Mee Puch Puchଙ୍କ ରିସେପ୍ଶନରେ ଏକାଠି ହେଲେ Rani Panda ଓ Aparajita, ସାଙ୍ଗହୋଇ ଖାଉଥିବାର Video ଭାଇରାଲ

ବନ୍ଧୁଗଣ ନମସ୍କାର, ଆପଣ ମାନେ ଜାଣିଥିବେ ଲୋକପ୍ରିୟ କମେଡିଆନ ମି ପୁଚ ପୁଚ ଙ୍କର ବିବାହ ସମ୍ପନ୍ନ ହୋଇଛି । ମି ପୁଚ ପୁଚ ଙ୍କର ୟୁଟ୍ଯୂବ ରେ ଚ୍ଯାନେଲ ରହିଛି ଯେଉଁ ଠାରେ ସେ ନିଜର କମେଡି ଦ୍ଵାରା ଲୋକ ମାନଙ୍କୁ ହସାଇ ହସାଇ ଗଡାଇଥାନ୍ତି । ତେବେ ସେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

ତେବେ ତାଙ୍କ ବାହାଘର ରେ ଓଡିଆ ଇଣ୍ଡଷ୍ଟ୍ରି ର ସବୁ କଳାକାର ମାନେ ଯୋଗ ଦେବାକୁ ଆସିଥିଲେ ଆଉ ତାଙ୍କୁ ବଢାଇ ମଧ୍ୟ ଦେଇଥିଲେ । ବର୍ତ୍ତମାନ ତାଙ୍କ ରିପ୍ସେସନ ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ତାଙ୍କର ଫ୍ୟାନ୍ସ ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓ ରେ କିଛି ଏମିତି ଦେଖିବାକୁ ମିଳିଛି ଯେ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଭାଇରାଲ ହୋଇଥିବା ବିଡିଓ ରେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତ୍ରୀ ତଥା ସୁପର ଷ୍ଟାର ଉତ୍ତମ ମହାନ୍ତି ଙ୍କ ଧର୍ମ ପତ୍ନୀ ଅପରାଜିତା ମହାନ୍ତି ଆସି ପହଞ୍ଚି ଛନ୍ତି ଆଉ ମୁ ପୁଚ ମୁଚ ଙ୍କୁ ତାଙ୍କ ବିବାହ ପାଇବ ବଧାଇ ଦେଇଛନ୍ତି । ତେବେ ଏହି ପାର୍ଟି ରେ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ନଜର ଆସିଛନ୍ତି ।

ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ତଥା ବିବାଦୀୟ ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା । ଆଜ୍ଞା ହଁ ଦର୍ଶକ ବନ୍ଧୁ ମୁ ପୁଚ ମୁଚ ରିପ୍ସେସନ ପାର୍ଟି ରେ ଏକାଠି ହୋଇଛନ୍ତି ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଓ ଓଲିଉଡ ର ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି । ଦୁହିଙ୍କୁ ଏକା ସହ ଏଠାରେ ଦେଖିବାକୁ ମିଳିଛି ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଏହି ଦୁଇ ଅଭିନେତ୍ରୀ ଏକାଠି ବସି ଖାଇବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି । ଏହି କଥା ଟି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ । ଅପରାଜିତା ଓ ରାନୀ ପଣ୍ଡା ଉଭୟ ଅଭିନେତ୍ରୀ ହୋଇଥିଲେ ମଧ୍ୟ ଦୁହେଁ ଏକାଠି ବସି ଗୋଟେ ଜାଗାରେ ଖାଉଛନ୍ତି ।

ଦୁହେଁ ମି ପୁଚ ମୁଚ ଙ୍କ ରିପ୍ସେସନ ପାର୍ଟି ରେ ତାଙ୍କ ସହ ଫୋଟୋ ମଧ୍ୟ ଉଠାଇଛନ୍ତି । ତେବେ ଦୁହିଙ୍କର ଏକାଠି ଖାଇବାର ଭିଡିଓ କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *