କଣ ଆପଣବି ହେବାକୁ ଚହୁଁଛନ୍ତି କୋଟିପତି? ତେବେ କରନ୍ତୁ Feng Shui ର ଏହି ଉପାୟ- Vastu Tips

ଭାରତୀୟ ବାସ୍ତୁ ଶାସ୍ତ୍ରରେ ଚୀନ ବାସ୍ତୁ ଶାସ୍ତ୍ରରେ ବେଶୀ ଅନ୍ତର ନହିଁ । ପେଙ୍ଗସୁଇ ଚୀନ୍ର ବାସ୍ତୁ ଶାସ୍ତ୍ର ଅଟେ । ଏହାକୁ ଚୀନର ଦାର୍ଶନିକ ଜୀବନ ଶୈଳୀ ମଧ୍ୟ କୁହାଯାଏ । ଚୀନ ବାସ୍ତୁ ଶାସ୍ତ୍ରରେ ପଇସା, ସୁଖ ଶାନ୍ତି, ଓ ସଫଳ ସମ୍ବଦ୍ଧି ବହୁତ ଉପାୟ କୁହାଯାଇଛି । ଯଦି ଆପଣ ଚାହୁଁଛନ୍ତିକି ଆପଣଙ୍କ ଘରେ ସୁଖ ଶାନ୍ତିର ସହିତ ସମୃଦ୍ଧି ଆସୁ ତ ଆପଣ ପେଙ୍ଗ ସୁଇର ଏହି ସହଜ ଉପାୟକୁ ଆପଣେଇପାରିବେ ।

ମାଛକୁ ଯୋଡିକି ଘରେ ଲଟକାଇବା ଶୁଭ ମନାଯାଏ । କୁହାଯାଏକି ଏଥିରେ ଧନଲାଭ ସହିତ ଚାକିରିରେ ତରକି ମିଳିଥାଏ । ଲଭ ବାର୍ଡ ମଇଡରଣ ଡକ, ଭଳି ପକ୍ଷୀ ପ୍ରେମର ପ୍ରତୀକ ମାନନ୍ତି । ଏହି ପଖିମାନଙ୍କର ଯୋଡା ଘରେ ରଖିଲେ ଶୁଭ ହୋଇଥାଏ । ପେଙ୍ଗସୁଇ ଶାସ୍ତ୍ର ଅନୁସାରେ, ଏଥିରେ ବୈବାହିକ ଜୀବନ ଖୁସିଭରି ରହିଥାଏ ।

ଘରର ପୂର୍ବ ଉତରରେ ଝରଣା ରହିଲେ ଶୁଭ ହୋଇଥାଏ । ପେଙ୍ଗସୁଇ ଅନୁସାରେ ଏହି ପାଣିର ବହିବା ଘର ଆଡକୁ ହେଲେ ମା ଲକ୍ଷ୍ମୀଙ୍କ ସାଥ ସବୁବେଳେ ବନିଥାଏ । ଘରେ ନଦୀ ଝରଣାର ଫୋଟ ସବୁବେଳେ ଉତ୍ତର ଦିଗରେ ଲଗେଇବା ଉଚିତ । କେବେବି ହିଂଶ୍ର ଫୋଟ ଲଗାଇବା କଥା ନୁହେଁ । କୁହାଯାଏକି ଏଥିରୁ ନେଗେଟିଭ ଏନର୍ଜି ଆସିଥାଏ ।

ଯଦି ଆପଣଙ୍କ ଅଫିସରେ ବଡ ହଲ ଅଛି ପେଙ୍ଗ ସୁଇ ଅନୁସାରେ , ସେଠାରେ ଧାତୁରେ ବନିଥିବା କିଛି ଜିନିଷ ରଖିବା ଶୁଭ ହୋଇଥାଏ । କୁହାଯାଏକି ଏଥିରେ ତରକିରେ ବାଧା ଆସିନଥାଏ । ଫେଙ୍ଗ ସୁଇ ଅନୁସାରେ ଘରେ କଳା କଇଁଛ, ଲାଲ ପକ୍ଷୀ, ଧଳା ବାଘ ବା ଡ୍ରାଗନର ଫୋଟୋ ଘରେ ରହିଲେ ଶୁଭ ହୋଇଥାଏ ।

କୁହାଯାଏକି ଘରେ ନେଗେଟିଭ ଏନର୍ଜି ପ୍ରବେଶ କରିପାରେ ନହିଁ । ଫେଙ୍ଗସୁଇ ଅନୁସାରେ, ସବୁଜ ରଙ୍ଗର ଗଛକୁ ମାଟିର ପାତ୍ରରେ ଘର ଭିତରେ ପୂର୍ବ ଦିଗରେ ରଖିବା ଉଚିତ । ଏମିତି କରିବା ଦ୍ଵାରା ଘରେ ସୁଖ ଶାନ୍ତି ଓ ଖୁସି ଆସିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *