଦୁଆର ତିନି ଲୋକ ପ୍ରଚଳନ ଏହାର ଉତ୍ତର କଣ ? ଉତ୍ତର: ଘଣ୍ଟା ।

16- କାଳି ଗାଈ କଳା ଘାସ ଖାଏ ବେକ ମୋଡି ଦେଲେ ଘରକୁ ଯାଏ ? ଏହାର ଉତ୍ତର କଣ ? ଉତ୍ତର: ବାରିକ ଖୁର । ଆଶା କରୁଛୁ ଆଜିର ଆମର ଏହି ପ୍ରଶ୍ନ ଆପଣଙ୍କ ପାଇଁ ସାହାର୍ଯ୍ୟକାରୀ ହେବ । ତେଣୁ ଆମର ଏହି ପୋଷ୍ଟଟିକୁ ଲାଇକ କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *