କଣ ପାଇଁ ମହିଳାଙ୍କ ମଧ୍ୟରେ ସଂଭୋଗ କରିବା ଇଛା ସମାପ୍ତ ହୋଇଯାଏ ? ଏହା ପଛରେ ଅଛି ଏହି ବଡ କାରଣ…

ଚିନ୍ତା ଓ ଥକାନ ପରେ ସଂଭୋଗ କରିବା ଇଛା କମିବା ସାଧାରଣ କଥା ଅଟେ, କିନ୍ତୁ ବହୁତ ସମୟ ଧରି ସଂଭୋଗ କରିବା ଇଛା ନହବା ଚିନ୍ତାଜଣକ କଥା ଅଟେ । ଏହି ସମସ୍ଯାକୁ ହାଇପୋଏକଟିବ ସେକସୁଅଲ ଡିଜାୟର ଡିଶଆର୍ଡର କୁହାଯାଏ ଓ ଏହି ସମସ୍ଯା ସବୁଠାରୁ ଅଧିକ ମହିଳାଙ୍କ ଭିତରେ ଅଧିକ ଦେଖିବାକୁ ମିଳିଥାଏ । ଆମ ଭାରତ ବର୍ଷରେ ଏବେ ବି ସଂଭୋଗ କଥା ଖୋଲିକି କେହି କିଛି କହିବାକୁ ପସନ୍ଦ କରନ୍ତି ନାହିଁ ।

ପ୍ରାୟତଃ ମହିଳାମାନେ ଏହି ଭଳି ସମସ୍ଯାକୁ ଇଗନୋର କରିଥାନ୍ତି ଓ ଡକ୍ଟର ପାଖକୁ ଯିବାକୁ ଇଛା କରନ୍ତି ନାହିଁ, ତେବେ ଆସନ୍ତୁ ଜାଣିବା ଏହି ସମସ୍ଯା ବିଷୟରେ ବିସ୍ତାର ସହ ଓ ଏହା କେମିତି ହୋଇଥାଏ ତାହା ବିଷୟରେ ମଧ୍ୟ । ହାଇପୋଏକଟିବ ସେକସୁଅଲ ଡିଜାୟର ଡିଶଆର୍ଡର ମହିଳାଙ୍କ ଭିତରେ ସାମାନ୍ଯ କଥା ଅଟେ । ଏହି ସମସ୍ଯାରେ ମହିଳାଙ୍କ ସଂଭୋଗ ଇଛା ସମାପ୍ତ ହୋଇଯାଇଥାଏ ।

Image Courtesy: Google

ଯେଉଁ ମହିଳାଙ୍କୁ ଏହି ଭଳି ସମସ୍ଯା ହୋଇଥାଏ ତାଙ୍କୁ କୌଣସି ସଂଭୋଗ କାର୍ଯ୍ୟରେ ଇଛା ଲାଗେ ନାହିଁ, ତାଙ୍କ ସଂଭୋଗ କରିବା ଅନୁଭବ ମଧ୍ୟ ସମାପ୍ତ ହୋଇଥାଏ । ଏହି ସମସ୍ଯା ପାଇଁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଦୂରତା ଉତ୍ପନ ହୋଇଥାଏ । ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ ମେନୋପୋଜ ହେଲା ପରେ ମହିଳାଙ୍କ ଭିତରେ ସଂଭୋଗ ଇଛା ଆପେ ଆପେ କମି ଯାଇଥାଏ ।

Image Courtesy: Google

ତେବେ ଏହି ରୋଗ ବହୁତ କାରଣ ପାଇଁ ହୋଇଥାଏ ଯେମିତିକି ଔଷଧ, ଚିନ୍ତା, ଡିପ୍ରେସନ, ଗର୍ଭବତୀ ବା ସ୍ଵାମୀ ସ୍ତ୍ରୀ ମଧ୍ୟରେ ହୋଇଥିବା ଚିନ୍ତା ପାଇଁ ଏହି ରୋଗ ହୋଇଥାଏ । ସାମାନ୍ଯ ସଂଭୋଗ କରିବାର କୌଣସି ପରିଭାଷା ନାହିଁ କାହିଁକିନା ସବୁ ବ୍ୟକ୍ତି ଉପରେ ଅଲଗା ଅଲଗା ନିର୍ଭର କରିଥାଏ, ତେବେ ଏହା କାରଣ କେବଳ ଆପଣଙ୍କୁ ଜଣା ପଡିଥାଏ କାହିଁକିନା ଆପଣଙ୍କ ସଂଭୋଗରେ କେବେ ଇଛା ହଉ ନାହିଁ ତାହା କେବଳ ଆପନାଙ୍କୁ ଜଣା ପଡିଥାଏ ।

Image Courtesy: Google

ମହିଳାମାନେ ଡକ୍ଟର ଚିକିତ୍ସା ଦ୍ଵାରା ନିଜ ଏହି ସମସ୍ଯା ଦୂର କରି ପାରିବେ :

ଯଦି ଆପଣଙ୍କୁ ହାଇପୋଏକଟିବ ସେକସୁଅଲ ଡିଜାୟର ଡିଶଆର୍ଡର ଅନୁଭବ ହେଉଛି ତେବେ ଆପଣଙ୍କୁ ବିନା କୌଣସି ସଙ୍କୋଚ ଡକ୍ଟର ପାଖକୁ ଯାନ୍ତୁ ଓ ନିଜ ସବୁ ଅସୁବିଧା କୁହନ୍ତୁ, ଏହା ଛଡା ପ୍ରି ମେନୋପୋଜ ସ୍ଥିତିରେ ମହିଳାଙ୍କୁ ଡକ୍ଟର ପାଖରେ ଯାଇ ଚିକିତ୍ସା ନବା ଆବଶ୍ୟକ ଅଟେ ।

Image Courtesy: Google

ଡକ୍ଟର ଔଷଧ ଓ ମନୋବୈଜ୍ଞାନିକ ଥେରେପି ଦ୍ଵାରା ନିଜ ଏହି ରୋଗ ଦୂର କରି ପାରିବେ । ତେବେ ଏହା ଦେଖା ଯାଇଛି ଯେ ମନୋବୈଜ୍ଞାନିକ ଥେରେପି ଦ୍ଵାରା ମହିଳାଙ୍କ ଉପରେ ବହୁତ ପ୍ରଭାବ ପଡିଥାଏ । ସଂଭୋଗ ଚିକିତ୍ସକ ସାହାଜ୍ଯ ଦ୍ଵାରା ଆପଣ ନିଜ ଆତ୍ମବିଶ୍ଵାସ ଫେରି ପାଇ ପାରିବେ ଓ ଆପଣଙ୍କ ଜୀବନରେ ଆଉଥରେ ରୋମାନ୍ସ ଫେରି ଆସିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *