ଘରେ ତନ୍ତ୍ର ବାଧା, ଜାଦୁ ଟୋନା, କିଛି କାଲା ଜାଦୁ ହେଲେ କେମିତି ଚିହ୍ନିବେ? କଣ କରିବେ… Ajira Anuchinta

ଆପଣ କେମିତି ଜାଣିବେ ଆପଣଙ୍କ ଘରେ କିଏ ଖରାପ ନଜର ଲଗାଇଛି ବୋଲି ଓ ଆପଣଙ୍କ ଘରର ଲୋକ ଖରାପ ଶକ୍ତିର ଶିକାର ହୋଇଛନ୍ତି ବୋଲି । ଆପଣ ଏହିସବୁ ହେଲେ କେମିତି ଜାଣିବେ । ଯଦି ଆପଣଙ୍କ ଘରେ କେହି ତନ୍ତ୍ର ମନ୍ତ୍ର କରିଥିବେ ତାର ପ୍ରଥମ ଲକ୍ଷଣ ହୋଇଥାଏକି ଘରେ ସଦସ୍ୟଙ୍କ ଭିତରେ ବିନା କଥାରେ ଝଗଡା ହେବା, ଚିଡ ଚିଡା ପଣ ବଢିଯାଇଥାଏ । ବିନା କଥାରେ ରାଗ ଆସିଥାଏ  ଓ ବହୁତ ଛୋଟ ଛୋଟ କଥାରେ କଥା ବହୁତ ଆଗକୁ ବଢି ଯାଇଥାଏ ।

ଯଦି ବହୁତ ବେସୀ ନେଗେଟିଭ ଏନର୍ଜି ଆପଣଙ୍କ ଘରେ ପହଞ୍ଚି ଯାଇଛି ଆପଣଙ୍କ ଘରେ ଓ ଏହି କଥା ଆପଣଙ୍କ କିଚେନ ପର୍ଯ୍ୟନ୍ତ ଆସିଗଲାଣି ଏହି କଥା ମାନେ ଆପଣଙ୍କ ଖାଦ୍ଯରେ ବାଳ ବାହାରୁଛି, ଆପଣଙ୍କ ଭାତରେ ଅଚାନକ ଗୋଡି ବାହାରି ଥାଏ । ଏହି ସବୁ ଜିନିଷ ହେଲେ ଆପଣଙ୍କୁ ବୁଝିବାକୁ ହେବାକୀ ଆପଣଙ୍କ ଘରେ କିଏ କିଛି କରିଛି ।


ଲୋକ ବହୁତ ରୋଗଗ୍ରସ୍ତ ହୋଇବାକୁ ଲାଗିବେ, ମାନସିକ ଚିନ୍ତା ଗ୍ରସ୍ତ ହୋଇଥାନ୍ତି ଓ ହଠାତ ମାନସିକ ଦୁଶ୍ଚିନ୍ତା ଆସିଥାଏ । ଘରେ ପ୍ରବେଶ କାଲେ ଘର ଭାରି ଭାରି ଲାଗିଥାଏ । ଏମିତି ଲାଗିଥାଏକି ବାହାରେ ବହୁତ ହଲ୍କା ଲାଗିଥାଏ ଓ ଘରେ ପ୍ରବେଶ କଲେ ଲାଗିବକି ଗୋଟେ ବୋଝ ଆସିଗଲା । ଯଦି କିଏ ଘର ଉପରେ କିଛି କାଲା ଜାଦୁ କରିଥାଏ ତେବେ ଘରେ ପସୁ ପସୁ ଅସାନ୍ତି ଲାଗିଥାଏ ଓ ଘରେ ପଶିବାକୁ ଇଛା ହୋଇନଥାଏ । ଯଦି ଆପଣଙ୍କ ସହିତ ଏହିସବୁ ଜିନିଷ ହେଉଛି ଆପଣଙ୍କ ଉପରେ କି ଆପଣଙ୍କ ଘର ଉପରେ କାହାର ଖରାପ ଦ୍ରୁଷ୍ଟି ଲାଗିଛି ।


ଆଜି ଆମେ କିଛି ସାଧାରଣ ଉପାୟ ବିଷୟରେ କହିବୁ ଯଦି ଆପଣ ଘରେ ହନୁମାନ ଚାଳିଶା ନିଜେ ପଢିବା ସହିତ ଛୁଆମନଙ୍କୁ ପାଠ କରାଇବେ । ଯଦି ଛୁଆ ମାନେ ପଢିବେ ନହିଁ ତାଙ୍କୁ ହନୁମାନ ଚାଳିଶାର ଅଡିଓ ସୁନାନ୍ତୁ । ଏହା ଦ୍ଵାରା ତନ୍ତ୍ର ମନ୍ତ୍ରଠାରୁ ଦୂରେଇ ରହିବେ ଓ ଖରାପ ଶକ୍ତିରୁ ବଞ୍ଚିକି ରହିବେ । ନିଜ ଛୁଆ ମାନଙ୍କ ବେକରେ ଗୋଟିଏ ହନୁମାନଙ୍କ ଲକେଟ ପକାନ୍ତୁ ନାଲି ରଙ୍ଗର ସୂତା ରେ ପକାଇବେ ।  ଯଦି ଆପଣଙ୍କୁ ପିଲାର ସୁନା ସୁଟ କରୁନି ତାହେଲେ ରୂପାର ଲକେଟ ପକାଇ ପାରିବେ ।

ଓ ଅଣ୍ଟାରେ ଗୋମତୀ ଚକ୍ରର ଲକେଟ ବଣାଇ ପକାଇ ପାରିବେ ଓ ଗୋଟିଏ କଉଡି କଣା କରି ପକାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଛୁଆ ସୁରକ୍ଷିତ ରହିବେ । ଆପଣଙ୍କ ପିଲାର ପକେଟରେ ମୟୂର ପଙ୍ଖ ପକାଇକି ରଖନ୍ତୁ । ଆପଣଙ୍କ ପିଲା ଯେତେବୀ ହସମୁଖ ହେଉ କାହାର ନଜର ଲାଗିବନି । ଯଦି ଆପଣଙ୍କୁ ଲାଗୁଛି ଯଦି ଆପଣ ତନ୍ତ୍ର ବାଧା ଦ୍ଵାରା ଚିନ୍ତିତ ଅଛନ୍ତି ତେବେ ଗୋଟେ ମୁଙ୍ଗା ପିନ୍ଧନ୍ତୁ । ଘରେ ତିନି ବାର ଶଙ୍ଖ ବଜାନ୍ତୁ ଘରର ସକାରାତ୍ମକ ବଢିବ । ହନୁମାନଙ୍କ ସରଣରେ ରୁହନ୍ତୁ ଓ ହନୁମାନ ଚାଲିସର ପାଠ କରନ୍ତୁ ।

Leave a Reply

Your email address will not be published. Required fields are marked *