KGF ର ହୀରୋ ୟଶଙ୍କ ସ୍ତ୍ରୀ ଦେଖିବାକୁ ଅପ୍ସରୀ ଭଳି, ଥରେ ଦେଖିବେ ତ ହୋଇଯିବେ ଦିବାନା

ଆପଣ ମାନେ ସମସ୍ତେ କେଜିଏଫ ଫିଲ୍ମ ଦେଖିଥିବେ, ତେବେ ଏହି ଫିଲ୍ମ ବଲୀଉଡ ଓ ତେଲୁଗୁ ଚଳଚିତ୍ରରେ ବହୁତ ପ୍ରସିଦ୍ଧ ହୋଇଛି, ଏହି ଫିଲ୍ମ ଚାପ୍ଟର ୨ ପାଇଁ ଲୋକ ଅନେଇ ବସିଛନ୍ତି, ତେବେ ଏହି ଫିଲ୍ମ ମୁଖ୍ୟ ଅଭିନେତା ୟଶ ତାଙ୍କ ଷ୍ଟାଇଲ ଓ ଅଭିନୟ ପାଇଁ ପ୍ରସିଦ୍ଧ ଅଟନ୍ତି, କେଜିଏଫ ୟଶ କେରିଅରରେ ନୂଆ ଚାନ୍ଦ ଭଳି କାମ କରିଛି ତାଙ୍କ ନା ବଲୀଉଡ ଓ ତେଲୁଗୁ ଚଳଚିତ୍ର ଦୁନିଆ ରେ ହିଟ ହୋଇଯାଇଛି, ତେବେ ଆଜି ଆମେ ଆପଣଙ୍କୁ ୟଶଙ୍କ ଜୀବନ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣିଥିବେ ।

Image Courtesy: Google

ୟଶଙ୍କ ନାମ ନବୀନ ଅଟେ ତାଙ୍କ ଅଭିନୟ ଦୁନିଆ ନାମ ୟଶ ଅଟେ କିନ୍ତୁ ତାଙ୍କ ମା ବାପା ଦ୍ଵାରା ଦିଆ ଯାଇଥିବା ନାମ ନବୀନ ଅଟେ । ୟଶ ଛୋଟବେଳୁ ଅଭିନୟ କରିବାରେ ବହୁତ ଆଗରେ ଥିଲେ ଏହା ଛଡା ତାଙ୍କ ଷ୍ଟାଇଲ ସମସ୍ତଙ୍କ ଠାରୁ ଭିନ୍ନ ରହୁଥିଲା । ୟଶ ତେଲୁଗୁ, ମଳୟାଲାମରେ ଅଭିନୟ କରିଛନ୍ତି ଓ ତାଙ୍କ ବହୁତ ଫିଲ୍ମକୁ ହିନ୍ଦୀରେ ଡେବ୍ଯୁ କରା ଯାଇଛି ତେବେ ୟଶ ନିଜ ଜୀବନରେ କେବେ ଅହଂକାର ଦେଖେଇ ନାହାନ୍ତି ସେ ଟ୍ବିଟରରେ ମଧ୍ୟ ନିଜ ଫ୍ୟାନ୍ସ ମାନଙ୍କ ପ୍ରଶ୍ନ ଉତ୍ତର ଦିଅନ୍ତି ।

Image Courtesy: Google

ଯେତେବେଳେ ଫ୍ୟାନ୍ସ ତାଙ୍କୁ କେଜିଏଫ ଚାପ୍ଟର ୨ ବିଷୟରେ ପଚାରିଲେ ୟଶ ଟ୍ବିଟ କରିଥିଲେ ଯେ ଆରମ୍ଭ ହେଲେ ମୁଁ ଜଣେଇବି ଓ ୨୦୧୯ରେ ୟଶ ନିଜେ ଏହା ଟ୍ବିଟ କରିଥିଲେ ଯେ କେଜିଏଫ ୨ ଶୁଟିଙ୍ଗ ଆରମ୍ଭ ହୋଇଯାଇଛି ଯାହାର ସମସ୍ତେ ଅପେକ୍ଷା କରୁଛନ୍ତି । ତେବେ ଆପଣ ମାନେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଜାଣିଥିବେ ସେ ସାଉଥର ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି, ତାଙ୍କ ନାମ ରାଧିକା ପଣ୍ଡିତ ଅଟେ ।

Image Courtesy: Google

ଆପଣ ମାନେ ରାଧିକା ଓ ୟଶଙ୍କ ଯୋଡି ବହୁତ ଫିଲ୍ମ ଦେଖିବାକୁ ପାଇଥିବେ ତେବେ ଦୁହେଁ ବିବାହ କରିଥିଲେ ଓ ୨୦୧୮ ଡିସେମ୍ବର ରେ ତାଙ୍କର ଗୋଟେ ଝିଅ ହୋଇଥିଲା ଯାହା ଫଟୋ ନିଜେ ୟଶ ନିଜ ଫ୍ୟାନ୍ସ ମାନଙ୍କ ସହ ଶେୟର କରିଥିଲେ । ୟଶ ଓ ରାଧିକାଙ୍କ ଯୋଡି ବହୁତ ସୁନ୍ଦର ଅଟେ ଓ ଦୁହେଁ ନିଜ ବିବାହିତ ଜୀବନରେ ବହୁତ ଖୁସି ଦେଖା ଯାଉଛନ୍ତି । ୟଶକୁ ଗାଡି ରଖିବା ପସନ୍ଦ ଅଟେ ତାଙ୍କ ପାଖରେ ବହୁତ ଗାଡି କଲେକ୍ସନ ଅଛି । ତେବେ ଖବର ଅନୁଯାଇ ୟଶ ପାଖରେ ୪୦କୋଟି ଟଙ୍କାର ଧନ ସମ୍ପତ୍ତି ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *