ତାରାତାରଣୀ ମନ୍ଦିରରେ ଲାଗିଲା ଭୟଙ୍କର ନିଆଁ, କଣ ଏହା କୌଣସି ବିପଦ ଆସିବାର ସଂକେତ ? ଦେଖନ୍ତୁ Video

ଓଡିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ତାରାତାରଣୀ ଶକ୍ତିପୀଠ ମନ୍ଦିର ଅଛି । ଏହା ଓଡିଶାର ସବୁଠୁ ଅଧିକ ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଏଠି ସବୁଦିନ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥାଏ । ଶ୍ରଦ୍ଧାଳୁମାନେ ଏହି ମନ୍ଦିରକୁ ଆସି ମା ଙ୍କୁ ନିଜର ମନୋସ୍କମାନା କହିଥାନ୍ତି । ଭକ୍ତମାନଙ୍କର ଦୁଃଖକୁ ବି ମା ଶୁଣିଥାନ୍ତି । କିନ୍ତୁ ବର୍ତ୍ତମାନ ଏକ ବହୁତ ବଡ ଖବର ତାରାତାରଣୀ ମନ୍ଦିରରୁ ଆସୁଛି । କୁହାଯାଉଛି କି ତାରାତାରଣୀ ମନ୍ଦିର ମଧ୍ୟରେ ନିଆଁ ଲାଗି ଯାଇଛି ।

ଏହି ନିଆଁ ଅତି ଭୟଙ୍କର ଅଟେ । ନିଆଁକୁ ଆୟତ କରିବା ପାଇଁ ଅଗ୍ନିସମ ବିଭାଗ ମଧ୍ୟ ମନ୍ଦିରକୁ ପହଞ୍ଚି ଯାଇଛନ୍ତି । ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀନଅକା ମନ୍ଦିରରେ ଆଜି ସବୁଠୁ ବଡ ଅଘଟଣ ଘଟି ଯାଇଛି ।

ଯେମିତି କି ଆପଣ ଅମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ନବରାତ୍ରି ପର୍ବ ଚାଲିଛି । ଏହି କ୍ରମରେ ସବୁ ଦେବୀ ଦେବତାଙ୍କ ମନ୍ଦିରରେ ପୂଜା ଚାଲିଛି ଓ ଭକ୍ତମାନେ ବି ସବୁ ମନ୍ଦିରକୁ ଯାଇ ଭଗବାନଙ୍କ ଆଶୀର୍ବାଦ ଗ୍ରହଣ କରଛନ୍ତି । ଆଜି ବି ତାରାତାରିଣୀ ମନ୍ଦିରରକୁ ଭକ୍ତମାନେ ମା ଙ୍କ ଦର୍ଶନ ନିମନ୍ତେ ଯାଇଛନ୍ତି । କିନ୍ତୁ ଆଜି ମାଆ ଙ୍କ ନବରାତ୍ରି ପୂଜା ଚାଲିଥିବା ସମୟରେ ମନ୍ଦିରର ଦୀପ ଘରେ ଅଚାନକ ନିଆଁ ଲାଗିଗଲା ।

ଏହା ପରେ ସେହି ସ୍ଥାନରେ ହଙ୍ଗମା ହୋଇଗଲେ । ସମସ୍ତେ ସେହି ସ୍ଥାନରୁ ଅଳ୍ପ ଦୂରକୁ ଚାଲିଗଲେ । କିଛି ଲୋକମାନେ ସେହି ନିଆଁ ଲିଭାଇବାକୁ ଚେଷ୍ଟା ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ଅଗ୍ନିସମ ବିଭାଗକୁ ସୂଚନା ଦିଆଗଲା ।

 

ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର ଅଧିକାରୀମାନେ ମନ୍ଦିରକୁ ଯାଇ ମନ୍ଦିରରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । କହିଦେଉଛୁ କି ନବରାତ୍ରି ସମୟରେ ମା ଙ୍କୁ ଦର୍ଶନ କରିବା ନିମନ୍ତେ ଦେଶର ପ୍ରତ୍ୟକ କୋଣ ଅନୁକୋଣରୁ ଭକ୍ତମାନେ ଆସିଥାନ୍ତି ଏହି ମନ୍ଦିର ମଧ୍ୟରେ ଦୀପ ପ୍ରଜ୍ଵଳିତ କରିଥାନ୍ତି ।

କିନ୍ତୁ ଆଜି ସେହି ମନ୍ଦିରରେ ନିଆଁ ଲାଗି ଯାଇଛି । ଯାହାକି ଏକ ଅଶୁଭ ଘଟଣା ଅଟେ । ଯେମିତି କି ଆପଣ ସମସ୍ତେ ଦୃଶ୍ୟରେ ଦେଖି ପାରୁଥିବେ କି ମନ୍ଦିରର ସବୁ ଝରକା ଓ କବାଟରୁ କେବଳ କଳା କଳା ଧୂଆଁ ବାହାରୁଛି । କିନ୍ତୁ ଅଗ୍ନିସମ ବିଭାଗ ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟ ପଟେ ଏହି ନିଆଁରେ କାହାର କୌଣସି କ୍ଷତି ହୋଇ ନାହିଁ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *