କରୋନା କାଶକୁ କେମିତି କରିବେ ଠିକ ? ଜାଣନ୍ତୁ ଘରୋଇ ଉପାୟ- Health Tips

ବର୍ତ୍ତମାନ ସମୟରେ କ-ରୋ-ନା ଭା-ଇ-ର-ସର ଭୟ ଚାରିଆଡେ ଦେଖିବାକୁ ମିଳୁଛି । ଏହା ସହିତ ଫୁସଫୁସ ସଂ-କ୍ର-ମି-ତ ଖବର ବି ସମସ୍ତଙ୍କୁ ଆହୁରି ଭୟଭୀତ କରିଦେଉଛି ।

କିନ୍ତୁ ଭୟଭୀତ ହେବା ଅପେକ୍ଷା ଆପଣ ଯଦି ଘରେ କିଛି ସରଲ ଉପାୟ ଓ ଯୋଗ ବ୍ୟାୟମ ଇତ୍ୟାଦି ରଖିବେ ତେବେ ଆପଣ ନିଜ ସହିତ ନିଜର ପରିବାରକୁ ବି ସୁରକ୍ଷାରେ ରଖି ପାରିବେ । ବର୍ତ୍ତମାନ ସମୟରେ ଯଦି ଆପଣ କାସ, ଜର, ଥଣ୍ଡା, ଛାତି ଓ ଗଲାରେ କଫ ଜମିବା ଇତ୍ୟାଦି ସମସ୍ୟା ଦ୍ଵାରା ପୀଡିତ ହେବାକୁ ଚାହୁଁ ନାହାନ୍ତି ତେବେ ଆମ ଦ୍ଵାରା କୁହାଯାଉଥିବା ଏହି ସରଳ ଉପାୟକୁ କରନ୍ତୁ । ଯଦି ଆପଣଙ୍କୁ କାସ ହେଉଛି, ଗଲାରେ ବ୍ୟଥା ହେଉଛି ଓ ଆପଣ ଛିଙ୍କୁଛନ୍ତି ତେବେ ଏହି ସମସ୍ତ ରୋ-ଗରୁ ବି ଆପଣ ମୁକ୍ତି ପାଇ ଯିବେ ମାତ୍ର ଏହି ଗୋଟିଏ ଘରେଲୁ ଉପାୟକୁ କରିବା ଦ୍ଵାରା ।

ସର୍ବେ ପ୍ରଥମେ ଆପଣ ଅଳ୍ପ ଅଦା ନିଅନ୍ତୁ । ଏହା ପରେ ଆପଣ ଏହି ଅଦାର ରସ ବାହାର କରନ୍ତୁ । କିନ୍ତୁ ଆପଣ ଏଥିରେ ପାଣି ମିଶାଇବେ ନାହିଁ କାରଣ କେବଳ ଅଦାର ରସ ହିଁ ଦରକାର । ଏହା ପରେ ଏହି ରସକୁ ଆପଣ ଏକ ଷ୍ଟିଲ ପାତ୍ରରେ ଢାଳି ଏହାକୁ ଗ୍ୟାସରେ ଅଳ୍ପ ଗରମ କରି ଦିଅନ୍ତୁ । ଗ୍ୟାସର ଆଞ୍ଚକୁ ବଢାଇବେ ନାହିଁ କାରଣ ଏହା ଦ୍ଵାରା ଅଦା ରସ ପୋଡି ଯାଇ ପରେ । ସେଥିପାଇଁ ଅଳ୍ପ ଆଞ୍ଚରେ ଏହି ଅଦା ରସକୁ ଗରମ କରନ୍ତୁ । ଅଳ୍ପ ଗରମ ଅଦା ରସକୁ ଗ୍ୟାସରୁ ଓଲହାଇ ଏଥିରେ ଅଳ୍ପ ମହୁ ମିଶ୍ରଣ କରନ୍ତୁ ।

ମହୁ ଯେତେ ଶୁଦ୍ଧ ହେବ ସେତେ ହିଁ ଭଲ ହେବ । ଆପଣ ଗୋଟିଏ ଚାମଚ ଅଦା ରସରେ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଯଦି ଆପଣ ଛୋଟ ପିଲାଙ୍କୁ ଏହା ଦେଉଛନ୍ତି ତେବେ ଏଥିରେ ଆପଣ ମହୁର ମାତ୍ରାକୁ ବଢାନ୍ତୁ । ଏହା ପରେ ଆପଣ ଏଥିରେ ଗୋଲୋମ-ରିଚ ପାଉଡର ମିଶାଇ ଦିଅନ୍ତୁ । ମହୁ ଓ ଗୋଲମ-ରିଚ ପାଉଡରକୁ ଆପଣ ଅଦା ରସ ଗରମ କରିବା ସଙ୍ଗେ ସଙ୍ଗେ ମିଶାନ୍ତୁ । ଯାହା ଦ୍ଵାରା ଏହି ରସ ଥଣ୍ଡା ହେବ ନାହିଁ । ଯଦି ଥଣ୍ଡା ହୋଇ ଯାଉଛି ତେବେ ଆପଣ ଗୟାସରେ ଗରମ କରି ପାରିବେ ।

ଏହା ପରେ ଆପଣ ଏହାକୁ ଅଳ୍ପ ଗରମ ଥିବା ସମୟରେ ହିଁ ପିଇ ଯାଆନ୍ତୁ । ଯଦି ଆପଣ ରାତିରେ ଖାଇବା ପରେ ଓ ଶୋଇବା ସମୟରେ ଏହାକୁ ସେବନ କରୁଛନ୍ତି ତେବେ ଏହା ବହୁତ ଲାଭକାରୀ ହୋଇଥାଏ । ଏହାକୁ ସେବନ କରିବା ପରେ ନା ହିଁ ପାଣି ପିଇବେ ଓ ନା ହିଁ କିଛି ଖାଇବେ । ଏହିଭଳି କରିବା ଦ୍ଵାରା ରାତି ସାରା କାସ ହେବ ନାହିଁ ଓ ସକାଳେ ବି ବହୁତ ଆରାମ ମିଳିବ । କେବଳ ଆପଣଙ୍କୁ ଏହାକୁ ପିଇ ଶୋଇ ଯାଆନ୍ତୁ । ଏହିଭଳି ପିଲାମାନଙ୍କ ସହିତ ବି ଆପଣଙ୍କୁ କରିବାର ଅଛି ।

ଯଦି ଅଧିକ ସମସ୍ୟା ଅଛି ତେବେ ଦିନକୁ ତିନି ଥର ଆପଣ ସେବନ କରନ୍ତୁ । ବଡ ଲୋକମାନେ ଏହାକୁ ୧ ରୁ ୨ ଚାମଚ ଗୋଟିଏ ଥରେ ପିଇ ପାରିବେ । କିନ୍ତୁ ୫ ବର୍ଷ ଠାରୁ କମ ବୟସର ପିଲାମାନଙ୍କୁ ଆପଣ ଗୋଟିଏ ଥରେ ଛୋଟ ଚାମରରେ ଦିଅନ୍ତୁ ଓ ୧୨ ବର୍ଷ ପିଲାମାନଙ୍କୁ ଆପଣ ଗୋଟିଏ ଚାମଚ ଗୋଟିଏ ଥରେ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *