କି ଉପାୟ କଲେ ଚାକିରି ମିଳିପାରିବ ? ଚାକିରି ମିଳୁ ନଥିଲେ କରନ୍ତୁ ଏହି ଉପାୟ- Astro Tips

ବନ୍ଧୁଗଣ ଯେତେବେଳେ ଆମେ ଚାକିରି ପାଇଁ ଚେଷ୍ଟା କରିଥାଉ ସେହି କ୍ଷେତ୍ର ରେ ଅନେକ ଜାଗାରେ ଇଣ୍ଟରଭିୟୁ ଦେବାକୁ ପଡିଥାଏ । ନଚେତ କିଛି ଜାଗାରେ ଅର୍ଥ ମଧ୍ୟ ଦେବାକୁ ପଡିଥାଏ । ଅନ୍ୟ କ୍ଷେତ୍ର ରେ ଆମେ ଅଧିକ ପାଠ ପଢିଥିଲେ ମଧ୍ୟ ଚାକିରି ମିଳିପାରେ ନାହି । ଅନ୍ୟ ମାନେ ଅଧିକ ପାଠ ନ ପଢି ମଧ୍ୟ ନିଜର ବୁଦ୍ଧି ବଳରେ ଚାକିରି ପାଇଥାନ୍ତି । ଏମିତି କିଛି ଉପାୟ ରହିଛି ଯାହା କରିବା ଦ୍ଵାରା ଚାକିରି ମିଳିବା ସହଜ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ବିସ୍ତାର ଭାବେ ।

କୌଣସି ଦିନ ଆପଣ ମାନେ ଏହି ଉପାୟ କରି ପାରିବେ । ସପ୍ତାହର ରବିବାର ଠାରୁ ଆରମ୍ଭ କରି ଶନିବାର ଦିନ ଏହି ଉପାୟ କରି ପାରିବେ । ଏଥିପାଇଁ ଏକ ମାଟି ପାତ୍ର ଆଣି ସେଥିରେ ସୋରିଷ ତେଲ ନିଅନ୍ତୁ । ଏହା ପରେ ୭ଟି ଦୁବ ପାତ୍ର ଆଣି ସୋରିଷ ତେଲରେ ବୁଡାଇ ଦିଅନ୍ତୁ । ଏହା ପରେ କିଛି ସୋରିଷ ତେଲ ମାଟି ଦୀପରେ ରଖିବା ସହ ଅନ୍ୟ ଏକ ପାତ୍ର ରେ ରଖିଥିବେ ।

ଦୁବ ବୁଡାଇଲା ପରେ ଦୀପ ଭିତରେ ଯେଉଁ ସୋରିଷ ତେଲ ରହିଥିବା ତାହାକୁ ଆଣି ମାଟି ଭିତରେ ରଖିବେ । ଏହାକୁ ଆପଣ ଘରର ପୂଜା ଜାଗାରେ କରିବେ । ଏହାକୁ ସକାଳ ବା ସନ୍ଧ୍ୟା ସମୟରେ କରି ପାରିବେ । ଯେଉଁ ଦିନ ଏହି ଉପାୟ କରିବେ ସେହି ଦିନ ଆମିଷ ଭୋଜନ କରିବେ ନାହି ।

ଏହା ପରେ ମାଟି ଦୀପରେ ପୂର୍ବ ରୁ ଯେଉଁ ୭ଟି ଦୁବ ବୁଡା ହୋଇଥିଲା ତାହାକୁ ପୂଜା ଘରେ ପ୍ରସ୍ତୁତ କରିବା ପରେ ନିଜ ହାତର ଡାହାଣ ହାତରେ ଧରି ଘରର ଦକ୍ଷିଣ ଦିଗକୁ ଆସିବେ । ଯେଉଁମାନେ ଫ୍ଲାଟ ରେ ରହୁଛନ୍ତି ସେମାନଙ୍କର ଦକ୍ଷିଣ ଦିଗ ହେଉଛି ବାଲକୁନି ଯେଉଁ ଜାଗାରେ ରହିଛି । ଯେଉଁ ମାନଙ୍କର ବାଲକୁନି ନାହି ସେମାନେ ଛାତ ଉପରର ଦକ୍ଷିଣ ଦିଗକୁ ଆସିବେ ।

ଦକ୍ଷିଣ ଦିଗକୁ ଆସିବା ପରେ ସୋରିଷ ତେଲ ଓ ଦୁବ କୁ ଧରି ଆପଣଙ୍କ ଯେତେ ଜଲ୍ଦି ସମ୍ଭବ ଚାକିରି ହେବ ତାହା ମନେ ମନେ ସ୍ମରଣ କରିବେ । ଏହା କହି ସାରିବା ପରେ ଦୀପ ସହ ତେଲ ଓ ଦୁବ କୁ ଦକ୍ଷିଣ ଦିଗରେ ଢାଳି ଦେବେ । ଏହା ପରେ ଆପଣ ଘରକୁ ଫେରି ଆସିବେ । ମାଟି ଦୀପ ହେଉଛି ମଙ୍ଗଳ ଗ୍ରହଙ୍କର ଅତି ପ୍ରିୟ ଯାହା ଏନର୍ଜି ଦେଇଥାଏ ।

ଯଦି ଆପଣଙ୍କର କର୍ମରେ ବାଧା ଆସିଥାଏ ଏହି ସବୁ ସାମଗ୍ରୀର ବ୍ୟବହାର ଦ୍ଵାରା ଦୂର ହୋଇ ପାରିବ । ଏହିପରି ଭାବେ ଲଗାତାର ଆପଣ ଏହି ଉପାୟକୁ ୯ ଦିନ କରନ୍ତୁ । ନିର୍ଦ୍ଦିଷ୍ଟ ସମୟରେ ଏହି ଉପାୟ କୁ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଭାଗ୍ୟର ସହଯୋଗ ମିଳିବା ସହ ଆପଣଙ୍କର କର୍ମ ଅନୁଯାୟୀ ଆପଣ ଭଲ ଚାକିରି ପାଇ ପାରିବେ । ବନ୍ଧୁଗଣ ଆମ ପୋଷ୍ଟ ଟି ଆପଣ ମାନଙ୍କୁ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *