ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି ଏହି ନାମର ଝିଅମାନେ- Jyotisha Shastra

ଦୁନିଆରେ ସମସ୍ତେ କେବେ ନା କେବେ କାହା ଠାରୁ ଧୋକା ଖାଇଥାନ୍ତି ସେ ସାଙ୍ଗ ଦେଇଥାନ୍ତୁ ବା ପ୍ରେମିକା ବା ନିଜ ପରିଜନ ମାନେ କିନ୍ତୁ କଣ ଆପଣ ଜାଣିଛନ୍ତି ଧୋକା ଖାଇବା କେତେ କଷ୍ଟ ଦେଇଥାଏ ଯିଏ ଏହାକୁ ଭୋଗିଛି କେବଳ ସେ ହି ଜାଣି ପାରିବ ।

ଏହାର କଷ୍ଟ ଆପଣ ମାନଙ୍କୁ ଆମେ ଏହା କହିବାକୁ ଚାହୁଞ୍ଚୁ ଯେ କିଛି ଲୋକଙ୍କ ଭାଗ୍ୟରେ ପ୍ରେମ ନଥାଏ ତେବେ ଆଯ ଆମେ ଆପଣଙ୍କୁ ଏମିତି କିଛି ଝିଅଙ୍କ ନାମ କହିବାକୁ ଯାଉଛୁ ଯିଏ ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି, କଣ ଆପଣଙ୍କ ନା ଏହି ଲିସ୍ଟରେ ଅଛି ନା ନାଇ ଦେଖନ୍ତୁ । ସମସ୍ତଙ୍କୁ ସତ ପ୍ରେମ ମିଳି ନଥାଏ କିନ୍ତୁ ପ୍ରେମ ମାମଲାରେ ଏହି ଝିଅ ମାନଙ୍କ ଭାଗ୍ୟ ବହୁତ ଖରାପ ରହିଥାଏ ।

ତେବେ ସମସ୍ତଙ୍କୁ ଗୋଟେ ବୟସ ପରେ ପ୍ରେମ ହୋଇଥାଏ ଆଉ ସେ ନିଜ ପ୍ରେମକୁ ପାଇ ବହୁତ ଖୁସି ମଧ୍ୟ ହୁଅନ୍ତି କିନ୍ତୁ ବହୁତ ଲୋକଙ୍କୁ କଷ୍ଟ ସେତେବେଳେ ହୁଏ ଯେତେବେଳେ ତାଙ୍କ ମନ ଭାଙ୍ଗିଥାଏ ଔ ସେ ନିଜ ଜୀବନରେ ତାହା ପାଇ ନଥାନ୍ତି ଯାହା ତାଙ୍କ ଇଛା ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଝିଅଙ୍କ ନାମ ଯିଏ ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି ।

ପି :

ଏହି ନାମ ଝିଅ ମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଏହି ଭଳି ଝିଅ କାହାକୁ ନିଜ ମନ କଥା କହିବା ପାଇଁ ଡରିଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏହି ନାମ ଝିଅ ମାନେ ଯାହା ଭଲ ପାଇଥାନ୍ତି ତା ପାଇଁ କିଛି ବି କରିବା ପାଇଁ ରାଜି ହୋଇଥାନ୍ତି । ଏହି ନାମ ଝିୟଆ ମାନେ କାହା ସହ ବହୁତ ମିଶିବା ପସନ୍ଦ କରନ୍ତି ନାହିଁ ଆଉ ତାଙ୍କ ଜୀବନ ବହୁତ ରହସ୍ୟ କେହି ଜାଣି ନଥାନ୍ତି କିନ୍ତୁ ଏହି ଝିଅ ମାନେ ଧୋକା ଖାଇଲେ ବହୁତ କଷ୍ଟ ପାଇଥାନ୍ତି, ତେବେ ଏହି ଝିଅ ମାନଙ୍କ ଭାଗ୍ୟରେ ପ୍ରେମ ନଥାଏ ।

କେ :

ଏହି ନଂ ଝିଅ ମାନେ ନିଜ ଉପରେ ବହୁତ ବିଶ୍ଵାସ ରଖନ୍ତି ସେ ଅନ୍ୟ ମାନଙ୍କୁ ନିଜ ଆଗରେ କିଛି ବୁଝନ୍ତି ନାହିଁ କିନ୍ତୁ ଯାହାକୁ ଭଲ ପାଇଥାନ୍ତି ତାଙ୍କ ପାଇଁ କିଛି ବି କରିବା ପାଇଁ ରାଜି ହୋଇଥାନ୍ତି । କିନ୍ତୁ ଏହି ନାମ ଝିଅ ବହୁତ ଶୀଘ୍ର ଧୋକା ଖାଇଥାନ୍ତି କାହିଁକିନା ଏହି ଝିଅଙ୍କୁ ସମ୍ଭାଳିବା ବହୁତ କଷ୍ଟ ହୋଇଥାଏ । ଏହି ନାମ ଝିଅ ମାନଙ୍କ ମନ ବହୁତ ଚଞ୍ଚଲ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ଏହାକୁ ସେୟାର ମଧ୍ୟ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *