କୌଣସିବି ସ୍ତ୍ରୀ ପାଇଁ ଏହି କାମ କରିବା ହୋଇଥାଏ ମହାପାପ, ଆପଣବି ଜାଣି ନିଅନ୍ତୁ

ଜଣେ ସ୍ତ୍ରୀ ପାଇଁ ଯେଉଁ ଜାଗାରେ ନିଜ ସ୍ୱାମୀର ସମ୍ମାନ ନ ମିଳେ ସେଇ ଜାଗାରେ ଆପଣଙ୍କୁ ବି ରହିବାର କିଛି ଅଧିକାର ନାହିଁ, ତାହା ଆପଣଙ୍କ ବାପାଙ୍କ ଘର ହେଉ ନା କାହିଁକି । ବିବାହର ପୂର୍ବରୁ ବାପାଙ୍କ ମାନ ହୋଇଥାନ୍ତି ଝିଅ, ବିବାହ ପରେ ସ୍ୱାମୀର ସମ୍ମାନ ଓ ଭଲ ପାଇବା ହୋଇଥାଏ ନାରୀର କର୍ତ୍ତବ୍ୟ । କୁହାଯାଏ କି ଗୋଟେ ନାରୀ ପାଇଁ ବାପାଙ୍କ ଘରଠୁ ଡୋଲି ଉଠିବା ଦରକାର ଓ ପତିଙ୍କ ଘରୁ କୋକେଇ ଉଠିବା ଦରକାର । ଏହି ଦୁଇଟି କୁଳକୁ ଠିକ୍ ଭାବେ ନେଇ ପାରିଲେ ମନୁଷ୍ୟ ଜୀବନ ସଫଳ ହେବ । ନହେଲେ ନର୍କର ଦ୍ଵାର ସେମାନଙ୍କ ପାଇଁ ଖୋଲାଅଛି ।

Image Courtesy: Google

ଜଣେ ସ୍ତ୍ରି ର ଜୀବନରେ ପିତାଠୁ ଆରମ୍ଭ ହୋଇ ସ୍ଵାମୀ ଉପରେ ସମାପ୍ତ ହୋଇଯିବା ହିଁ ଜୀବନ । ଏହି ଦୁହିଁଙ୍କ ମଝିର ସଂଘର୍ଷ  ଗୋଟେ ସ୍ତ୍ରୀ ପାଇଁ ବହୁତ କଠିନ ଅଟେ ଏଥିରେ ଖୁସି ଅଛି ଏବଂ ଦୁଃଖ ମଧ୍ୟ ଅଛି , ତେବେ ସୁଖ ପାଇଁ ଆମେ ଭୂଲ୍ ମାର୍ଗରେ ଯିବା ହିଁ ବଡ଼ ପାପ ଅଟେ ଯାହାର ପ୍ରାୟଶ୍ଚିତ କରିବା ବହୁତ କଠିନ  ହିଁ ନୁହ ଅସମ୍ଭବ ଅଟେ ।

Image Courtesy: Google

କିନ୍ତୁ ଆମକୁ ନାରୀ ଧର୍ମକୁ ଜଗିବାକୁ ପଡ଼ିବ ହିଁ ପଡ଼ିବ, ତେବେ ଜୀବନ କେମିତି ବି ହେଉ ନା କାହିଁକି । ନିଜ ସୁଖ ପାଇଁ ନିଜ ସ୍ଵାମୀଙ୍କ ବ୍ୟତୀତ ପର ପୁରୁଷଙ୍କ ପାଇଁ ଭାବିବା ବି ଅପରାଧ କାହିଁକି ନା ଖରାପ ହଉ କି ଭଲ ସାରା ଜୀବନ ତାଙ୍କୁ ଆମ ସାଙ୍ଗରେ ନେଇକି ଚଳିବାକୁ ପଡିବ ସେଥିପାଇଁ ଯେମିତି ହୁଅନ୍ତୁ ବା ଯାହାବି ହୋଇଥାନ୍ତୁ ତାଙ୍କର ସମ୍ମାନ କରିବା ଆମର ଧର୍ମ ବା କର୍ତବ୍ୟ । ଓ ସୁଖ ପାଇଁ ପିତାଙ୍କ ଆଗେ ମୁଣ୍ଡ ନୁଆଁଇବା ବି ପାପ ଅଟେ । ସେଥିପାଇଁ ଜୀବନ ଯେମିତି ବି ହେଉ ନା କାହିଁକି ଖୁସି ହୋଇ ରହିବା ଆମର ପରମ ଧର୍ମ ଓ କର୍ତବ୍ୟ ଅଟେ ।

ଆଶା କରୁଛୁ ଆପଣମାଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଯଦି ଆପଣାକୁ ଆମର ପୋସ୍ଟ ଗୁଡିକ ପସନ୍ଦ ଆସେ ତେବେ ଲାଇକ କରନତୁ ଶେୟାର କରନ୍ତୁ ଓ ଆଗକାଉ ଆମ ସହ ରହିବା ପାଇଁ ଆମ ପ୍ଜେକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଯାହା ଦ୍ଵାରା ଆପଣ ସମସ୍ତ ଖବର ପାଇପାରିବେ ସର୍ବପ୍ରଥମେ ।

Leave a Reply

Your email address will not be published. Required fields are marked *