କେବଳ ୨ ଥର ଏହି ସର୍ବତ ପିଅନ୍ତୁ, 100 ବର୍ଷ ପର୍ଯ୍ୟନ୍ତ ମୋଟପଣ, ଗତି, କଷ୍ଟ, ଦୁର୍ବଳତା, ରକ୍ତର ଅଭାବ ହେବ ନାହିଁ- Health Tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଗୋଟେ ଦେଶୀ ସର୍ବତ ଶିଖାଇବୁ । ଯାହା ପିଇବା ପାଇଁ ଯେମିତି ସ୍ଵାଦିଷ୍ଟ ଶରୀର ପାଇଁ ମଧ୍ୟ ବହୁତ ଭଲ । ଏହି ସର୍ବତକୁ ଗରମ ଦିନରେ ଆମେ ଅଧିକ ସେବନ କରିଥାନ୍ତି । କାରଣ ଏହା ଆମ ଶରୀରକୁ ଥଣ୍ଡା ପହଞ୍ଚାଇଥାଏ । ଏହି ସର୍ବତ ଆପଣଙ୍କ ସର୍ବତ ପାଇଁ କେତେ ଲାଭ ଦାୟକ ସମ୍ପୂର୍ଣ ତଥ୍ୟ ଆମେ ଏହି ଲେଖାରେ ଦେବୁ । ଏହି ସର୍ବତ କେମିତି ବନେଇବେ ଆଉ ଏହି ସର୍ବତର ସେବନ ଦ୍ଵାରା କଣ ଲାଭ ମିଳିଥାଏ । ଆଜି ଆମେ ଯେଉଁ ସର୍ବତ ବନାଇବା ଚଣା ସର୍ବତ ବା ବୁଟ ସର୍ବତ, ଏହାର ସେବନ ଦ୍ଵାରା କେବେ ଗରମ ହୋଇନଥାଏ ।


କେବଳ ସେତିକି ନୁହେଁ ଏହା ସେବନ ଦ୍ଵାରା ଆପଣଙ୍କ ଶରୀରକୁ ବହୁତ ଫାଇଦା ମିଳିଥାଏ । ଏହି ସର୍ବତ ଯଦି ଆପଣ ଖରାଦିନ ମାନଙ୍କରେ ସେବନ କରନ୍ତି, ତେବେ ଆପଣଏନକେ ପେଟ ଦିନସାରା ଥଣ୍ଡା ରହିଥାଏ । ପେଟରେ ଗ୍ଯାସ ବା ଏସିଡିଟି ଭଳି ସମସ୍ଯା ହୋଇନଥାଏ । ଚଣା ବା ସୋଲାରେ ପ୍ରଚୁର ମାତ୍ରାରେ ଫାଇବାର ମିଳିଥାଏ । ଏହା ଆପଣଙ୍କ ଅନ୍ତରେ ବି-ଷ-କ୍ତ ପଦାର୍ଥକୁ ବାହାରକୁ କାଢିଥାଏ । ଯଦି ଆପଣ ଏହାର ସେବନ ନିୟମିତ କିଛି ସପ୍ତାହ ପର୍ଯ୍ୟନ୍ତ କରନ୍ତି । ତେବେ ଆପଣଙ୍କ ଚେହେରାରେ ରୀଙ୍କଲ୍ସ ଭଳି ସମସ୍ଯା ଦେଖିବାକୁ ମିଳିନଥାଏ ।

ଏହା ଆପଣଙ୍କ ସ୍କିନର ଗ୍ଲୋ ବଢାଇ ଥାଏ । ଏହାର ସେବନ ଦ୍ଵାରା ଆପଣଙ୍କ ସ୍କିନ ସବୁବେଳେ ଯୁବକ ରହିଥାଏ । ଯଦି ଆପଣ ଏହି ସର୍ବତର ପ୍ରତିଦିନ ସେବନ କରନ୍ତି । ଆପଣ କେବେ ଦୁର୍ବଳ ଅନୁଭବ କରନ୍ତି ନହିଁ । ଏଥିରେ ପ୍ରଚୁର ମାତ୍ରାରେ ଆଇରନ ମିଳିଥାଏ ଫଳରେ ଜୀବନରେ ଆପଣଙ୍କୁ କେବେ ଏନିମିଆ ବ ରକ୍ତହୀନତା ଭଳି ସମସ୍ଯା ଭୋଗିବାକୁ ପଡିନଥାଏ । ଚଣାରେ ଆଇରନ, ମ୍ୟାଗ୍ନେସିୟମ ଫସ୍ଫରସ ଭଳି ମିନରାଲ୍ସ ମିଳିଥାଏ । ଯାହା ଆମ ଶରୀରକୁ ଏନର୍ଜି ଦେଇଥାଏ । ଏହି ସର୍ବତ ସେବନ କରିବା ଦ୍ଵାରା ଆପଣଙ୍କ ଲିଭର ଠିକ ରହିଥାଏ ।

ଆଉ ଯେଉଁ ମାନଙ୍କର ଡାଇବେଟିସ ଅଛି ନିୟମୀୟ ଭାବରେ ବୁଟ ଚାଟୁଆର ସେବନ କରିବା ଉଚିତ । ଏହା ଆପଣଙ୍କ ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରିଥାଏ । ଆସନ୍ତୁ ଜାଣିବା ଏହାକୁ କେମିତି ବନାଇବା । ପ୍ରଥମେ ଆପଣ ଗୋଟେ ଗ୍ଲାସ ଥଣ୍ଡା ପାଣି ନିଅନ୍ତୁ । ଏଥିରେ ଆପଣ ତିନି ଚାମଚ ବୁଟ ଛତୁ ମିଶାନ୍ତୁ, ଏବେ ଏଥିରେ ମିଶାଇବା ଜୀରା ପାଉଡର । ଜିରକୁ ହଲ୍କା ଭାଜି ତାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଭଜା ଜୀରା ଗୁଣ୍ଡ ପେଟରେ ଗ୍ଯାସ ହେବାକୁ ଦିଏ ନହିଁ । ଏହା ଅପଚ ଓ ଇଣ୍ଡାଇଜେସନ ଭଳି ସମସ୍ଯା ଦୂର କରିଥାଏ । ତାପରେ କିଛି ଶୟିଧାର୍ବ୍ୟ ଲୁଣ ମିଶାନ୍ତୁ ।

ଯଦି ସେଇ ଲୁଣ ନହିଁ ତେବେ ଆପଣ ବିଟ ଲୁଣର ମଧ୍ୟ ବ୍ୟବହାର କରି ପାରିବେ । ଯଦି ଆପଣଙ୍କୁ ପସନ୍ଦ ହେବ ତେବେ ଅଳ୍ପ ପିଆଜ ଏଥିରେ ମିଶାନ୍ତୁ । ଏବେ ଏଥିରେ ଆପଣ ୫ ଟି ପୋଦିନା ପତ୍ର ମିଶାନ୍ତୁ । ତା ପରେ ଅଳ୍ପ ପୋଦିନା ପତ୍ର ମିଶାନ୍ତୁ । ତାପରେ ଆପଣ ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ତା ପରେ ଆପଣ ଏଥିରେ ଫାଳେ ଲେମ୍ବୁ ରସ ମିଶାନ୍ତୁ । ଦୁଇ ପ୍ରହରର ଏକଘଣ୍ଟା ପୂର୍ବରୁ ଏହାକୁ ସେବନ କରନ୍ତୁ । ଆପଣ ଚାହିଲେ କୌଣସି ସମୟରେ ଏହାର ସେବନ କରିପାରିବେ ।

Leave a Reply

Your email address will not be published. Required fields are marked *