ଶ୍ରାବଣ ମାସରେ ଏହି 8ଟି କାମ କରିଲେ ମିଳିବ କୋଟି ପୂଣ୍ୟ ଫଳ, ନିଶ୍ଚୟ କରନ୍ତୁ ଏହି ସବୁ କାର୍ଯ୍ୟ ଘରେ ହେବ ଧନର ବର୍ଷା- Sawan Special

ବର୍ଷ ମଧ୍ୟରେ ସବୁଠାରୁ ପବିତ୍ର ମାସ ହେଉଛି ଶ୍ରାବଣ ମାସ । ଶ୍ରାବଣ ମାସ ହେଉଛି ପ୍ରଭୁ ଶିବଙ୍କର ମାସ । ଶ୍ରାବଣ ମାସର ବହୁତ ମହତ୍ଵ ରହିଛି । ଏହି ମାସର ସୋମବାର ବ୍ରତ କରିଲେ ବହୁତ ପୂଣ୍ୟ ମିଳିବା ସହ ସବୁ କାମରେ ଶୁଭ ଫଳ ମିଳିଥାଏ । ଏହା ସହ ଶ୍ରାବଣ ମାସରେ ଏମିତି କିଛି କାମ କରିବା ଦରକାର ଯେଉଁଥିପାଇଁ ପ୍ରଭୁ ଭୋଳାନାଥ ଓ ମାତା ପାର୍ବତୀଙ୍କ ଶୁଭ ଦ୍ରୁଷ୍ଟି ରହିବ । ତେବେ ଶନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ୮ଟି କମ କରିଲେ ଜୀବନରେ ଖୁସି ହିନ ଖୁସି ଆସିଥାଏ ।

୧- ଶ୍ରାବଣ ମାସରେ ସୋମବାର ବ୍ରତ ରଖିବା ଦରକାର । ଏପରି କରିଲେ ବର୍ଷ ସାରା ଯେଉଁ ଶିବ ପୂଜନ କରିଥାନ୍ତି ତାହାର ମୂଲ୍ୟ ପ୍ରାପ୍ତ ହେବ । ବିବାହିତା ବା ଅବିବାହିତା ସମସ୍ତେ ସୋମବାର ବ୍ରତ କରିପାରିବେ । ବ୍ରମ୍ହଚାରୀ ହୁଅନ୍ତୁ ବା ପୁରୁଷ ବା କୁମାରୀ କନ୍ୟା ମାନେ ସମସ୍ତେ ସୋମବାର ବ୍ରତ କରିପାରିବେ ।

୨- ଏହି ଶ୍ରାବଣ ମାସରେ କୌଣସି ପ୍ରକାରର ଶାଗ ଖାଇବା ଉଚିତ ନୁହେଁ । ସାଗକୁ ଏହି ମାସରେ ବର୍ଜିତ କରନ୍ତୁ ।

୩- ଏହି ଶ୍ରାବଣ ମାସରେ ଶିବ ପଞ୍ଚାକ୍ଷର, ଶିବ ପୁରାଣ, ଶିବ ସଡାକ୍ଷର, ଶିବ ଚାଳିଶା ଓ ଶିବ ଗାୟତ୍ରୀ ମନ୍ତ୍ର ନିଶ୍ଚିନ୍ତ ପଢନ୍ତୁ କିମ୍ବା ଆପଣ ଶୁଣି ପାରିବେ । ଏମିତି କରିଲେ ବହୁ ପୂଣ୍ୟ ପ୍ରାପ୍ତ ହେବ ।

୪- ଏହି ଶ୍ରବଣ ମାସରେ ଥରେ ବି ହେଉ ଶିବ ମନ୍ଦିର ଯାଇ ରୁଦ୍ରାଭିଷେକ କରନ୍ତୁ । ତଥା ଶିବ ପୂଜନ କରିଲେ ମଧ୍ୟ ସୁଫଳ ମିଳିଥାଏ । ଶିବ ଙ୍କୁ ଜଳ ଲାଗି ନିଶ୍ଚିନ୍ତ ଭାବେ କରନ୍ତୁ । ଯଦି ଆପଣ ଶ୍ରାବଣ ମାସରେ ବିଶେଷ ରୂପରେ ରୁଦ୍ରାଭିଷେକ କରୁଛନ୍ତି ବା ଶିବଙ୍କୁ ଜଳ ସମର୍ପଣ କରୁଛନ୍ତି ତାହା ହେଲେ କୋଟି ଜନ୍ମର ପୂଣ୍ୟ ଫଳ ପ୍ରାପ୍ତ ହେବ ।

 

୫- ଏହି ଶ୍ରାବଣ ମାସରେ ନିଶ୍ଚିନ୍ତ ଭାବେ ସମି ଗଛ ରୋପଣ କରନ୍ତୁ । ସମି ଗଛକୁ ଏକ କୁଣ୍ଡ ରେ ଲଗାଇ ନୟବିତ କୋଣରେ ରଖନ୍ତୁ । ଏହା ସହ ବେଲ ଗଛ କୁ ଉତ୍ତର ଦିଗରେ ରଖନ୍ତୁ । ସବୁଦିନ ଫୁଲ ପଣି ଅର୍ପଣ କରିବା ଦ୍ଵାରା ଭଗବାନଙ୍କର ଅପାର କୃପା ଲାଭ ହେବ ।

୬- ଶ୍ରାବଣ ମାସରେ ଘରେ ଶିବଲିଙ୍ଗ ସ୍ଥାପନ କରନ୍ତୁ । ଦେଖିବେ କୋଟି ପୂଣ୍ୟ ପ୍ରାପ୍ତ ହେବ ।

୭- ଶ୍ରାବଣ ମାସ ରେ ନାଗ ପଞ୍ଚମୀ ବ୍ରତ ରହିଥାଏ । ତେବେ ନିଶ୍ଚିନ୍ତ ଭାବେ ନାଗ ପଞ୍ଚମୀ ବ୍ରତ ରଖନ୍ତୁ । ନିଶ୍ଚିନ୍ତ ଭାବେ ଶୁଭ ଫଳ ପାଇବେ ।

୮- ଶ୍ରାବଣ ମାସ ଆରମ୍ଭରୁ ଶେଷ ଯାଏଁ ଚେଷ୍ଟା କରିବେ ଏକ ଲକ୍ଷ ବାର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ପାଇଁ । ଏହି ୮ଟି କାମ କରିଲେ ବର୍ଷ ଯାକର ଫଳ ଆପଣ ପାଇପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥିଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *