କଣ କରୋନା Vaccine Boosterର ଆବଶ୍ୟକ ପଡିବ ଆମକୁ ? Dr. V.K Mishra

କରୋନା ବର୍ତମାନ ପୁରା ଦେଶରେ ମାଡି ଚାଲିଲାଣି ଯାହା ଦ୍ଵାରା ବୁଢା ଆଉ ଯୁବା ମାନେ ଶିକାର ହାଉଥିଲେ କିନ୍ତୁ ବର୍ତମାନ ଛୁଆଙ୍କୁ ମଧ୍ୟ କରୋନା ହେଇ ଯାଉଛି ଔ ଛୁଆଙ୍କ ପାଇଁ ଏହା ବହୁତ ଭୟଙ୍କର ଅଟେ । ତେବେ କରୋନା ବର୍ତମାନ ସମୟରେ ଏତେ ପରିମାଣରେ ବଢି ବଢି ଯାଉଛି,

ଯେ ଏହାକୁ ଅଟକାଇବା ବହୁତ ଅସମ୍ଭବ ହୋଇ ଚାଲିଛି ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ବର୍ତମାନ କୌଣସି ହସ୍ପିଟଲରେ ବେଡ ପାଇବା ମଧ୍ୟ ବହୁତ କଷ୍ଟକର କାହିଁକିନା ହସ୍ପିଟଲ ମାନଙ୍କରେ ବେଡ ଫୁଲ ଅଛି । ତେବେ ଏହି ପରିସ୍ଥିତିରେ ବହୁତ ବଡ ପ୍ରଶ୍ନ ଏହା ଅଟେ ଯେ କଣ ଭ୍ୟାକ୍ସିନ ଆମକୁ କରୋନା ଠାରୁ ବଞ୍ଚାଇ ପାରିବ ଯଦି ହଁ ତେବେ କଣ ଆମକୁ ଭ୍ୟାକ୍ସିନ ବୁଷ୍ଟର ଆବଶ୍ୟକ ହବ ନା ନାହିଁ ?

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଡକ୍ଟର ଆଉ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଭ୍ୟାକ୍ସିନ ଆମ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରୁଛି ଯାହା ଦ୍ଵାରା ଆମ ଶରୀର ଶକ୍ତିଶାଳୀ ଅନୁଭବ କରୁଛି ଆଉ ଭ୍ୟାକ୍ସିନ ଆଉ ସତର୍କତା ରଖିଲେ ଆମକୁ କରୋନା ଭଳି ଭୟଙ୍କର ରୋଗ ହବ ନାହିଁ କିନ୍ତୁ ଭାୟକାଶିନ ଗୋଟେ ଲେବଲ ପର୍ଯ୍ୟନ୍ତ ବଢିକି ଆପଣଙ୍କ ଶକ୍ତି ବଢାଇବ ତା ପରେ ଏହା କମିବାକୁ ଲାଗିଥାଏ ଆଉ ଏହା ପରେ ଆପଣଙ୍କ ଶରୀର ଶକ୍ତି କମିବାକୁ ଲାଗିବ ଯାହା ପରେ ଆପଣଙ୍କୁ କରୋନା ଅଟାକ କରି ପାରେ ।

ତେବେ ଏହି ଅସୁବିଧା ପାଇଁ ବହୁତ କମ୍ପାନୀ କିଛି ନୂଆ ଆଇଡିଆ ଆଣିଛନ୍ତି ସେ ଗୋଟେ ନୂଆ ଭ୍ୟାକ୍ସିନ ନିର୍ମାଣ କରିଛନ୍ତି ଯାହା ବର୍ତମାନ ଆପୃଭ ହୋଇ ନାହିଁ ପ୍ରୋସେସିଂ ଚାଲିଛି । ଏହି ଭ୍ୟାକ୍ସିନରେ ଗୋଟେ ଡୋଜ ଭ୍ୟାକ୍ସିନ ତା ପରେ ଆଣ୍ଟିଜେଣ ତା ପରେ ବୁଷ୍ଟର ପକା ଯାଉଛି ଯାହା ଦ୍ଵାରା ଏହା ଆମ ଶରୀରରେ ରହିକି ଆମ ଶରୀର ରୋଗ ପ୍ରତି ରୋଧକ କ୍ଷୟମତାକୁ ସମୟ ଅନୁଯାଇ ବଢାଇବାରେ ସାହାଯ୍ୟ କରିବ ।

ନୂଆ ଭାଇରସରେ ଆପଣଙ୍କୁ ଭେଡ଼ିଏଣ୍ଟ ଇଣ୍ଟରେଷ୍ଟ, ଭେଡ଼ିଏଣ୍ଟ କଂସାର୍ନ ଆଉ ଭାରିଏଣ୍ଟ ଅଫ ହାଇ କାନସିକୱେନସେସ ମଧ୍ୟ ଦେଖିବାକୁ ମିଳିବ । ତେବେ ଏହା ଠାରୁ ଲଢିବା ପାଇଁ ତା ଅନୁଯାଇ ଶକ୍ତିଶାଳୀ ହବାକୁ ହବ ନଚେତ ବଞ୍ଚିବାର କିଛି ରାସ୍ତା ରହିବ ନାହିଁ । ଡକ୍ଟର ମାନଙ୍କ କହିବା ଅନୁଯାଇ ଆମ ରୋଗ ପ୍ରତି ରୋଧକ କ୍ଷମତା କମିଲେ ଆମ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ଦେଖିବାକୁ ମିଳିବ ସେଥିପାଇଁ ଏହା ଆଶଙ୍କା କରା ଯାଉଛି ଯେ ପ୍ରତି ବର୍ଷ ହେଇ ପାରେ ଆପଣଙ୍କୁ ଭ୍ୟାକ୍ସିନ

ଲଗାଇବାକୁ ହବ ନଚେତ ଭ୍ୟାକ୍ସିନ ପାଇଁ ବୁଷ୍ଟର ମଧ୍ୟ ବ୍ୟବହାର କରିବାକୁ ହବ ଯାହା ଦ୍ଵାରା ଆପଣଙ୍କ ଇମୁନିଟି ବୁଷ୍ଟ ହେଉ ଆଉ ଆପଣଙ୍କୁ କୌଣସି ପ୍ରକାର ଭୂତାଣୁ ଶିକାର ନକରୁ । ତେବେ ଭୂତାଣୁ ମଧ୍ୟ ନିଜ ରୂପ ବଦଲୁଚି ଯାହା ପାଇଁ ଆସନ୍ତା ସମୟ ବୁଷ୍ଟର ବହୁତ ଆବଶ୍ୟକ ପଡି ପାରେ ।

ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ସଚେତନ ପାଇଁ ଏହାକୁ ସେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *