ଘରେ ରହୁନାହିଁ ପଇସା, କର୍ଜରେ ବୁଡି ରହିଛନ୍ତି? ତ ଗୁଡରେ କରନ୍ତୁ ଏହି ଉପାୟ… ଛପର ଫାଡି ବର୍ଷିବ ଟଙ୍କା

ମାନବ ସମାଜରେ ବଞ୍ଚିବାକୁ ହେଲେ ଧନ ଆବଶ୍ୟକ କରିଥାଏ । ଏହି ଧନ ଦ୍ଵାରା ସେ ସମାଜରେ ସବୁ ପ୍ରକାରର ଖୁସି ପାଇଥାଏ ଯଦି ମଣିଷ ପାଖରେ ଧନ ନଥାଏ ତେବେ ତାର ଜୀବନ ଦୁର୍ବିସହ ହୋଇଯାଏ । କିନ୍ତୁ ମନୁଷ୍ୟ ସହଜରେ ଧନ ଉପାର୍ଜନ କରି ପାରେ ନାହିଁ । ତାକୁ ଏହି ଧନ ଉପାର୍ଜନ କରିବା ପାଇଁ ବହୁତ କଷ୍ଟ ସାଧ୍ୟ ପ୍ରୟାସ କରିଥାଏ । କିନ୍ତୁ ତାର ମନ ମୁତାବକ ଧନ ପାଇନଥାଏ । ଏଥିପାଇଁ ତାକୁ ବହୁତ ଧାର ଉଧାର କରିବାକୁ ପଡିଥାଏ ।

ସାଧାରଣ ଭାବରେ ଯାହାର କୁଣ୍ଡଳୀରେ ମଙ୍ଗଳ କମଜୋର ଥାଏ ସେମାନେ ଅର୍ଥାଭାବର ସମୁଖୀନ ହୋଇଥାନ୍ତି ଓ ସେମାନେ ବହୁତ କରଜ କରିଥାନ୍ତି । ସେମାନଙ୍କୁ ଧନ ଦୌଲତ , ଭୂମି ବାହାନ ଘର ଆଦି ସୁଖ ମିଳିନଥାଏ ।

ଯଦି ଆପଣଙ୍କର ବି ଏହି ଭଳି ଧନ ସମଶ୍ୟା ଅଛି କିମ୍ବା ବାହାନ , ଜମି ଘର ଆଦି ସମ୍ପତି ଉପାର୍ଜନ କରିବାରେ ସମସ୍ଯା ଅଛି ତେବେ ଆପଣ ଏହି ସହଜ ଉପାୟ ଟି କରି ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ । ଏହି ଜିନିଷ ଟି ଆପଣ ଖାଦ୍ୟରେ ବ୍ୟବହାର କରୁଥିବା ଗୁଡ । ଏହି ଗୁଡର ଉପାୟ କରିବା ଦ୍ଵାରା ଆପଣଙ୍କ ମଙ୍ଗଲ ଯୋଗ ଦୃଢ ହେବା ସହ ଆପଣ ସବୁ ପ୍ରକାର ର ସୁଖ ପାଇବା ରେ ସମର୍ଥ ହେବେ ।

ଆପଣଙ୍କର କୌଣସି ମନ ସ୍କାମନା ପୂରଣ କରିବା ପାଇଁ  କିମ୍ବା ଧନ , ସମ୍ପତି ବୃଦ୍ଧି କରିବା ପାଇଁ  ଓ କରଯ ରୁ ମୁକ୍ତି ପାଇବା ପାଇଁ  ଆପଣ କିଛି ଗୁଡକୁ ଗୋଟିଏ ଲାଲ ରଙ୍ଗର କପଡାରେ ରଖନ୍ତୁ ଏବଂ ସେଥିରେ ଗୋଟିଏ କଏନ ରାଖୀ ଗନ୍ଥୁଳି ବାନ୍ଧି ଆପଣ ନିଜ ହାତରେ କୌଣସି ପ୍ରବାହିତ ଜଳ ସ୍ରୋତ କିମ୍ବା ନଦୀ ରେ ପ୍ରବାହିତ କରି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସବୁ ସମସ୍ଯା ଦୂର ହୋଇଯିବ ।

ଗୁଡର ଏହି ଗନ୍ଥୁଳି ଯେତେ ଶୀଘ୍ର ସରି ସରି ଆସିବ ଆପଣଙ୍କର ଜୀବନରେ ଥିବା ସବୁ ସମଶ୍ୟା ସେହି ପରି ଆସ୍ତେ ଆସ୍ତେ ସମାପ୍ତ ହୋଇଯିବ । ଛାତ୍ର ମାନେ ଯେଉଁ ମାନେ କି ଯେତେ ପରିଶ୍ରମ କରି ପାଠ ପାଢି ମଧ୍ୟ କୌଣସି ପ୍ରେବେସିକା ପରୀକ୍ଷା କିମ୍ବା କୌଣସି ଇଣ୍ଟରଭିୟୁରେ କୃତ କାର୍ଯ୍ୟ ହୋଇପାରୁ ନାହାନ୍ତି ସେମାନେ ଭାବୁଥିବେ କି କୁଣ୍ଡଳୀ ରେ କୌଣସି ଦୋଷ ଥିବ ତ ମଙ୍ଗଲବାର ଦିନ ଗୁଡର ଗୋଟିଏ ଛୋଟ ଉପାୟ କରନ୍ତୁ ।

ଆପଣ ନିଜ ହାତରେ କୌଣସି ଗାଇକୁ ଗୁଡ ଖାଇବାକୁ ଦିଅନ୍ତୁ ଏହି ସମୟରେ ଯଦି ଗାଈ ଆପଣଙ୍କ ହାତକୁ ଚାଟି ଦିଏ ତେବେ ଜାଣନ୍ତୁ ଆପଣଙ୍କ ଅନସ୍କାମନା ପୁରଣ ହୋଇଯିବ । କିଛି ବ୍ୟକ୍ତି ବାରମ୍ବାର ପଡିଯାନ୍ତି କିମ୍ବା କୌଣସି ଦୁର୍ଘଟଣା ର ସମୁଖୀନ ହୋଇଥାନ୍ତି ଏହା,ମଙ୍ଗଲ ର କାରକ ହୋଇଥାଏ କି ଆପଣଙ୍କୁ ବାରମ୍ବାର କୌଣସି ପ୍ରକାରର ଆଘାତ ଲାଗିଥାଏ । ଏହି ପରି ଦୁର୍ଘଟଣାରୁ ମୁକୁଳିବା ପାଇବା ପାଇଁ ଗୁଡର ଛୋଟ ଛୋଟ ୫ ଟି  ଟୁକୁଡା ହନୁମାନ ମନ୍ଦିର ରେ ଅର୍ପଣ କରି ନିଜେ ପ୍ରସାଦ ଭାବରେ ଗ୍ରହଣ କରନ୍ତୁ ସବୁ ପ୍ରକାର ର ଦୁର୍ଘଟଣାରୁ ରକ୍ଷା ପାଇବେ ।

ଆପଣ ହନୁମାନଙ୍କୁ ଗୁଡ ପ୍ରସାଦ ଚଢାଇ ଗାଇକୁ ଖାଇବାକୁ ଦିଅନ୍ତୁ । ଦେଖିବେ ଆପଣ କରତଜରୁ ମୁକ୍ତି ପାଇବେ । ଘରେ ବାରମ୍ବାର ଝଗଡା ହେଉଥିଲେ ଆପଣ ନିଜର ଘରେ ଥିବା ମାଟି କୁଣ୍ଡରେ ମଙ୍ଗଲ ବାର ଦିନ  କିଛି ଗୁଡ ପୋତି ଦିଅନ୍ତୁ ଦେଖିବେ ଘରର ବାତାବରଣ ଶାନ୍ତ ହୋଇଯିବ ।

Leave a Reply

Your email address will not be published. Required fields are marked *