ମଙ୍ଗଳବାର 16 ଫେବୃୟାରୀ 2021- ବଜରଙ୍ଗବଲିଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ମେଷ :

ଆର୍ଥିକ ଅବସ୍ତା ଖରାପ ନହେଉ ସେଥିପାଇଁ ନିଜ ମାସିକ ବଜଟ ଅନୁଯାଇ ଖର୍ଚ କରନ୍ତୁ ଏହା ଠାରୁ ଅଧିକ ଆପଣଙ୍କ ଆର୍ଥିକ ସ୍ଥିତି ଖରାପ କରି ପାରେ । ଆଜି ଆପଣଙ୍କ ଖର୍ଚ ନିୟନ୍ତ୍ରଣରେ ରହିବ, ରୋଜଗାର କ୍ଷେତ୍ରରେ ପରିଶ୍ରମ କରିବା ବହୁତ ଆବଶ୍ୟକ ଅଟେ । ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ । ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ ।

ବୃଷ :

ଆଜି ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣ ବା ଆପଣଙ୍କ ଘର ଲୋକ ନା କାହା ଠାରୁ ଟଙ୍କା ଆଣନ୍ତୁ ନାହିଁ କାହାକୁ ନିଜ ଘରୁ ଟଙ୍କା ଦିଅନ୍ତୁ । ଆଜି ବ୍ୟବସାୟ ବଢିବାକୁ ଲାଗିବ, ଶତ୍ରୁମାନଙ୍କ ଠାରୁ ସତର୍କ ହୋଇ ରହିବା ଉଚିତ ନଚେତ ହାନି ହୋଇ ପାରେ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

ମିଥୁନ :

ଆଜି ଦିନ ଆପଣଙ୍କ ପାଇଁ ବଢିଆ ରହିବ, ହଟାତ ଖୁସି ଖବର ଶୁଣିବାକୁ ପାଇବେ, ଆଜି କୌଣସି ସମସ୍ଯା ଆସି ପାରେ ସାବଧାନ ରୁହନ୍ତୁ, ଆଜି ଆପଣଙ୍କ ସକାରାତ୍ମକ ଜୀବନରେ କୌଣସି ବଡ ପରିବର୍ତନ ହୋଇଯାଏ, ଆଜି ଆପଣ ନିଜ ଲକ୍ଷ ପାଇବାରେ ସଫଳ ହୋଇବେ । ଆଜି ଆପଣଙ୍କ ଭଲ କାମ ପାଇଁ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଆପଣଙ୍କ ଭାଗ୍ୟ ସଫଳତା ଆଡକୁ ଯିବ, ଆଜି ଆପଣ ସାମାଜିକ କାର୍ଯ୍ୟ ପାଇଁ ଆକର୍ଷଣ କେନ୍ଦ୍ର ରହିବେ ।

କର୍କଟ :

ଆଜି ଆପଣଙ୍କ ଖର୍ଚ ନିୟନ୍ତ୍ରଣରେ ରହିବ, ରୋଜଗାର କ୍ଷେତ୍ରରେ ପରିଶ୍ରମ କରିବା ବହୁତ ଆବଶ୍ୟକ ଅଟେ, ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ, ବହୁତ ଶତ୍ରୁ ହେଲେ ମଧ୍ୟ ଅନ୍ତିମ ରେ ଆପଣଙ୍କ ବିଜଯ ହବ, ସଫଳତା ପ୍ରବଳ ଯୋଗ ଅଛି । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ, ଆପଣଙ୍କୁ ଶହର ବାହାରୁକୁ ଯିବାକୁ ପଡି ପାରେ ।

ସିଂହ :

ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ ।

କନ୍ୟା :

ଆଜି ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣ ବା ଆପଣଙ୍କ ଘର ଲୋକ ନା କାହା ଠାରୁ ଟଙ୍କା ଆଣନ୍ତୁ ନାହିଁ କାହାକୁ ନିଜ ଘରୁ ଟଙ୍କା ଦିଅନ୍ତୁ । ଆଜି ବ୍ୟବସାୟ ବଢିବାକୁ ଲାଗିବ, ଶତ୍ରୁମାନଙ୍କ ଠାରୁ ସତର୍କ ହୋଇ ରହିବା ଉଚିତ ନଚେତ ହାନି ହୋଇ ପାରେ । ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।

ତୁଳା :

ଆଜି ଆପଣଙ୍କ ଖର୍ଚ ନିୟନ୍ତ୍ରଣରେ ରହିବ, ରୋଜଗାର କ୍ଷେତ୍ରରେ ପରିଶ୍ରମ କରିବା ବହୁତ ଆବଶ୍ୟକ ଅଟେ, ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ, ବହୁତ ଶତ୍ରୁ ହେଲେ ମଧ୍ୟ ଅନ୍ତିମ ରେ ଆପଣଙ୍କ ବିଜଯ ହବ, ସଫଳତା ପ୍ରବଳ ଯୋଗ ଅଛି । ଆଜି ନୂଆ କାର୍ଯ୍ୟ ଆରମ୍ଭ କଲେ ତାହା ସଫଳ ହବ ନାହିଁ, ପ୍ରେମ ସମ୍ପର୍କ ପାଇଁ ସମୟ ସଠିକ ଅଟେ କିନ୍ତୁ ନିଜ ବା ସନ୍ତାନ ଶିକ୍ଷା ପାଇଁ ଆପଣଙ୍କୁ ଚିନ୍ତା ରହିବ ।

ବିଛା :

ଆଜି କିଛି ବଡ ହାନି ହବାର ଆଶଙ୍କା ଅଟେ, ଆଜି ଆପଣଙ୍କ ଯେତେ ନିର୍ମାଣ କାର୍ଯ୍ୟ ଅଧା ହୋଇଛି ତାହା ଆଜି ହାନି ହୋଇବ, ଜୀବନସାଥି ସହ ସମ୍ପର୍କ ମଧୁର ହୋଇବ । ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ଖୁସି ରହିବେ, ଆଜି ଆପଣ ନିଜ ମାଁ ବାପା ସହ ଧାର୍ମିକ ସ୍ଥଳ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣଙ୍କ ଜୀବନ ରେ ସବୁ ପ୍ରକାର ସୁଖ ପ୍ରାପ୍ତ କରିବେ ।

ଧନୁ :

ଆଜି ଆପଣଙ୍କୁ ଗତ କିଛି ଦିନ ତଳ ପରିଶ୍ରମ ପାଇଁ ଆଜି ଫଳ ପ୍ରାପ୍ତ ହବ, ଚାକିରି କରୁଥିବା ଲୋକମାନେ ଆଜି ନିଜ ପରିଶ୍ରମ ଦ୍ଵାରା ସମସ୍ତଙ୍କୁ ଦେଖେଇ ପାରିବେ ଯେ ଆପଣ ସବୁ କରି ପାରିବେ, ବହୁତ ବ୍ୟସ୍ତ ରହିଲେ ମଧ୍ୟ ଛାତ୍ରମାନଙ୍କ ପାଇଁ ଜବ ନୂଆ ଅବସର ଉପଲବ୍ଧ ରହିବ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

ମକର:

ସ୍ଵାସ୍ଥ୍ୟରେ ଖରାପ ହୋଇପାରେ। ଡାହାଣପଟ ଆଖିରେ ଯନ୍ତ୍ରଣା ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ କଡ଼ା ପରିଶ୍ରମ କରିବାକୁ ହେବ। । ଆଜି ଆପଣ ସାମାଜିକ ଗତି ବିଧି ଗୁଡ଼ିକ ପ୍ରତି ଆକର୍ଷିତ ରହିବେ ,ସିଏ ବନ୍ଧୁମାନଙ୍କ ଯଥେଷ୍ଟ ପିଇବା ପାଇଁ କେଉଁଠି ବାହାରକୁ ଯିବା ହେବ ବା ରାତ୍ରିଭୋଜନ ଖାଇବାର ହେବ । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ ।

କୁମ୍ଭ:

ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ଘରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ସମ୍ପୂର୍ଣ୍ଣ ହେବ। ବ୍ୟାପାରିମାନଙ୍କୁ ବ୍ୟାପାରରେ ଭଲ ସୁଯୋଗ ମିଳିବ ଏବଂ ଆୟରେ ବୃଦ୍ଧି ହେବ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ପ୍ରଗତିର ମାର୍ଗ ଖୋଲିବ । କିଛି ସମୟରୁ ଆପଣଙ୍କ ଘରେ ଛୋଟଛୋଟ କଥାକୁ ନେଇ ଝଗଡା ସୃଷ୍ଟି ହେଉଛି ।

ମୀନ:

ଆଜି ଆପଣ ନିଜର ଚେଷ୍ଟାରେ ଏହି କାର୍ଯ୍ୟଟି କରି ହିଁ ନିଅନ୍ତୁ ।ଆଜି ଉତ୍ସାହର ଅଭାବ ରହିବ। ସନ୍ତାନମାଙ୍କର ସମସ୍ୟା ଏହାର କାରଣ ହୋଇପାରେ। ବ୍ୟବସାୟ ଏବଂ ଚାକିରିରେ ଅସୁବିଧା ସୃଷ୍ଟି ହେବ। କଷ୍ଟ ବିଚାର, ବ୍ୟବହାର କିମ୍ବା ଆୟୋଜନ କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି । ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ ।

Leave a Reply

Your email address will not be published. Required fields are marked *