କଣ BMC ଆଗରେ ହାରିଗଲେ କି kishore Bhaina!

ନମସ୍କାର ବନ୍ଧୁଗଣ, ଦିନ ଥିଲା କିଶୋର ଭାଇନା ଙ୍କ ମଟନ ହୋଟେଲ କୁ ହଜାର ହଜାର ଲୋକେ ଖାଇବାକୁ ଆସୁଥିଲେ । ଲୋକ ମାନଙ୍କର ଗଜଳି ଯମୁଥିଲା କିଶୋର ଭାଇନା ଙ୍କ ମଟନ ତରକାରୀ ଖାଇବାକୁ । କିନ୍ତୁ ବିମେଷୀ ଗତ କିଛି ଦିନ ତଳେ ତାଙ୍କ ଦୋକାନ ଉପରେ ଚଢାଉ କରିଥିଲା ଆଉ ଏକ୍ସପାରି ଜିନିଷ ର ବ୍ୟବହାର କରିବାର ସୂଚନା ଦେଇଥିଲା । ଯାହା ପାଇଁ କିଶୋର ଭାଇନା ଙ୍କ ହୋଟେଲ କୁ ରଦ୍ଦ କରାଯିବା ସହ ବନ୍ଦ ମଧ୍ୟ ରଖା ଯାଇଥିଲା ।

କିନ୍ତୁ ଆଉ ଆଜି ସେଠାରେ ଏକ ପାର୍କ ହୋଇ ଯାଇଛି ଯେଉଁଠି ଏକ ଓପନ ଜିମ ସେଣ୍ଟର ମଧ୍ୟ ଖୋଲା ଯାଇଛି । ସେଠାରେ ଲୋକ ମାନେ ଏକ୍ସସାଇଜ କରିବେ ଆଉ ଇଭନିଙ୍ଗ ୱାର୍କ ମଧ୍ୟ କରିବେ । ମର୍ନିଙ୍ଗ ୱାର୍କ ମଧ୍ୟ କରି ପାରିବେ । ତେବେ ବିଏମସୀ ଙ୍କ ଆଗରେ ହାରି ଯାଇଛନ୍ତି କିଶୋର ଭାଇନା । ଯେଉଁଠି ବିଏମସୀ କିଶୋର ଭାଇନା ଙ୍କ କୌଣସି କଥା ଶୁଣି ନ ଥିଲେ । କିଶୋର ଭାଇନା କହିଲେ ମୋର କିଛି ବି ଭୁଲ ନାହି । ଫୁଡ ଦୋକାନ ଯେମିତି ହେବ କଥା ମୁଁ କରିଛି ଆଉ ମୁଁ ଫୁଡ ଲାଇସେନ୍ସ ମଧ୍ୟ କରିଛି ।

ତେବେ ବିଏମସି କିଶୋର ଭାଇନା ଙ୍କ କଥା ସବୁ ଖଣ୍ଡନ କରି ଦେଇଥିଲେ । ସେ କହିଥିଲେ ତୁମ ଫୁଡ ଲାଇସେନ୍ସ ଋଜେକ୍ଟ କରା ଯାଇଛି ତୁମ ଲାଇସେନ୍ସ ଋନୂଆଲ କରି ନାହଁ ଆଉ ରେଜିଷ୍ଟ୍ରେଶନ କୁ ମଧ୍ୟ କ୍ୟାନ୍ସଲ କରା ଯାଇଛି । କିଶୋର ଭାଇନା କହିଥିଲେ ମୁଁ ମଟନ ତରକାରୀ ରେ ଟମାଟୋ ସକ୍ସ ବ୍ୟବହାର କରେ ନାହି କିନ୍ତୁ ତାଙ୍କର ଏକ୍ସପାରି ଟମାଟୋ ସକ୍ସ ଓ ମସାଲା ବ୍ୟବହାର କରୁଥିଲେ ବୋଲି ତାହା ବିଏମସୀ ମଧ୍ୟ ଖଣ୍ଡନ କରିଥିଲେ । ଏମିତିକି ବିଏମସି କିଶୋର ଭାଇନା ଙ୍କ ଦୋକାନ କୁ ବୁଲ୍ଦୋଜର ଲଗାଇ ଭାଙ୍ଗି ଦେଇଥିଲା ।

ଦର୍ଶକ ବନ୍ଧୁ ପ୍ରଶାସନ ଆଗରେ ସିନା କିଶୋର ଭାଇନା ହାରି ଯାଇଛନ୍ତି କାରଣ ସେ ସରକାରୀ ଜାଗାରେ ଦୋକାନ ଖୋଲିଥିଲେ । କିନ୍ତୁ ତାଙ୍କର ଯେଉଁ କୌଶଳ ବା ମଟନ ରୋଷେଇ କାଇଦା ତାହା କେହି ବି ଛଡାଇ ପାରିବେ ନାହି । ସେ ଯେଉଁଠି ବୋ ଦୋକାନ ଦେବେ ଲୋକେ ସେଠାକୁ ଖାଇବାକୁ ନିଶ୍ଚୟ ଯିବେ । ତେବେ ଏହି କଥା ସମସ୍ତେ କହୁଛନ୍ତି । କାରଣ ଯିଏ ଥରେ କିଶୋର ଭାଇନା ଙ୍କ ମଟନ ଖାଇଛି ସେ ତାର ଟେଷ୍ଟ ଆଉ ବାସନା ଖୁବ ଭଲ ଜାଣିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *