ବେଲ ଖାରଚ ହେବା ପରେ ଜେଲ ଯିବେ Aryan Khan… ଦେଖନ୍ତୁ Video କଣ କହିଲେ Shah Rukh

ବଲିଉଡ ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମାମଲାରେ ଏନସିବୀ ଦ୍ଵାରା ଗି-ର-ଫ ହୋଇ ଜେଲ ଯିବା ପରେ ତାଙ୍କ ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି । ଆର୍ୟନ ଖାନଙ୍କ ସହ ତାଙ୍କର ବନ୍ଧୁ ଅରବାଜ ଓ ମୂନମୁନଙ୍କ ସମେତ ଅନ୍ୟ ୬ ଜଣ ମଧ୍ୟ ଆର୍ଥନ ଜେ-ଲକୁ ଯାଇଛନ୍ତି । ଆଇନଜୀବୀ ସତିଶ ମାନେସିନ୍ଧେଙ୍କ ଅନେକ ଯୁକ୍ତି ପରେ ମଧ୍ୟ ଆର୍ୟନଙ୍କୁ ବେଲ ମିଳି ପାରିଲା ନାହି । ବର୍ତ୍ତମାନ ଆର୍ୟନଙ୍କୁ ୩ରୁ ୫ ଦିନ ଯାଏଁ କ୍ଵାରେଣ୍ଟେଡରେ ରଖାଯିବା ପରେ ସାଧାରଣ ୱାର୍ଡରେ ଅନ୍ୟ କଏଦୀ ମାନଙ୍କ ସହ ରଖାଯିବ । ଏହା ସହ ତାଙ୍କୁ କଏଦୀଙ୍କ ଭଳି ପୋଷାକ ପିନ୍ଧିବା ଠାରୁ ଆରମ୍ଭ କରି ଶୋଇବା ଓ ସାଧାରଣ ଖାଦ୍ୟ ଖାଇବାକୁ ପଡିବ ।

ଆଇନଜୀବୀ ସତୀଶ କୋର୍ଟରେ ଯୁ-କ୍ତି କରିଥିଲେ ଯେ ଆର୍ୟାନଙ୍କ ପାଖରେ ସେଦିନ ପାର୍ଟିର୍କୌଣସି ଟିକେଟ ନ ଥିଲା କି ତାଙ୍କ ପାଖରୁ କୌଣସି ଡ୍ର-ଗ୍ସ ଜବତ ହୋଇନାହି । ଏହା ସହ ଅଭିନେତା ଶାହରୁଖ ଖାନ ମୁମ୍ବାଇର ଜଣେ ନାଗରିକ ଓ ତାଙ୍କର ନିଜ ଘର ମଧ୍ୟ ଏଠାରେ । ତେଣୁ ପଚରାଉଚରା ପାଇଁ ଯେତେବେଳେ ତାଙ୍କୁ ଡକାଯିବ ସେ ଆସି ହାଜର ହୋଇ ପାରିବେ । ଏହା ସହ ସତୀଶ ମାନେସିନ୍ଧେ ଏୟା ଯୁ-କ୍ତି କରିଥିଲେ ଯେ ଆର୍ୟନଙ୍କର ଏହି ଭୁଲ ପ୍ରଥମ ଭୁଲ ତେଣୁ ଏହାକୁ ନରମ ଭାବେ ବିଚାର କରାଯିବା ଉଚିତ । କିନ୍ତୁ ଏତେ ଯୁ-କ୍ତି ପରେ ମଧ୍ୟ ସତୀଶ ମାନେସିନ୍ଧେ ହା-ରି ଯାଇଛନ୍ତି ।

ଯଦି ଆର୍ୟନଙ୍କୁ ବେ-ଲ ମିଳିଥାନ୍ତା ତେବେ ଅନ୍ୟ ମାନଙ୍କୁ ମଧ୍ୟ ବେଲ ଦେବାକୁ ପଡିଥାନ୍ତା । ଶାହରୁଖଙ୍କ ବିପଦ ସମୟରେ ବଲିଉଡର ଅନେକ କଳାକାର ଯେମିତିକୁ ଅଭିନେତା ହ୍ରୀତିକ ରୋସନଙ୍କ ଠାରୁ ଆରମ୍ଭ କରି ଜନି ଲେବର ଓ ଅଭିନେତ୍ରୀ ରାକ୍ଷୀ ସାୱନ ଆଦି ବଡ କଳାକାର ମାନେ ଠିଆ ହୋଇଛନ୍ତି । ଅନ୍ୟ ପଟେ ଅଭିନେତ୍ରୀ ଟ୍ଵିଙ୍କଲ ଖନ୍ନାଙ୍କ ବ୍ଯତୀତ ଫିଲ୍ମ ନିର୍ମାତା ସ୍ଵରା ଖାନ ଓ ହିତ୍ରିକ ରୋସନଙ୍କ ସ୍ତ୍ରୀ ଶୁଜେନା ଗୌରି ଖାନଙ୍କୁ ସହାନୁଭୂତି ଜଣାଇଛନ୍ତି । ଆଜି ହେଉଛି ଗୌରି ଖାନଙ୍କର ଜନ୍ମଦିନ ଓ ସେ ଇଚ୍ଛା କରିଥିଲେ ତାଙ୍କ ପୁଅ ତାଙ୍କ ସହ ରୁହନ୍ତୁ । କିନ୍ତୁ ଏପରି ହୋଇ ପାରିଲା ନାହି ।

ଆର୍ୟନଙ୍କୁ ବିରିୟାନୀ ଖାଇବା ଛାଡି ଶୁଖିଲା ରୋଟି ଓ ଚାରୁ ପାଣି ଜେଲରେ ଖାଇବାକୁ ପଡିପାରେ ବୋଲି ସୂଚନା ମିଳିଛି । ଅନ୍ୟ ପରେ ଜଣେ ନାଇଜେରିଯାନ ନାଗରିକ ଚିନେ ଦୂ ଇଗୋ ଯାହାଙ୍କୁ ଏନସିବୀ ଏହି ମାମଲାରେ ଗି-ର-ଫ କରିଛି । ଏନସିବୀ ଏହି ନାଗରିକଙ୍କୁ ୧୧ ତାରିଖ ଯାଏଁ କ-ଷ୍ଟ-ଡି-ରେ ରଖି ସବୁ ତଥ୍ୟ ହାସଲ କରିବାରେ ଲାଗିଛି । ଏନସିବୀ ଜାଣିବାକୁ ଚେଷ୍ଟା କରୁଛୁ ଯେ କିପରି ଭାବେ ଆର୍ୟନ ଓ ତାଙ୍କ ସାଥିଙ୍କ ପାଖରେ ଡ୍ର-ଗ୍ସ ପହଞ୍ଚିଲା । ଯେଉଁ ଡ୍ର-ଗ୍ସ ଜ-ବ-ତ ହୋଇଛି ତାହା ବହୁତ ମା-ରା-ତ୍ମ-କ- ଅଟେ ଯାହା ଦ୍ଵାରା ନି-ଶା ଅଧିକ ହୋଇଥାଏ । ତେବେ ଆଗକୁ ଏହି କେ-ସ କେଉଁ ମୋଡ ନେବ ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *