କମ କଥା କହୁଥିବା ଲୋକ ନିଶ୍ଚୟ ଦେଖନ୍ତୁ, ଆପଣଙ୍କ ଭିତରେ ଅଛି ଏହି ଖାସ ଗୁଣ- Chanakya Niti

ଆପଣଙ୍କ ଜୀବନରେ ଏମିତି କେହି ଜଣେ ବ୍ୟକ୍ତି ନିଶ୍ଚିନ୍ତ ଥିବେ ଯିଏ ବହୁତ କଥା କୁହନ୍ତି ଓ ଏମିତି ଲୋକଙ୍କ ଉପରେ ସମସ୍ତଙ୍କ ଧ୍ୟାନ ବହୁତ ଶୀଘ୍ର ଯାଇଥାଏ କିନ୍ତୁ କଣ ଆପଣ ଏମିତିଲୋକଙ୍କୁ ଜାଣିଛନ୍ତି ଯିଏ ବହୁତ କମ କଥା ହୁଅନ୍ତି, ତେବେ ଯଦି ଆପଣଙ୍କ ପାଖରେ ଏମିତି ଲୋକ ଅଛନ୍ତି ଯିଏ ବହୁତ କମ କଥା କୁହନ୍ତି, ତେବେ ଆସନ୍ତୁ ଜାଣିବା ସେ କେମିତିକା ଲୋକ ହୋଇଥାନ୍ତି ଓ ଚାଣକ୍ୟ ଏମିତି ଲୋକଙ୍କ ବିଷୟରେ କଣ କହିଛନ୍ତି ।

ରହସ୍ୟମୟ :

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ବହୁତ କମ କଥା ହଉଥିବା ଲୋକ ବହୁତ ରହସ୍ୟମୟ ସ୍ଵଭାବର ହୋଇଥାନ୍ତି ଏହି ଭଳି ବ୍ୟକ୍ତି ନିଜ ଜୀବନରେ କାହା ସହ ନିଜ ସୁଖ ଦୁଃଖ ବାଣ୍ଟିବା ପାଇଁ ବହୁତ ବିଚାର କରିଥାଏ । ତେବେ କମ କଥା ହଉଥିବା ଥିବା ବ୍ୟକ୍ତି ନିଜ ଭାବନାରେ ବୁଡି ରହିଥାଏ ।

Image Courtesy: Google

ମନ କଥା :

ପ୍ରାୟତଃ ଆପଣ ଦେଖିବାକୁ ପାଇବେ ଯେ ଏହି ଭଳି ଲୋକ ଯିଏ ବହୁତ କମ କଥା କୁହନ୍ତି ସେ ନିଜ ମନ କଥା ନିଜ ପରିବାର ବା ବୟଫ୍ରେଣ୍ଡ ବା ସ୍ବାମୀଙ୍କୁ କହିଥାନ୍ତି ଯାହା ଦ୍ଵାରା ତାଙ୍କ ମନ ଖୁସି ବା ଦୁଃଖ ବିଷୟରେ ଜଣା ପ୍ପଡିଥାଏ, ତେବେ ଏହି ଭଳି ବ୍ୟକ୍ତିଙ୍କ ମନରେ ଭଲ ଆସିଲେ ଭଲ ଓ ଖରାପ ଆସିଲେ ସତରେ ଖରାପ ହୋଇଥାଏ ଯାହା ପାଇଁ ସେ ବହୁତ ଡଋଥାନ୍ତି ।

Image Courtesy: Google

ପଜେଟିଭ ଓ କ୍ରିଏଟିଭ :

ବହୁତ ଲୋକ ଏମିତି ହୋଇଥାନ୍ତି ଯିଏ ନିଜ ଜୀବନରେ ବହୁତ ପଜେଟିଭ ହୋଇଥାନ୍ତି ଓ ୯୫% ଲୋକ ଯିଏ ବହୁତ କମ କଥା କୁହନ୍ତି ସେ ନିଜ ଜୀବନରେ ବହୁତ ପଜେଟିଭ ଭାବିଥାନ୍ତି । ଆପଣଙ୍କ ଜୀବନରେ ବହୁତ ଏମିତି ସମୟ ଆସିଥାଏ ଯେତେବେଳେ ଆପଣ ବହୁତ କିଛି ଚିନ୍ତା କରନ୍ତି କିନ୍ତୁ ଆପଣଙ୍କ ମନରେ ଥାଏ ଏଇଟା ଭଲ ହବ ଓ ତାହା ହୋଇଥାଏ । ତେବେ ଏହି ଭଳି ବ୍ୟକ୍ତି ଶାନ୍ତ ରହି ବହୁତ କିଛି ରଚନାତ୍ମକ ଚିନ୍ତା କରିଥାନ୍ତି ।

Image Courtesy: Google

ଧ୍ୟାନ ଦିଅନ୍ତି :

ଯେଉଁ ବ୍ୟକ୍ତି ନିଜ ଜୀବନରେ ବହୁତ କମ କଥା କୁହନ୍ତି ସେ ସବୁ ଛୋଟ ଛୋଟ କଥା ଉପରେ ଧ୍ୟାନ ଦିଅନ୍ତି । ଏହି ଭଳି ଲୋକ ନିଜ କଥା ଦ୍ଵାରା ଅନ୍ୟ ଲୋକଙ୍କୁ ଖୁସି କରିଥାନ୍ତି ।

ସମୟ :

ଏହି ଭଳି ଲୋକଙ୍କୁ କାହା ସହ ମିଶିବା ପାଇଁ ସମୟ ଲାଗିଥାଏ, ଏହି ଭଳି ଲୋକ କାହାକୁ ଦୁଃଖ ଦବା ପସନ୍ଦ କରନ୍ତି ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *