କଣ ଆପଣ ଜାଣିଛନ୍ତି ଅକ୍ଷୟ କୁମାରଙ୍କର ଏହି ପୁଅ ବିଷୟରେ – ଯିଏ ଆଜିକା ସମୟରେ ହେଉଛନ୍ତି ଛୋଟ ପରଦାର ମୋଷ୍ଟ ଡ୍ୟାସିଙ୍ଗ ଅଭିନେତା

ଆପଣଙ୍କୁ ଏହା ଶୁଣି ଆଶ୍ଚଜ୍ୟ ନିହାତି ହୋଇଥିବେ କି ଅକ୍ଷୟ କୁମାରଙ୍କର କେଉଁ ପୁଅ ଅଛନ୍ତି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତାହେଲେ ଟିକେ ଆପଣଙ୍କ ଦିମାକର ଘୋଡାକୁ ଦୌଡାନ୍ତୁ ଏବଂ ଭାବନ୍ତୁ କି ଅକ୍ଷୟ କୁମାରଙ୍କର ପୁଅ କିଏ ହେଇପାରନ୍ତି । ଆମେ ଆଜି ଆପଣଙ୍କୁ ଅକ୍ଷୟ ଙ୍କର ଏହି ପୁଅ ବିଷୟରେ କହିବାକୁ ଯାଉଛୁ କି ଯିଏ ଆଜିର ସମୟରେ ଛୋଟ ପରଦାରେ ଦେଖାଯାଉଥିବା ସବୁ ଅଭିନେତାଙ୍କ ଠାରୁ ସବୁଠାରୁ ଅଧିକ ହ୍ୟାଣ୍ଡସମ ଅଟନ୍ତି । ତାହେହେ ଆସନ୍ତୁ ଜାଣିବା ଅକ୍ଷୟ କୁମାର ଙ୍କର ଏହି ପୁଅଙ୍କ ବିଷୟରେ ।

ଅକ୍ଷୟ ଙ୍କର ଏହି ପୁଅର ଏହା ହେଉଛି ରାଜ

ଆପଣ ବହୁତ ଫିଲ୍ମରେ ଛୋଟ ଛୋଟ ପିଲାଙ୍କୁ ଅଭିନୟ କରୁଥିବାର ନିହାତି ଦେଖିଥିବେ । ଆପଣ ଜାଣି ଆଶ୍ଚଜ୍ୟ ହେବେ କି ଆମେ ଆଜି ଅକ୍ଷୟ ଙ୍କର ଯେଉଁ ପୁଅଙ୍କ କଥା କହୁଥିଲୁ ସେ ଅକ୍ଷୟ କୁମାର ଙ୍କର ଫିଲ୍ମ ପୁଅ ଅଟନ୍ତି ଯିଏ ତାଙ୍କ ସହିତ ଫିଲ୍ମ ‘ଜାନବର’ରେ ଛୋଟ ଅଭିନେତା ଭାବେ ଦେଖା ଦେଇଥିଲେ । ଏହି ଫିଲ୍ମରେ ଜଣେ ବାପାର ତା ପୁଅ ପ୍ରତି ଥିବା ପ୍ରେମକୁ ଦେଖାଇଛି ।

ଏହି ଫିଲ୍ମରେ ଅକ୍ଷୟଙ୍କର ପୁଅର ଭୂମିକାରେ ଯେଉଁ ପିଲା ଅଭିନୟ କରିଥିଲା ସେ ଆଜି ଛୋଟ ପରଦାରେ ସବୁଠାରୁ ଦେଖିବାକୁ ସୁନ୍ଦର ଦେଖାଯାଉଥିବା ଅଭିନେତା ଅଟନ୍ତି । ଫିଲ୍ମରେ ପୁରା କାହାଣୀ ଏହି ପୁଅର ନାମ ରାଜୁ ହୋଇଥିଲା ।

ଆଜି ସେଇ ରାଜୁ ହେଇଯାଇଛି ଜେଣ୍ଟେଲମ୍ୟାନ

ଅକ୍ଷୟଙ୍କର ଏହି ପୁଅର ନାମ ଆଦିତ୍ୟ କପାଡିଆ ଅଟେ ଯିଏ ଛୋଟ ପରଦାର ବହୁତ ସାରା ମଶହୁର ସିରିୟାଲରେ ଦେଖାଦେଇଛି । ଆଦିତ୍ୟଙ୍କୁ ନିଜର ସାକାଲାକା ବୁମବୁମ ,ସୋନପରି ,ଯଷ୍ଟ ମହୋବତେ ରେ ନିହାତି ଦେଖିଥିବେ । ଏହାଛଡା ବି ଆଦିତ୍ୟ ବହୁତ ସାରା ସିରିଏଲରେ ଦେଖା ଦେଇଛନ୍ତି ,ଆଦିତ୍ୟ ସତରେ ଅକ୍ଷୟଙ୍କ ପୁଅ ନଥିଲେ କିନ୍ତୁ ଆଜି ବି ଲୋକମାନେ ତାଙ୍କୁ ଅକ୍ଷୟ କୁମାରଙ୍କର ରିଲ ଲାଇଫ ପୁଅ ରୂପେ ଜାଣିଛନ୍ତି । ଏହି ଫିଲ୍ମ ପାଇଁ ଆଦିତ୍ୟଙ୍କୁ ଛୋଟ ଅଭିନେତାର ପୁରସ୍କାର ମିଳିଥିଲା ସେହି ସମୟ ହିଁ ଆଦିତ୍ୟଙ୍କ ପାଇଁ ଅଭିନୟର ସବୁ କବାଟ ଖୋଲି ଯାଇଥିଲା । ଛୋଟ ପରଦାରେ ଅଭିନୟ ଛଡା ଆଦିତ୍ୟ ବହୁତ ବଲିଉଡ ଫିଲ୍ମରେ ବି ଦେଖା ଦେଇଥିଲେ ।

Leave a Reply

Your email address will not be published. Required fields are marked *