Pintu ରୋଗଙ୍କ ସମ୍ପର୍କରେ କହିଲେ ଦିଲ୍ଲୀ ଡାକ୍ତର, କହିଲେ ଏହା ପଛରେ ଥିବା କାରଣ ବିଷୟରେ…

ନମସ୍କାର ବନ୍ଧୁଗଣ, ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ଜନିତ ସମସ୍ଯା କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି । ତାଙ୍କର ଆରୋଗ୍ଯ ପାଇଁ ପିଣ୍ଟୁ ନନ୍ଦ ଙ୍କ ପୁରା ପରିବାର ଓ ଇଣ୍ଡଷ୍ଟ୍ରିର କଳାକାର ମାନେ ଓଡିଶା ବାସୀ ଙ୍କୁ ଆର୍ଥିକ ସାହାଜ୍ଯ ମାଗିଛନ୍ତି । ତେବେ ଏହାରି ମଧ୍ୟ ରେ ପିଣ୍ଟୁ ଙ୍କୁ ହୋଇଥିବା ରୋଗ ସଂପର୍କରେ କହିଲେ, ଦିଲ୍ଲୀ ଡାକ୍ତର। ଏଭଳି ରୋଗର ଚିକିତ୍ସା କିପରି ହୋଇ ପାରିବ ?

ପିଣ୍ଟୁଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି ? ଏ ନେଇ ଦିଲ୍ଲୀର ଡାକ୍ତର ଅଶୋକ ଚୌଧୁରୀ କଣ କହୁଛନ୍ତି ଯେ “ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଲିଭର ଶିରୋଷିଆ ଜନିତ ରୋଗ ହୋଇଛି ଯାହାର ପ୍ରଥମ ସ୍ଟେଜ ରେ କିଛି ଲକ୍ଷଣ ଦେଖାଯାଏ ନାହି । ଲିଭର ଟ୍ରାନ୍ସ ପ୍ଳାଣ୍ଟ ଏକମାତ୍ର ଉପାୟ ଯାହା ଦ୍ଵାରା ଏହି ରୋଗରୁ ସଂପୂର୍ଣ୍ଣ ମୁକ୍ତି ପାଇ ହେବ । ପ୍ରାଥୟ 20 ରୁ 30% ଲୋକ ମେଡ଼ିସିନ ଦ୍ଵାରା ଏହି ରୋଗରୁ ରିକଭରୀ କରି ପାରନ୍ତି ।

ଯେମିତିକି ଜଣ୍ଡିସ କମ ହେବ ଓ ପେଟରୁ ପାଣି ଶୁଖିଯିବ । କିନ୍ତୁ ଲିଭର ଶିରୋଷିଆ ଏମିତି ଏକ ରୋଗ ଯାହାକି ସଂପୂର୍ଣ୍ଣ ଭଲ ହୁଏ ନାହି । ଆମେ ମେଡିକାଳି ମ୍ୟାନେଜ କରିଲେ କିଛି ପିରିଅଡ ପାଇଁ ରୋଗୀଙ୍କୁ ଷ୍ଟେବଲ କରି ହେବ । ହୁଏତ ସେଟା 6 ମାସ ହୋଇପାରେ ବ ବର୍ଷେ ହୋଇପାରେ ବା 5 ବର୍ଷ ହୋଇପାରେ । ଚିକିତ୍ସା ଦ୍ଵାରା ଜଣାଦିବ ଲିଭର କେତେ ରିକଭରୀ କରୁଛି ।

ଲିଭର ଟ୍ରାନ୍ସ ପ୍ଳାଣ୍ଟ ଯଦି ଆମେ କରୁଛୁ ତା ହେଲେ କାର୍ଡବୋର୍ଡ ସେଟିଙ୍ଗ ଓ ଲାଇଭ ଡୋନର ସେଟିଙ୍ଗ ରେ । କାର୍ଡବୋର୍ଡ ରେ ସେଟିଙ୍ଗରେ ଯେବେ ଡୋନର ହୁଏ ସେତେବେଳେ ଡୋନର ପାଇଁ କିଛି ସେଟିଙ୍ଗ ନ ଥାଏ । ରୋଗୀ ରିକଭରୀ ପାଇଁ ଲାଗେ । ବାହାର ଲୋକ ଦିଅନ୍ତୁ କି ଘର ଲୋକ ଲିଭର ଦିଅନ୍ତୁ କିନ୍ତୁ ଚିକିତ୍ସା ସମାନ ରୁହେ । ତା ପରେ ଟ୍ରାନ୍ସ ପ୍ଳାଣ୍ଟ ପରେ 85ଋ 90% ସଫଳ ହୋଇଥାଏ ।

3ରୁ 4 ସପ୍ତାହ ରୋଗୀକୁ ରିକଭରୀ ହେବାକୁ ସମୟ ଲାଗିଥାଏ ତା ପରେ ଟାଙ୍କି ଡ଼ିଶ୍ଚାର୍ଜ କରାଯାଏ । ତେବେ ପିଣ୍ଟୁଙ୍କର ଯାହା ଏବେ ଚିକିତ୍ସା ଚାଲିଛି ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରତର ଅଛି । ଯେତିକି ଆମେ ଶୁଣୁଛୁ ତାଙ୍କର ରିପୋର୍ଟ ବହୁତ ଖରାପ ଅଛି କିନ୍ତୁ ଜେନେରାଲ କଣ୍ଡିସନ ଟିକେ ଷ୍ଟେବଳ ଅଛି । ଏହି ସମୟରେ ତାଙ୍କୁ ମେଡ଼ିସିନ ଦେଇ ଖାଇବା, ଅନ୍ୟ ଜିନିଷ ଗୁଡିକ ଷ୍ଟେବଲ କରିବାର ଅଛି ।

ଯେମିତି ଇନଫେକସନ ହେବ ନାହି । ମେଡିକାଲି ସେ ଷ୍ଟେବଲ ହେଲେ ଆମେ ଟ୍ରାନ୍ସ ପ୍ଲାଣ୍ଟର ଯାହା ବି ପ୍ରୋସେସ ଅଛି ତାହା ଆରମ୍ଭ କରିବା । ଆଉ କେଉଁ ଅର୍ଗାନ ରେ ଯେମିତି ସମସ୍ଯା ନ ଥିବ ସେଥିପାଇଁ ପରୀକ୍ଷା କରାଯିବ । ଯେବେ ଟ୍ରାନ୍ସ ପ୍ଳାଣ୍ଟ ସର୍ଜରୀ ହୁଏ ସେତେବେଳେ 2ରୁ 3 ସପ୍ତାହ ସମୟ ଲାଗିଯାଏ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *