ପୁଅର ଏହିଭଳି କାମ ପାଇଁ ଏବେ ଟ୍ରୋଲ ହେଉଛନ୍ତି SRK… ଦେଖନ୍ତୁ Aryanଙ୍କୁ ମିଳିବ ବେଲ ନା ଯିବେ ଜେଲ?

ମୁମ୍ବାଇ ପାର୍ଟି ଡ୍ର-ଗ୍ସ କୃଜ ମାମଲାରେ ବାଦଶା କିଙ୍ଗ ଖାନଙ୍କ ପୁଅଙ୍କୁ ବେଳ ମିଳିବ ନା ଜେ-ଲ ଯିବେ । ଆଜି ୧୧ ଟାରେ ଏହା ଉପରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି । ଗତକାଲି ମୁବବାଇ କୌ-ର୍ଟ ଅର୍ୟନ ଖାନଙ୍କ ସମେତ ୮ ଅ-ଭି-ଯୁ-କ୍ତ-ଙ୍କୁ ୧୪ ଦିନିଆ ବିଚାର ବିଭାଗ ହା-ଜ-ତକୁ ପଠାଇ ଦେଇଥିବା ବେଳେ ଅ-ବି-ଯୁ-କ୍ତ-ଙ୍କ ଜା-ମି-ନ ପାଇଁ ଆବେଦନ କରାଯାଇଛି । ରି-ମା-ଣ୍ଡ ଅବଧି ସାରିବା ପରେ ଅର୍ୟନ ସମେତ ଆଠ ଜଣଙ୍କୁ ଗତ କାଲୀ କୋ-ର୍ଟ-ରେ ହଜାର କରଯାଇଥିଲା ।


ଡ୍ର-ଗ୍ସ କରିବାରରରେ ବିଦେଶୀ ଲିଙ୍କ ସ-ମ୍ବ-ନ୍ଧ-ରେ ତଥ୍ୟ ହାସଲ ପାଇଁ ଅ-ବିଯୁ-କ୍ତ-ଙ୍କୁ ଅଧିକ ଚାରିଦିନ ରି-ମା-ଣ୍ଡ ପାଇଁ ଏନସିବୀ ପକ୍ଷରୁ କୋ-ର୍ଟ-ରେ ଆବେଦନ କରଯାଇଥିଲା । ହେଲେ କୋ-ର୍ଟ ଏଥି ପାଇଁ ଅନୁମତି ଦେଇ ନାହାନ୍ତି । ତାଙ୍କୁ ବେ-ଲ ମିଳିବ ନା ଜେ-ଲ ଯିବେ । ଯଦି ଆମେ ଭାରତରେ ଡ୍ର-ଗ୍ସ କାରୋବାର ଉପରେ ଧଇଁ ଦେବା ଭାରତରେ ଚାରି କୋଟି ଲୋକ ଡ୍ର-ଗ୍ସ ବ୍ୟଭର କରିଛନ୍ତି । ଯେଉଁ ଡ୍ର-ଗ୍ସ ଚାରିକୋଟି ଲୋକ ନିଅନ୍ତି ତା ଭିତରୁ ୮୭ ପ୍ରତିଶତ ଯୁବପିଢି ବା ଯେଉଁ ମାନଙ୍କର ବୟସ ୧୮ ରୁ ୩୫ ବର୍ଷ ବୟସ ଭିତରେ ।

ଏବଂ ଏମାନଙ୍କ ସଂଖ୍ୟା ହେଉଛି ସାଢେ ତିନିକୋଟି । ଏହି ସଂଖ୍ୟା ଅଷ୍ଟ୍ରେଲିଆ ଜନ ସଂଖ୍ୟା ଅଧିକ ଅର୍ଥାତସମଗ୍ର ଅଷ୍ଟ୍ରେଲିଆରେ ଯେତେ ଲୋକ ରୁହନ୍ତି ଭାରତର ଯୁବ ପିଢୀ ସେତିକି ଡ୍ର-ଗ୍ସ ନିଅନ୍ତି । ଏହା ନିଶ୍ଚିତ ଭାବରେ ଚିନ୍ତା ଜନକ ବିଷୟ । ଏବେ ସବୁଠୁ ଗୁରୁତ୍ଵ ପୂର୍ଣା କଥା ହେଉଛି ଅର୍ୟନ ଖାନଙ୍କର ଡ୍ର-ଗ୍ସ ଲି-ଙ୍କ ସାମନାକୁ ଆସିଲା ପରେ ପୁରା ବଲିଉଡ ନୁହେଁ ପୁରା ଦୁନିଆ ସ୍ତବ୍ଧ ହୋଇଯାଇଛି ।

ବର୍ତମାନ ଅର୍ୟନ ମଧ୍ୟ ବହୁତ ଚ-ର୍ଚା-ରେ ଅଛନ୍ତି । କିଛି ଲୋକ ଗି-ର-ଫ ହୋଇଛନ୍ତି ତାଙ୍କ ଭିତରେ ମୁନମୁନ ଧମେଚା ପ୍ରଥମ ଆସୁଛନ୍ତି । କାରଣ ସେଇ ଦିନ ମୁନ ମୁନ ଧମେଚାଙ୍କୁ ମଧ୍ୟ ଗି-ର-ଫ କରଯାଇଥିଲା । ସେ ମଧ୍ୟ ପ୍ରଦେଶର ଗୋଟିଏ ନାମକରା ମଡେଲ ।

ଅରବାଜ , ଅର୍ୟନ ଓ ଶ୍ରେୟସ ନାୟାର ଗୋଟିଏ ସ୍କୁଲରେ ପାଠ ପଢୁଥିଲେ । କୃଜ ରେ ପାର୍ଟି ଚାଲିଥିବା ବେଳେ ସେମାନେ ସେହି ପରତିରେ ଯାଇଥିଲେ ଆଉ ତାଙ୍କ ପକ୍ଷରୁ ବହୁତ ପ୍ରକାର ଡ୍ର-ଗ୍ସ ମଧ୍ୟ ମିଳିଥିଲା । ଆଉ ତାଙ୍କୁ ଏସ୍ସିବିଙ୍କ ଦ୍ୱାରା ସେଠାରୁ ଆ-ରେ-ଷ୍ଟ କରଯାଇଥିଲା ।

Leave a Reply

Your email address will not be published. Required fields are marked *