ବାରମ୍ବାର ଚେଷ୍ଟା କରିବି ଗର୍ଭ ଧାରଣ କରିବାରେ ଅସଫଳ ହେଉଥିଲେ, କରନ୍ତୁ ଏହି ଉପାୟ- Pregnant Tips

ବନ୍ଧୁଗଣ ପୃଥିବୀ ବାସୀଙ୍କର ପାଳନ କର୍ତ୍ତା ହେଉଛନ୍ତି ଭଗବାନ । ତାଙ୍କ ଆଜ୍ଞା ସମେତ ସମସ୍ତ କାର୍ଯ୍ୟ ହୋଇଥାଏ । ବନ୍ଧୁଗଣ ମନୁଷ୍ୟଙ୍କୁ ପ୍ରାଏ ଭଗବାନ ଏକାଭଳି ଗଢିଛନ୍ତି ମାତ୍ର ମନୁଷ୍ୟ ନିଜର କାର୍ଯ୍ୟ କଳାପ ଦ୍ଵାରା ସୁଖ ଦୁଖର ପାତ୍ର ହୋଇଥାଏ ।

ମନୁଷ୍ୟ ଯେଉଁଭଳି କର୍ମ କରିଥାଏ ତାହାକୁ ଆଧାରରେ ରଖି ତାକୁ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ସଂସାରରେ କେବଳ ମନୁଷ୍ୟ ହିଁ ନାନା ପ୍ରକାରର ନୀତି ନିୟମ ଦ୍ଵାରା ବନ୍ଧା ହୋଇଥାଏ । ବନ୍ଧୁଗଣ ଆମ୍ଭ ହିନ୍ଦୁ ଧର୍ମର ପୁରାଣ ଅନୁଯାୟୀ କେତେ ଗୁଡିଏ ନୀତି ନିୟମ ରହିଅଛି ସେ ଗୁଡିକୁ ଅବଲମ୍ବନ କରିଲେ ଆମ୍ଭର ବହୁତ ଉପକାର ହୋଇଥାଏ । ମାତ୍ର ଯଦି ଆମ୍ଭେ ସେ ଗୁଡିକର ପାଳନ କରିନଥାଉ ତେବେ ଆମ୍ଭକୁ ନାନା ପ୍ରକାରର ପରିସ୍ଥିତି କୁ ସାମ୍ନା କରିବାକୁ ହୋଇଥାଏ ।

ବନ୍ଧୁଗଣ ଏହି ସଂସାରରେ ମହିଳା ମାନଙ୍କୁ ଶ୍ରେଷ୍ଠ ଭାବରେ ଗ୍ରହଣ କରାଯାଇଛି । ନାରୀ ଦ୍ଵାରା ବଂଶ ବିସ୍ତାର ହୋଇଥାଏ । ଏବଂ ଗୋଟିଏ ନାରୀ ଯେତେବେଳେ ଏକ ସନ୍ତାନକୁ ଜନ୍ମ ଦେଇଥାଏ ସେତେବେଳେ ସେ ନିଜେ ଅତ୍ୟଧିକ ଭାବୋବିହୋଳ ହୋଇପଡେ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ, ଯେଉଁ ମହିଳା ମାନେ ଗର୍ଭବତୀ ହୋଇ ପାରୁନାହାନ୍ତି ସେମାନେ କେଉଁ ବିଶେଷ ଉପାୟ କରିବା ଦ୍ଵାରା ଗର୍ଭଧାରଣ କରି ପାରିବେ ? ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ ଯଦି ଆପଣ ଗର୍ବବତୀ ହେଇପାରୁନାହାନ୍ତି ତେବେ ସର୍ବ ପ୍ରଥମେ ଈଶ୍ଵରଙ୍କୁ ପ୍ରାର୍ଥନା କରନ୍ତୁ କାରଣ ଶ୍ରଦ୍ଧା ର ସହିତ ଆପଣ ଭଗବାନଙ୍କ ଆରାଧନା କରିଲେ ସେ ନିଶ୍ଚିତ ଆପଣଙ୍କ ଡାକ ଶୁଣିବେ । ଏହା ସହିତ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରି ଉଚିତ ନିୟମ ଅବଲମ୍ବନ କରି ଔଷଧ ସେବନ କରିବାକୁ ହେବ । ମାତ୍ର ଯଦି ଏ ସବୁ ସତ୍ଵେ ଆପଣଙ୍କର ଗର୍ଭ ରହୁନାହିଁ, ତେବେ ଆୟୁର୍ବେଦିକ ନିୟମ ମାନ ପାଳନ କରନ୍ତୁ ।

ବନ୍ଧୁଗଣ ଗର୍ବଧାରଣ କରିବାର ନିୟମ ସହିତ ଆପଣଙ୍କ ଶରୀର ର ଗଠନ ତଥା ଆପଣଙ୍କ ମାସକୁ ମାସ ପିରିୟଡ ହେବାର ପ୍ରକ୍ରିୟା ମଧ୍ୟ ଉଚିତ ରହିବା ଆବଶ୍ୟକ । ଯେଉଁ ମହିଳା ମାନଙ୍କ ମୋଟାପଣ ରହିଅଛି ସେମାନେ ନିୟମିତ ବ୍ୟାୟାମ କରି ନିଜ ଶରୀରକୁ ସଠିକ ରଖନ୍ତୁ ଅର୍ଥାତ ଗର୍ଭଧାରଣ ନିମନ୍ତେ ଗୋଟିଏ ମହିଳାଙ୍କ ଶରୀର ଯେଉଁଭଳି ସନ୍ତୁଳିତ ହୋଇ ରହିବା କଥା ସେହିଭଳି ରଖନ୍ତୁ ।

ନୀତିଦିନ ବ୍ୟାୟାମ ସହିତ, ଉଚିତ ସବୁଜ ପନିପରିବା କୁ ଆହାର ଭାବେ ଗ୍ରହଣ କରନ୍ତୁ । ବନ୍ଧୁଗଣ କୌଣସି କାରଣରୁ ଯଦି ଗର୍ବଧାରଣ ହେଉନାହିଁ ତେବେ ସାଧାରଣତ ମହିଳା ମାନେ ଅଥବା ପରିବାର ବର୍ଗ ଭଗବାନଙ୍କୁ ଡୋସା ଦେଇଥାନ୍ତି ଅଥବା ଭାଗ୍ୟ ରେ ନାହିଁ ବୋଲି କହିଥାନ୍ତି । କିନ୍ତୁ ସବୁର କାରଣ ଆମ୍ଭେ ନିଜେ ହେଇଥାଉ ଯେଉନଭଳି ନିୟମ ଗ୍ରହଣ କରିବା ସେହିଭଳି ଇଚ୍ଛାଶକ୍ତି ରଖୁଥିବା ଫଳ ମଧ୍ୟ ପ୍ରାପ୍ତ ହେବ । ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ଏହାକୁ ସେୟାର ମଧ୍ୟ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *