କମ ବୟସରେ ହିଁ ବହୁତ ବଡ ହୋଇଯାଇଛନ୍ତି ଏହି ଅଭିନେତ୍ରୀ, ଶୀଘ୍ର ବଡ ହେବେ ବୋଲି ଏହି ଅଭିନେତ୍ରୀ ତ ନେଉଥିଲେ ଇଞ୍ଜେକସନ୍… ଦେଖନ୍ତୁ ଲିଷ୍ଟରେ ଅଛନ୍ତି କେଉଁ ଅଭିନେତ୍ରୀ

ବନ୍ଧୁଗଣ ପିଲା ଦିନକୁ ସମସ୍ତେ ବଞ୍ଚିବାକୁ ଚାହିଁ ଥାନ୍ତି । ଯଦି ଆପଣଙ୍କୁ ଆଉ ଥରେ ମୌକା ମିଳିବ ତେବେ ଆପଣ ନିଶ୍ଚୟ ପିଲା ଦିନକୁ ଫେରିବାକୁ ଚାହିଁବେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଭିନୟ ଦୁନିଆରେ ଗତ 2ରୁ 3 ବର୍ଷ ପୂର୍ବେ ଶିଶୁ କଳାକାର ଭାବେ ପରିଚିତ ଥିଲେ ଆଜି ସେମାନେ ବହୁତ ବଡ ହୋଇ ଯାଇଛନ୍ତି । ଏମିତି ଅନେକ କଳାକାର ଅଛନ୍ତି ଯେଉଁ ମାନେ କମ ବୟସରୁ ବଡ ଭଳି ଦେଖା ଯାଉଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଏକଦମରେ ବଡ ହୋଇ ଯାଇଛନ୍ତି ଆଉ ବୟସ ଅପେକ୍ଷା ବଡ ଲାଗୁଛନ୍ତି ।

1- ହର୍ଷାଲି ମଲହୋତ୍ରା : ଆମ ଲିଷ୍ଟର ପ୍ରଥମେ ଅଛନ୍ତି ଅଭିନେତ୍ରୀ ହର୍ଷାଲି ଯିଏ 2015ରେ “ବଜରଙ୍ଗୀ ଭାଇଜାନ” ଫିଲ୍ମରେ ଅଭିନେତା ସଲମାନ ଖାଙ୍କା ସହ ନଜର ଆସିଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର 8 ବର୍ଷ ତଇଲା । 2022 ବର୍ଷ ହିସାବରେ ତାଙ୍କୁ ବର୍ତ୍ତମାନ 14 ବର୍ଷ । ତାଙ୍କ ଫୋଟୋ ଦେଖିଲେ ଲାଗୁଛି ୟଙ୍ଗ ଓ ଆଡଲ୍ଟ ।

2- ପ୍ରାଚୀ କଦମ : ଆମ ଲିଷ୍ଟରେ ଦ୍ବିତୀଯରେ ଅଛନ୍ତି ପ୍ରାଚୀ କଦମ ଯିଏକୁ ସୋସିଆଲ ମିଡିଆରେ ଖୁବ ଛୋଟ ଭିଡିଓ କରି ଲୋକପ୍ରିୟ ହୋଇପାରିଛନ୍ତି । ସେ 2019ରେ ମଲାଲ ଫିଲ୍ମରେ ନଜର ଆସିଥିଲେ । ତାଙ୍କର ବୟସ 17 ହେଲେ ବି ସେ ବହୁତ ୟଙ୍ଗ ଲାଗୁଛନ୍ତି ।

3- ହଂସିକା ମୋତୱାନି : ଅଭିନେତ୍ରୀ ହଂସିକା ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ହେଲେ ବି ସେ ନିଜର କ୍ଯାରିୟର ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ । ସେ “ସାକାଲାକା ବୁମ ବୁମ” ରୁ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । “କୋଇ ମିଲ ଗୟା” ଫିଲ୍ମ ପରେ ସେ ଯେତେବେଳେ ତାଙ୍କର ସେକଣ୍ଡ ଫିଲ୍ମ କରିଥିଲେ ଷ୍ଟେବେଳେ ସେ ବହୁତ ବଡ ଦେଖାଯାଉଥିଲେ ବା ଶିଶୁରୁ ଆଡଲ୍ଟ ହୋଇଯାଇଥିଲେ, ତେବେ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏମିତି କରିବା ପାଇଆନ ସେ କିଛି Injection ମଧ୍ୟ ନେଇଥିଲେ ।

4- ଅଶନୁର କୋହର : ଅଭିନେତ୍ରୀ ଅଶନୁର କୋହର ଜଣାଶୁଣା ଟିଭି ଅଭିଏଣ୍ଟ୍ରି ଯିଏ ନିଜର କ୍ଯାରିୟର ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ । “ୟେ ଋସ୍ତା କ୍ଯା କେହଲତା ହେ”, “ଝାନ୍ସି ରାଣୀ” ସିରିଏଲର ଶିଶୁ ଭାବେ ନଜର ଆସିଥିଲେ । “ପଟିଆଲା ବେବ” ସିରିଏଲରେ ଅଭିନୟ କରିବା ସମୟରେ ଅଶନୁର ୟଙ୍ଗ ଓ ଆଡଲ୍ଟ ଦେଖାଜୁଥିଲେ ।

5- ରୁହାନିକା ଧୱନ : ଆମ ଲିଷ୍ଟର ପଞ୍ଚମରେ ଅଛନ୍ତି ଅଭିନେତ୍ରୀ ରୁହାନିକ ଧୱନ ଯିଏକି “ୟେ ହେ ମୋହବତେ” ସିରିଏଲରେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ଏହି ସିରିଳର ତାଙ୍କ ନାଁ ରୁହି ଥିଲା । ଏହି ସିରିଏଲ ଛାଡିବାର 4 ବର୍ଷ ହୋଇଗଲେ ବି ତାଙ୍କର ଲୁକରେ ବହୁତ ପରିବର୍ତ୍ତନ ଆସିଛି । କ୍ୟୁଟ ରୁହି ଏବେ ୟଙ୍ଗ ଓ ବଡ ହେବାରେ ଲାଗିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

6- ରିବା ଅରୋଡା : ଅଭିନେତ୍ରୀ ରିବା “ମମ, ଉଡି” ଭଳି ଫିଲ୍ମରେ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି । ଯେବେ ସେ “ଉଡି” ଫିଲ୍ମରେ କାମ କରିଥିଲେ ତାଙ୍କର ବୟସ 8 ବର୍ଷ ଥିଲା । ବର୍ତ୍ତମାନ ତାଙ୍କର ଲୁକ ଓ ବ୍ୟକ୍ତିତ୍ବ ବହୁତ ଅଲଗା ହୋଇଯାଇଛି ।

Leave a Reply

Your email address will not be published. Required fields are marked *