ପ୍ରାକୃତିକ ଉପାୟରେ କେମିତି ବଢାଇବା Sperm Count- 100% ଗ୍ୟାରେଣ୍ଟି

ଆଜି କାଲିର ଏହି ବ୍ୟସ୍ତମୟ ଜୀବନ ଭିତରେ ପୁରୁଷ ମାନଙ୍କର ସ୍ପର୍ମ କାଉଣ୍ଟ ସମସ୍ୟା ବହୁତ ବଢିବାରେ ଲାଗିଛି । ଏହା ସହିତ ସ୍ପର୍ମ ପତଳା ହେବାର ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ଆମେ ଆଲୋଚନା କରିବା କେମିତି ଘରୋଇ ଉପାୟରେ ସ୍ପର୍ମ କାଉଣ୍ଟକୁ ବଢାଇବା । ନିଜ ନୀତିଦିନ ଜୀବନରେ ଟିକେ ଚେଞ୍ଜେସ ଆଣିଲେ ଏହି ସମସ୍ୟାରୁ ମୁକ୍ତି ମିଳିବ । ଆଉ ସ୍ପର୍ମ କାଉଣ୍ଟକୁ ବଢାଇ ପାରିବା ଓ ତାକୁ ଗାଢା ବନାଇ ପାରିବା ।

ଆସନ୍ତୁ ଜାଣିବା କେମିତି ଏହି ସମସ୍ୟାର ନିବାରଣ କରାଯାଇ ପାରିବ । ଯଦି ଆପଣ ପ୍ରସେଡ ଫୁଡ ଖାଉଛନ୍ତି ଅଧିକ ଏହା ଆପଣଙ୍କ ସମସ୍ୟାକୁ ଅଧିକ ବଢାଇ ପାରେ ।


କାରଣ ଏଥିରେ ଯେଉଁ ପ୍ରେଜରଭେଟିଭ ପକାଯାଉଛି ଏହା ଆପଣଙ୍କ ସ୍ପର୍ମକୁ ବହୁତ କ୍ଷତି ପହଞ୍ଚାଇ ଥାଏ । ବହୁତ ଦୀର୍ଘ ଦିନରୁ ଆପଣଙ୍କୁ ସ୍ପର୍ମ କାଉଣ୍ଟ କମ ହେବା ଓ ସ୍ପର୍ମର ପତଳା ହେବା ସ୍ପର୍ମ କ୍ଵାଲିଟିରେ ବହୁତ କ୍ଷତି ହୋଇଥାଏ । ଚେଷ୍ଟା କରନ୍ତୁ ପ୍ରସେଏସଡ ଫୁଡ ନଖାଇବା ପାଇଁ । ଅରେଞ୍ଜ ଜୁଷର ସେବନ କରନ୍ତୁ । ଭିଟାମିନ ସି ଭଳି ଖାଦ୍ୟ ଅଧିକ ସେବନ କରନ୍ତୁ । ଭିଟାମିନ ସି ଭୋଜନାରେ ଆଣ୍ଟିଅକ୍ସିଡେଣ୍ଟ ଅଧିକ ମାତ୍ରାରେ ମିଳିଥାଏ ।


ଯାହା ଆପଣଙ୍କ ସ୍ପର୍ମକୁ ସୁସ୍ଥ ବନାଇ ଥାଏ । ଏହାକୁ ପାଖାପାଖି ୨୩୦-୨୫୦ ଏମେଲ ଅରେଞ୍ଜେ ଜୁଷ ସେବନ କରନ୍ତୁ । ଅରେଞ୍ଜେ ଜୁଷରେ ପାଖାପାଖି ୧୨୪ ମିଲିଗ୍ରାମ ଭିଟାମିନ ସି ରହିଥାଏ । ଏହା ଆପଣଙ୍କ ସ୍ପର୍ମ କାଉଣ୍ଟକୁ ବଢାଇବାରେ ବହୁତ ସହାୟକ ହୋଇଥାଏ । ଜିଙ୍କ ଯୁକ୍ତ ଖାଦ୍ୟର ଅଧିକ ଭୋଜନ କରନ୍ତୁ । ଜିଙ୍କ ସେହି ଖନିଷ୍କ ପଦାର୍ଥ ହୋଇଥାଏ ଆପଣଙ୍କ ସ୍ପର୍ମ କ୍ଵାଲିଟିକୁ ବହୁତ ଭଲ ବନାଇ ଥାଏ । ସ୍ପର୍ମ କାଉଣ୍ଟ ଲେବେଲକୁ ବଢାଇବା ସହିତ ଟେସଷ୍ଟୋ ଷ୍ଟୋରିନଙ୍କୁ ମଧ୍ୟ ବଢାଇ ଥାଏ ।

ଆପଣ ନିଜ ଖାଦ୍ଯରେ ଏହି ଭୋଜନ ଗୁଡିକୁ ସାମିଲ କରନ୍ତୁ, ଯେମିତିକି ଅଖରୋଟ, ବିନସ, ଅଏଷ୍ଟର୍ସ, ମିଟ ଓ ଚିକେନରେ ମିଳିଯାଇଥାଏ । ସେଥିପାଇଁ ଏହି ଭୋଜନକୁ ସାମିଲ କରନ୍ତୁ । ଏଥିରେ ଆପଣଙ୍କ ସ୍ପର୍ମ ସମ୍ପର୍କୀୟ ସବୁ ସମସ୍ୟା ଦୂର ହୋଇଥାଏ । ରସୁଣ ଖାଇବାରେ ବ୍ୟବହାର କରନ୍ତୁ, ରସୁଣରେ ଆଲିସିନ ନାମକ ଗୋଟେ ଅର୍ଗାନୋ ସଲଫର କମ୍ପାଉଣ୍ଡ ହୋଇଥାଏ । ଯାହା ସ୍ପର୍ମ ଭଲ୍ୟୁମକୁ ବଢାଇ ଥାଏ ଓ ତାକୁ ବହୁତ ଗାଢା ବନାଇ ଥାଏ । ରସୁଣର ସେବନ କରିବା ଦ୍ଵାରା ରକ୍ତ ସଂଚାର ଓ ଆପଣଙ୍କ ଟେଷ୍ଟିସ ବା ଗୁପ୍ତ ଅଙ୍ଗ ଆଡକୁ ବଢିଥାଏ ।

ରକ୍ତ ସଂଚାର ବଢିବା ଦ୍ଵାରା ଆପଣଙ୍କୁ ପୁରା ପୋଷଣ ମିଳିଥାଏ ଯେଉଁଥିରେ ଆପଣଙ୍କ ସ୍ପର୍ମ ସୁସ୍ଥ ହୋଇଥାଏ । ଆପଣ ଚାହିଁଲେ ଦିନରେ ଗୋଟିଏ ଥର ଭେଜିଟେବଲ ସୁପରେ ରସୁଣ ଗୋଟିଏ କୋଲା ପକାଇକି ଖାଇ ପାରିବେ । ଧ୍ୟାନ ରଖିବେ ଏହାର ଅତ୍ୟଧିକ ସେବନ ମଧ୍ୟ କରିବେ ନହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *