ଷଣ୍ଢ କୁକୁର ବି ଏମିତି ମାତିବେନି ଯେମିତି ଭାଉଜମାନେ ମାତିଛନ୍ତି, Gyana ଭାଇ ଯାହା କହୁଛନ୍ତି ଶୁଣି ଆପଣ କାନରେ ହାତ ଦେବେ, ଦେଖନ୍ତୁ video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତା ଜ୍ଞାନ ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଜ୍ଞାନ ଜଣେ ଲୋକପ୍ରିୟ କମେଡିଆନ ଅଟନ୍ତି ସେ ଅନେକ ଫିଲ୍ମ ଆଉ ରିଆଲିଟି ସୋରେ କାମ କରିଛନ୍ତି । ଆମ ଓଡିଶା ତଥା ଓଲିଉଡ ଇଣ୍ଡଷ୍ଟ୍ରିରେ ରେ ଜ୍ଞାନଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଆଉ ଏହାରି ମଧ୍ୟରେ ଜ୍ଞାନ ଗଣମାଧ୍ୟମ ଆଗରେ ଆସି ପରକ୍ରିୟା ପ୍ରୀତିକୁ ନେଇ ଏକ ବଡ ବୟାନ ଦେଇଛନ୍ତି ।

ଜ୍ଞାନ ଏ ନେଇ ଗଣ ମାଧ୍ୟମ ଆଗରେ କହିଛନ୍ତି-‘ମୁଁ କହିବା କଥା ଯେଉଁ ଜିନିଷ ଏବେ ଚାଲିଛି ପୁଅ ଝିଅଙ୍କର ଯେଉଁ ପ୍ରେମ ଯେଉଁ ପରକ୍ରିୟା ପ୍ରୀତି ଏବେ ଚାଲିଛି ଭୁବନେଶ୍ବରରେ ମୁଁ ଦେଖିଲି ଭାଉଜ ମାନେ ଯେଉଁ ହିସାବରେ ମାତି ଛନ୍ତି ଏମିତି ତ ଶଣ୍ଢ ମାତିବେନି । କୁକୁର ବି ମାତିବେନି ଭାଉଜ ମାନେ ଭୁବନେଶ୍ବରରେ ଯେଉଁ ଭଳି ପ୍ରେମରେ ମାତି ଛନ୍ତି ଏମାନେ ଦିଅର ମାନଙ୍କ ପଥଭ୍ରଷ୍ଟ କରି ସାରିଲେଣି ।

ପୁଅ ପିଲା କଣ କରିବେ ଆଉ ଥୋଡାଏ ସ୍ଵାମୀ ଅଛନ୍ତି ସେମାନେ ତ ରହୁ ନାହାନ୍ତି ରାତିରେ ଦେଖା ହେଉ ନାହାନ୍ତି ସେ ଦିନ ସାରା କୁଆଡେ ଚାଲି ଯାଉଅଛନ୍ତି । ସଂପୂର୍ଣ୍ଣ ଭାବରେ ମୁଁ କହିବି ଝିଅ ମାନେ ଯେଉଁ ପାତ୍ର ବ ବରପାତ୍ର ଖୋଜୁ ଛନ୍ତି ସେମାନେ ଠିକ ଭାବରେ ସିଲେକ୍ସନ କରିପାରୁ ନାହାନ୍ତି । ସେ ଝିଅ ପିଲା ଚାହୁଁଛି ତା ସହିତ ଯଦି ଶାରୀରିକ ସମ୍ପର୍କ ହୋଇଗଲା ମୋ ମନ ଖୁସି । ପ୍ରକୃତରେ ଯଦି ସେ ନାରୀ ବା ଝିଅକୁ ତାର ବାପା ମାଆ ସଂସ୍କୃତି ପରମ୍ପରା ସବୁ ଶିଖେଇ ଥିବ ସେ କେବେ ବି ପାର୍କ ଫାର୍କ ଯିବନି ।

ଏହା ସହ ସେ ରାତିରେ କାହା ସହ ଶୋଇବନି କି ରହିବନି ପୁଅ ପିଲାଙ୍କ ସହିତ । ବହୁତ ପୁଅ ପିଲା ଏଠି ରହିଲେଣି ଯେଉଁ ମାନେ ଫ୍ରଡ କରୁଛନ୍ତି ମିଛରେ ପ୍ରେମ କରି ପ୍ରତାରଣା ଦେଉଛନ୍ତି ଆଉ ଝିଅ ମାନେ କାହିଁକି ତାଙ୍କ ପାଖରେ ଫସୁ ଛନ୍ତି । ଝିଅ ମାନଙ୍କର ଭୁଲ ପ୍ରଥମେ ସେ ଯାଉଛନ୍ତି କାହିଁକି । ମୁଁ ଏବେ କହି ଦେବୀ ଆଇ ଲଭ ୟୁ ତମେ କଣ ଜାଣିଛ ମୋ ବିଷୟରେ । ତା ପରେ ୧୫ ଦିନ ଭିତରେ ଦେଖିବ ମୁଁ ବି ବିବାହିତା ମୋ ସ୍ତ୍ରୀ ଅଛି ମୋ ସହ କାହିଁକି ଫସିବ ?

ମୁଁ ଯେତେ ବଡ କଳାକାର ହୁଏ କି ବିଜନେସମ୍ୟାନ ହୁଏ ତୁମେ କାହିଁକି ଫସିବ ? ଗୋଟେ ନାରୀ ତମେ ଆଗକୁ ଭବିଷ୍ୟତ କ୍ୟାରିୟର ଅଛି । ବାହାଘରର ଦୁଇ ତିନି ବର୍ଷ ପରେ ସବୁ ସ୍ତ୍ରୀ ମାନଙ୍କୁ ସ୍ଵାମୀ ମାନେ ଗନ୍ଧାଇଥାନ୍ତି କାହିଁକି ସେଟା ମୁଁ ବି ଜାଣିନି । KFC DFC ରେ ବସି ଖାଇଦେଲେ ତମର ପ୍ରେମ ହେଇଗଲା ରାତିରେ ଯାଇ ସୋଇପଡିବ” । ତା ହେଲେ ବନ୍ଧୁଗଣ ଜ୍ଞାନଙ୍କର ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *