ଖଣ୍ଡଗିରୀ ରୁ ବାହାରୁଛି ଗଙ୍ଗା ଜଳ! ଦେଖନ୍ତୁ କେଉଁଠି ଅଛି ଖଣ୍ଡଗିରୀର ଗୁପ୍ତ ଗଙ୍ଗା…

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଭୁବନେଶ୍ଵର ରହିଛି ଖଣ୍ଡଗିରୀ । ଏଠାରେ ଅନେକ ଗୁମ୍ଫା ରହିଛି ଯାହାକୁ ଦେଖିବା ପାଇଁ ଲୋକ ମାନେ ପ୍ରତି ବର୍ଷ ଭ୍ରମଣ କରିଥାନ୍ତି । ତେବେ ପ୍ରତି ବର୍ଷ ମାଘ ମାସରେ ଖଣ୍ଡଗିରୀ ଠାରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ । ଯାହାକୁ ଦେଖିବା ପାଇଁ ହଜାର ହଜାର ଭକ୍ତ ମାନଙ୍କର ଆସର ଜମି ଥାଏ । କୁମ୍ଭ ମେଳା ରେ ଅନେକ ସାଧୁ ମୁନି ମାନେ ଆସିଥାନ୍ତି ଓ ଯଜ୍ଞ ପୂଜା ପୂଜା ଆଦି ଅନୁଷ୍ଠିତ ହୋଇଥାଏ ।

ତେବେ ବର୍ତ୍ତମାନ କିଛି ସମୟ ହେବ କୁମ୍ଭ ମେଳା କୁ ନେଇ ଆସିଛି ବଡ ଗୁପ୍ତ କଥା ଯାହାକୁ ସୋସିଆଲ ମିଡିଆ ଜରିଆରେ ଦେଖା ଯାଇଛି । ଆଉ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦର୍ଶକ ବନ୍ଧୁ ଆପଣ ଯଦି ଖଣ୍ଡଗିରି ଯାତ୍ରା ବୁଲି ଆସୁଛନ୍ତି, ତେବେ ଜାଣିଛନ୍ତି କି, ଏହି ସ୍ଥାନ କେଉଁଠି ଅଛି ? ବୋଧେ ଅନେକ ପର୍ଯ୍ୟଟକ ବା ଦର୍ଶକ, ଏ ସ୍ଥାନ ସଂପର୍କରେ ଜାଣି ନ ଥିବେ, ତେବେ ଆମେ ଆପଣଙ୍କୁ ଦେଖାଇବୁ, ଖଣ୍ତଗିରିର ଗୁପ୍ତଗଙ୍ଗା ।

ହଁ ଦର୍ଶକ ବନ୍ଧୁ ଆମ ଓଡିଶାରେ ରହିଛି ଗୁପ୍ତ ଗଙ୍ଗା । ଯାହାକୁ ହୁଏ ତ ଆପଣ ମାନେ ଜାଣି ନ ଥିବେ । ଆଉ ଏହି ଗୁପ୍ତ ଗଙ୍ଗା ରହିଛି ଖଣ୍ଡଗିରୀ ରେ । ଯାହା ଏବେ ଏବେ ଖୁଲାସା ହୋଇଛି । ସେଥିପାଇଁ ପ୍ରତି ବର୍ଷ ଏଠାରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ ଯାହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ମାନଙ୍କର ଗହଳି ଜମି ଥାଏ । ଏହି ଗୁପ୍ତ ଗଙ୍ଗା ଖଣ୍ଡଗିରୀ ର ବହୁତ ଭିତରେ ରହିଛି ଯାହାକୁ ଦେଖିବା ଏବେ ସହଜ ହେଉ ନାହି ।

ଏହି ଗୁପ୍ତ ଗଙ୍ଗା ସମୁଦ୍ର ପତନ ଠାରୁ ବହୁତ ଉପରେ ରହିଛି ତଥାପି ଏହି ଗୁମ୍ଫା ଭିତରେ ଗୁପ୍ତ ଗଙ୍ଗା ରହିଛି । ଏହି ଗୁପ୍ତ ଗଙ୍ଗା ଦେଖିବାକୁ ଲକ୍ଷ ଲକ୍ଷ ଲୋକ ମାନଙ୍କର ଆସର ଜମିଛି । ପ୍ରତି ବର୍ଷ ଖଣ୍ଡଗିରୀ ମେଳା ରେ ହିମାଳୟ ରୁ ସାଧୁ ସନ୍ଥ ମାନେ ମଧ୍ୟ ଆସିଥାନ୍ତି ଯଜ୍ଞ କରିବା ପାଇଁ ।

ଏହି ଗୁପ୍ତ ଗଙ୍ଗାର ବହୁତ କିଛି ମାହାତ୍ମ୍ଯ ଅଛି ଯାହା ଆଜି ଆମେ ହରାଇ ଦେଇଛୁ । କିନ୍ତୁ ଖଣ୍ଡଗିରୀ ଗୁମ୍ଫା ର ଅବସ୍ଥା ଏତେ ବି ଭଲ ନାହି ଯାହାକୁ ପ୍ରଶାସନ ଦ୍ରୁଷ୍ଟି ଦେବା ନିହାତି ଜରୁରୀ ଅଟେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *