Aryanଙ୍କୁ ଦେଖି କଏଦୀଙ୍କ ଖୁସି କହିଲେ ନ ସରେ; ଆର୍ଥର୍ ଜେଲ୍ ରେ ଖୁସି କଏଦୀ, ତାଙ୍କୁ ଦେଖିବାକୁ ଗହଳି

ବଲିଉଡ ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମା-ମ-ଲା-ରେ ଏନସିବୀ ଦ୍ଵାରା ଗି-ର-ଫ ହୋଇ ଜେ-ଲ ଯିବା ପରେ ତାଙ୍କ ପରିବାର ଦୁଖରେ ଭା-ଙ୍ଗି ପଡିଛନ୍ତି । ଅନ୍ୟ ପଟେ ଆର୍ଥର ଜେ-ଲରେ ଖୁଶିର ଲହରୀ ଖେଳି ଯାଇଛି । ବର୍ତ୍ତମାନ ଆର୍ୟନଙ୍କୁ ଜେ-ଲରେ ଦେଖିବା ପରେ ସେଠାରେ ଥିବା କ-ଏ-ଦୀ ମାନେ ଖୁସି ମନାଉଛନ୍ତି । କ-ଏ-ଦୀ ମାନେ ଥାଳି ବାଡେଇ ନିଜର ଖୁସି ବୟାନ କରିଥିଲେ ଯେବେ ଆର୍ୟନ ଜେ-ଲକୁ ଯାଇଥିଲେ । ସମସ୍ତ କ-ଏ-ଦୀଙ୍କ ଭଳି ଆର୍ୟନ ସାଧାରଣ ଖାଇବା ସହ ପ୍ରଥମ ୫ଦିନ ଆସିଲେସନରେ ରହିବେ କାରଣ ସେ କୋଭିଡ଼ ଟୀକା ଦୁଇଟି ନେଇ ସାରିଛନ୍ତି ।

ଏହା ପରେ ତାଙ୍କୁ ସାଧାରଣ ୱାର୍ଡକୁ ପଠା ଯାଇପାରେ ଯେଉଁଠାରେ ଅନ୍ୟ କ-ଏ-ଦୀ ମାନେ ତାଙ୍କ ସହ ମିଶିବାକୁ ଚେଷ୍ଟା କରି ପାରନ୍ତି । ଏଥିପାଇଁ କୌଣସି ବିଶୃଙ୍ଖଳା ସୃଷ୍ଟି ହେବା ନେଇ ଜେ-ଲର ୱାର୍ଡର ମାନେ ସତର୍କ ଅଛନ୍ତି । ଅନ୍ୟ ପଟେ ଅରବାଜ ମଧ୍ୟ ଆର୍ୟନଙ୍କ ସହ ରହି ପାରନ୍ତି । ଅଧିକରୁ ଅଧିକ କ-ଏ-ଦୀ ମାନେ ଆର୍ୟନଙ୍କୁ ପାଖରେ ଦେଖି ଖୁସି ଥିବାର ସୂଚନା ଦେଇଛନ୍ତି ଜେ-ଲର ଜଣେ କର୍ମଚାରୀ । ସେହି ଜେ-ଲରେ ଶାହରୁଖ ଖାନଙ୍କ କିଛି ପ୍ରଶଂସକ ଥିବା ବେଳେ ଅନ୍ୟ କେତେକ କ-ଏ-ଦୀ ତାଙ୍କର ବି-ରୁ-ଦ୍ଧ-ରେ ଅଛନ୍ତି ଯାହା ଆର୍ୟନଙ୍କ ପାଇଁ ସମସ୍ଯା ସୃଷ୍ଟି ହୋଇପାରେ ବୋଲି ସେମାନଙ୍କୁ ଅଲଗା ସେଲରେ ରଖା ଯାଇପାରେ ।

ଜେ-ଲରେ କାମ ଖାଦ୍ୟ ତିଆରି କରୁଥିବା ଲୋକଙ୍କ ଠାରୁ ଆରମ୍ଭ କରି ଜେ-ଲରେ ଅନ୍ୟ ବିଧି ବ୍ୟବସ୍ଥା ବା ଡାକ୍ତରଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ କାମ କରୁଥିବା କର୍ମଚାରୀ ମାନେ ଆର୍ୟନଙ୍କୁ ଜେ-ଲରେ ଦେଖି ଖୁସି ଅଛନ୍ତି । ଅନ୍ୟ କ-ଏ-ଦୀଙ୍କ ଭଳି ଆର୍ୟନଙ୍କୁ ସକାଳ ୬ଟାରେ ଉଠିବାକୁ ପଡିବ । ଏହା ସହ ଜେ-ଲର ନିୟମ ଅନୁସାରେ ପ୍ରାର୍ଥନା ଓ ସାଧାରଣ ବଗିଚା କାମ ଏ ସବୁ କିଛି ଆର୍ୟନଙ୍କୁ କରିବାକୁ ପଡିବ । ଆର୍ୟନଙ୍କୁ କୌଣସି ପ୍ରକାର ସୁଖ ସୁବିଧା ଜେ-ଲରେ ମିଳିବ ନାହି । ଅନ୍ୟ ପରେ ଆଇନଜିବି ସତୀଶ ମାନେସିନ୍ଧେ କହିଛନ୍ତି ଆର୍ୟନଙ୍କୁ ବେଳ ମିଳିଲା ନାହି କିନ୍ତୁ ଏହାର ଆବଶ୍ୟକତା ରହିଥିଲା ।

କୋ-ର୍ଟ-ରେ ଆଇନଜୀବୀ ସତୀଶ ଆର୍ୟନଙ୍କ ସପକ୍ଷରେ ଯୁ-କ୍ତି ବାଧ୍ୟ କହିଥିଲେ ଯେ ଆର୍ୟନ କେବେ ବି ପଳାୟନ କରିବେ ନାହି କି କୌଣସି ଗେମ କରିବେ ନାହି । ତେବେ ଆର୍ୟନଙ୍କ ଜେ-ଲରେ କିପରି ଦିନ କଟିବ ଓ ତାଙ୍କର ବ୍ୟବହାର କିପରି ଅନ୍ୟ କ-ଏ-ଦୀ ମାନଙ୍କ ପ୍ରତି ରହିବ ତାହା ଦେଖିବାର ଅଛି । ଅନ୍ୟ ପଟେ କ-ଏ-ଦୀ ମାନେ ଆର୍ୟନଙ୍କୁ ଦେଖା କରିବା ପାଇଁ ଉଶ୍ଚାହ ଥିବା ବେଳେ କେଉଁ ସମୟରେ କଣ ଘଟିପାରେ ତାହା ନେଇ ଚିନ୍ତାରେ ଅଛନ୍ତି ଜେ-ଲର ୱାର୍ଡର ମାନେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *